Browsing Category

ସ୍ପେଶାଲ୍ ରିପୋର୍ଟ

ଖେଳନା ଭାବି ଝିଅକୁ ଅସଲି ବନ୍ଧୁକ ଧରାଇଦେଲେ ମା’, ତା’ପରେ କ’ଣ ହେଲା ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ପଶ୍ଚିମବଙ୍ଗର ହୁଗୁଳିରେ ରବିବାର ଏକ ଝିଅ ଅସଲି ବନ୍ଧୁକକୁ ଖେଳନା ଭାବିନେଲା ଏବଂ ଖେଳ ଖେଳରେ ନିଜ ମା’ ଙ୍କୁ ହିଁ ଗୁଳି ମାରିଦେଲା । ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ଗୁଳି ଥିବା ପିସ୍ତଲକୁ ଖେଳନା ଭାବି ଝିଅର ମା’ ନିଜେ ଝିଅକୁ ଖେଳିବା ପାଇଁ ଦେଇଥିଲେ, ଯାହାକି ତାଙ୍କ ଘର ବାହାରୁ ମିଳିଥିଲା…
Read More...

ଗୋଟିଏ ଛୋଟିଆ ଭୁଲ ପାଇଁ ପାୱାର ବ୍ୟାଙ୍କରେ ହୋଇପାରେ ବିସ୍ଫୋରଣ ! କଣ ଆପଣ କରୁନାହାଁନ୍ତି ତ ଏହି ଭୁଲ୍ ?

କିଛି ଦିନ ହେଲା ସୋସିଆଲ ମିଡିଆରେ ପାୱାର ବ୍ୟାଙ୍କ ଫାଟିବାର ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଯେଉଁ କାରଣରୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇସାରିଛି । କିନ୍ତୁ ଯଦି କିଛି ସାବଧାନତା ଅବଲମ୍ବନ କରାଯାଏ ତେବେ ଏହି ଦୁର୍ଘଟଣାକୁ ଅନେକାଂଶରେ ଏଡାଇ ଯାଇହେବ । ତେଣୁ ଆଜି ଆମେ ଆପଣଙ୍କୁ ପାୱାର…
Read More...

ନୀଳ ରଙ୍ଗକୁ ବାୟ ବାୟ : ନୂଆ ରଙ୍ଗରେ ସଜେଇ ହେବ ଭାରତୀୟ ରେଳ

ରେଳଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଭାରତୀୟ ରେଳବାଇ ସବୁବେଳେ ଚେଷ୍ଟାରତ । ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଏବେ ଆଉ ଏକ ଗରୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଇଛି । ରେଳର ରଙ୍ଗ ପରିବର୍ତ୍ତନ କରିବା ପାଇଁ ନିଷ୍ପିତ୍ତି ହୋଇଛି । ଏବେ ପର୍ଯ୍ୟନ୍ତ ଯେଉଁ ଟ୍ରେନ୍ ନୀଳ ରଙ୍ଗରେ…
Read More...

ସାବଧାନ ପାକିସ୍ତାନ ! ଆତଙ୍କୀକୁ କଡା ଜବାବ ଦେବ ଭାରତ, ସୀମା ଜଗିବେ ଭାରତୀୟ ସ୍ନାଇପର ।

ଭାରତ ପାକିସ୍ତାନ ସୀମାରେ ପାକିିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି । ଏପରିକି ସୀମାରେ ଥିବା ପାକିସ୍ତାନ ସେନାର ଲଞ୍ଚିଙ୍ଗ ପ୍ୟାଡରେ ଆତଙ୍କୀ ମାନେ ଏକାଠି ହୋଇଥିବା ଜଣାପଡିଛି । ଏବଂ ଏହି ଆତଙ୍କବାଦୀମାନେ ଅମରନାଥ ଯାତ୍ରା ଉପରେ ନଜର ରଖିଥିବା ଆଶଙ୍କା କରାଯାଉଛି । ଗୁଇନ୍ଦା…
Read More...

ଚୋରି ହୋଇଥିବା ସ୍ମାର୍ଟଫୋନକୁ ଖୋଜିବାର ୩ଟି ସରଳ ଉପାୟ ! ଜାଣନ୍ତୁ, ଅସୁବିଧା ସମୟରେ କାମରେ ଆସିବ

ଆପଣଙ୍କ ସ୍ମାର୍ଟଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ କିଛି ଏପରି କୌଶଳ ଅଛି ଯାହାଦ୍ୱାରା ଆପଣ ଫୋନ୍ ଟ୍ରେସ୍ କରିପାରିବେ । ସ୍ମାର୍ଟଫୋନରେ ବ୍ୟାଙ୍କ ଆକାଉଂଟ ସମ୍ମନ୍ଧିତ ତଥ୍ୟ , ବ୍ୟକ୍ତିଗତ ଫଟୋ, ଦରକାରୀ ଡକ୍ୟୁମେଂଟ ଓ କଣ୍ଟାକ୍ଟ ନମ୍ବର ଆଦି ସେଭ ଥାଏ । ଏପରିସ୍ଥଳରେ ସ୍ମାର୍ଟଫୋନ ଚୋରି…
Read More...

