କନକ ବ୍ୟୁରୋ : ମାଲକାନଗିରି କାଳବୈଶାଖୀର ତାଣ୍ଡବ । ପବନରେ ଅନେକ ଘର ଦ୍ୱାର ଭାଙ୍ଗିଯାଇଛି । ଗଛ ମଧ୍ୟ ଉପୁଡି ରାସ୍ତା ଉପରେ ପଡିରହିଛି । କାଳବୈଶାଖୀ ଯୋଗୁଁ ମାଲକାନଗିରି ସହରରେ ବିଦ୍ୟୁତ ତାର ଛିଣ୍ଡିଯିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।

ଦେଖନ୍ତୁ ଏହି ଭିଡିଓ –