କଟକରେ ପୂଜାର ମାହୋଲ : ଭାଇଚାରାର ସହରରେ ଜମୁଛି ଜଗଦମ୍ବାଙ୍କ ପୂଜା

41

କଟକ : କଟକରେ ବି ପୂଜାର ମାହୋଲ । ଭାଇଚାରାର ସହରରେ ଜମୁଛି ଜଗଦମ୍ବାଙ୍କ ପୂଜା । ମଣ୍ଡପରେ ମା’ଙ୍କର ସପ୍ତମୀପୂଜା ଚାଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

ବର୍ଷକର ଅପେକ୍ଷା ପରେ ଧରାକୁ ଓହ୍ଲାଇ ଆସିଛନ୍ତି ମା’ । ଏଥିପାଇଁ ଖୁବ୍ ଆଡମ୍ବର ସହ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି ।

ଏନେଇ ସନ୍ଥସାଇ ପୂଜା ମଣ୍ଡପରୁ ଦେଖନ୍ତୁ ଏହି ଭିଡିଓ –