ଏଣିକି ପେଟ୍ରୋଲ ପମ୍ପରେ ଆପଣଙ୍କୁ କରିବାକୁ ପଡିବନି ଅପେକ୍ଷା । ତେଲ ଭରିବାଠାରୁ ଆରମ୍ଭ କରି ପେମେଂଟ କରିବା ପର୍ଯ୍ୟନ୍ତ…

ଅଧିକାଂଶ ସମୟରେ ପେଟ୍ରୋଲ ଚାଳିତ ଗାଡିରେ ଡିଜେଲ ଏବଂ ଡିଜେଲ ଚାଳିତ ଗାଡିରେ ପେଟ୍ରୋଲ ଭରିଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯାହାର ସିଧା ପ୍ରଭାବ ଗାଡି ଉପରେ ହିଁ ପଡିଥାଏ । କିନ୍ତୁ ଏବେ ଆଉ ଏହି ସମସ୍ୟା ବୋଧହୁଏ ରହିବନାହିଁ । ଗାଡି ମାଲିକ ଏବେ ନିଃଚିନ୍ତାରେ ଟାଙ୍କିରୁ ତେଲ…
Read More...

ଏକା ଏକା ଦମ ଦେଖାଇଲେ ଦୈତାରୀ… । ପାହାଡର ଛାତି ଚିରି ୪୦୦ ଏକର କ୍ଷେତକୁ କଲେ ଶସ୍ୟଶାମଳା

କନକ ବ୍ୟୁରୋ : ‘ଜବ ତକ ତୋଡ଼େଙ୍ଗେ ନେହିଁ ତବ ତକ ଛୋଡ଼େଙ୍ଗେ ନେହିଁ’ ବାସ୍ ଏଇ କେଇପଦ କଥା ହିଁ ପାହାଡ଼ର ଛାତିକୁ ଚିରି ଖଣ୍ଡ ଖଣ୍ଡ କରିବାକୁ ଯଥେଷ୍ଟ ଥିଲା । ହଁ ଆଜ୍ଞା ଆମେ କହୁଛୁ ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଥିବା ଦଶରଥ ମାଞ୍ଝିଙ୍କ କଥା । ଯିଏ ପାହାଡ଼ର ବୁକୁକୁ ଚିରି ନିଜ ଗାଁ ପାଇଁ ଏକ…
Read More...

ସେଲଫି ନେଉଥିବା ବେଳେ ହଠାତ୍ ବେକରେ ଗୁଡ଼ାଇ ହୋଇଗଲା ଅଜଗର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ରେଞ୍ଜ ଅଫିସର !

ସେଲଫି ନିଶା ଯେ କେତେ ଭୟଙ୍କର ତାହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ଅନେକ ସମୟରେ ସେଲଫି ନେବା ଚକ୍କରରେ ପ୍ରାଣ ହରାଇବାକୁ ମଧ୍ୟ ପଡ଼ିଥାଏ । ଠିକ୍ ଏହିଭଳି ଏକ ଘଟଣା ଏବେ ପଶ୍ଚିମବଙ୍ଗର ଜଲ୍ଲାପାଇଗୁଡ୍ଡିରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଶ୍ଚିମବଙ୍ଗର…
Read More...

୧୦ମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ରେଳ ବିଭାଗରେ ମିଳିବ ସବ ଇନସ୍ପେକ୍ଟର ଚାକିରି, ଜାଣନ୍ତୁ ଆବେଦନ କରିବାର…

RPF Railway Recruitment-2018 (ଆରପିଏଫ ରେଲୱେ ଭର୍ତି-୨୦୧୮) ପାଇଁ (Sub-Inspector) ପଦବୀ ପାଇଁ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେଉଁଥିରେ ୧୧୨୦ଟି ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆଶାୟୀ ପ୍ରାର୍ଥୀ ଏହାର ଆଧିକାରୀକ ୱେବସାଇଟ୍ ତଥା…
Read More...

ଏହି ଗାଁରେ ପକ୍ଷୀଙ୍କ ଭାଷାରେ କଥା ହୁଅନ୍ତି ଲୋକେ, ୟୁନେସ୍କୋ ହେରିଟେଜ୍ ଲିଷ୍ଟରେ ସାମିଲ ଅଛି : ଜାଣନ୍ତୁ କେଉଁଠି

ପକ୍ଷୀଙ୍କ ଭଳି ଉଡିବାର ଆଶା କେବେ ପୁରା ହୋଇନପାରେ, କିନ୍ତୁ ପକ୍ଷୀଙ୍କ ଭଳି କଥା ହେବା ପାଇଁ ଚାହୁଁଛନ୍ତି ଯଦି, ତେବେ ସମ୍ଭବ ହୋଇପାରେ । ଦୁନିଆରେ ଏକ ସ୍ଥାନ ଅଛି, ଯେଉଁଠି ଲୋକ ପକ୍ଷୀଙ୍କ ଭାଷା (ବାର୍ଡ ଲାଙ୍ଗୁଏଜ୍)ରେ କଥା ହୁଅନ୍ତି । ଏହି ସ୍ଥାନ ହେଉଛି ତୁର୍କୀର ଗିରେସୁନ୍ ପ୍ରାନ୍ତ ।…
Read More...