ସିସିଟିଭିରେ ଧରାପଡିଲା ମଦ କିଣିବା ବେଳେ ମୋବାଇଲ ଚୋରି ଘଟଣା !

42

କନକ ବ୍ୟୁରୋ : ମଦ ଦୋକାନ ଆଗରୁ ମୋବାଇଲ ଚୋରି । ଚୋରଙ୍କ ଟାର୍ଗେଟରେ ମଦ କିଣିବାକୁ ତରତର ହେଉଥିବା ଗ୍ରାହକ । ଆଖି ପିଛୁଳାକେ ମୋବାଇଲ ଫୋନ୍ ହୋଇଯାଉଛି ଗାଏବ । ଯାହାର ଟେର ପାଇବା ମୁସ୍କିଲ । ମଦ କୁଣିବା ମୁଡରେ ଥିବା ଗ୍ରାହକ ଧରିପାରୁ ନାହାଁନ୍ତି ହେଲେ ସିସିଟିଭି ଧରାଇ ଦେଇଛି ଏମିତି କିଛି ଧ୍ରୁତ ଚୋରଙ୍କ ଚତୁରତା । ଦେଖନ୍ତୁ କନକ ନ୍ୟୁଜର ହସ୍ତଗତ ହୋଇଥିବା କିଛି ଏକ୍ସକ୍ଲୁସିଭ ଭିଜୁଆଲ –