ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ୮୦ ଶିଶୁ ମରିବା ପରେ ବି ଗଲେନି ମାଲକାନଗିରି

0

କନ୍ଧମାଳ : ଦିନିକିଆ କନ୍ଧମାଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀ, ଦାରିଙ୍ଗବାଡି ଓ ବାଲିଗୁଡାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । କିନ୍ତୁ ସାଧାରଣ ସଭାରେ ଗୁମୁଡୁମାହା ଏନକାଉଂଟର ନେଇ ପଦଟିଏ ବି କହିନଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବିରୋଧୀଙ୍କ ବିରୋଧ ଆଶଙ୍କାରେ ଫୁଲବାଣୀର ଦକ୍ଷତା କେନ୍ଦ୍ର ଉଦଘାଟନ ସ୍ଥଳକୁ ମୁଖ୍ୟମନ୍ତ୍ରୀ ଗଲେ ନାହିଁ । ସେପଟେ ଜାପାନୀ ଜ୍ୱରରେ ଥରୁୁଥିବା ମାଲକାନଗିରିକୁ ରାଜ୍ୟ ମୁଖିଆ ଭାବେ କେବେ ଗସ୍ତ କରିବେ ତାହା ଉପରେ ଉଠିଛି ପ୍ରଶ୍ନ ।

ଦେଖନ୍ତୁ ଏହି ଭିଡିଓ –

Comments are closed.