Browsing Category

ସ୍ପେଶାଲ୍ ରିପୋର୍ଟ

୧ଲିଟର ପାଣିରେ ଆଲୋକିତ ହେବ ପୁରା ଘର ! ଜଳରୁ ତିଆରି ହେଲା ସୌର ଲାଇଟ୍ ।

ସମିପସ୍ଥ ଜିଲ୍ଲାର ଖିମାଖେଡି ଗାଁର କେତେକ ଯୁବକ ଏପରି ଏକ ଜିନିଷର ଉଦ୍ଭାବନ କରିଛନ୍ତି ଯାହା ଗାଁରେ ବାସ କରୁଥିବା ଅନେକ ପରିବାରଙ୍କୁ ଦିନରେ ହେଉଥିବା ଅନ୍ଧକାରକୁ ଦୁର କରି ଆଲୋକ ପ୍ରଦାନ କରୁଛି । ଏହାକୁ ତିଆରି କରିବା ପାଇଁ କୌଣସି ବଡ ମେସିନ କିମ୍ବା କୌଣସି ବଡ ଆକାରର ଖର୍ଚ୍ଚ ମଧ୍ୟ…
Read More...

ଶିଶୁର ନାମକରଣ ପାଇଁ ହେଲା ନିର୍ବାଚନ ! ଲୋଡାହେଲା ବହୁମତ, ବାଲାଟ ପେପରରେ ପଡିଲା ଭୋଟ ।

ନିର୍ବାଚନକୁ ଗଣତନ୍ତ୍ରର ଏକ ବଡ ପର୍ବ ବୋଲି କୁହାଯାଇଥାଏ । କାହିଁକି ନା ନିର୍ବାଚିତ ହୋଇଥିବା ସରକାରଙ୍କ ଦ୍ୱାରା ହିଁ ଜନତାଙ୍କର ବିକାଶ କାର୍ଯ୍ୟ କରାଯାଇଥାଏ । ଗଣତନ୍ତ୍ରରେ ନିର୍ବାଚନ ଜରିଆରେ ସରକାର ଚୟନ କରାଯାଇଥାଏ । କିନ୍ତୁ ଗୋଟିଏ ପରିବାରରେ ନବଜାତ ଶିଶୁର ନାମକରଣ ପାଇଁ ନିର୍ବାଚନ…
Read More...

୭୦ ହଜାର ଟଙ୍କାର ସ୍ମାର୍ଟଫୋନ ପାଇପାରିବେ ମାତ୍ର ୧୦,୯୯୯ ଟଙ୍କାରେ ! ଫ୍ଲିପକାର୍ଟ ଆଣିଲା ବଡ ଅଫର ।

ଯଦି ନିକଟରେ ଆପଣ ମୋବାଇଲ କିଣିବାର କୌଣସି ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଅତ୍ୟନ୍ତ ଲାଭଦାୟକ ହେବ । ଫିଲ୍ପକାର୍ଟ ଆପଣଙ୍କ ପାଇଁ ଆଣିଛି ଏକ ବଡ ଅଫର । ଫିଲ୍ପକାର୍ଟର ସୁପର ଭେଲ୍ୟୁ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ଅଫର ଆଜିଠାରୁ ଅର୍ଥାତ ଜୁନ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ ୨୪…
Read More...

ଆପଣଙ୍କ ଶରୀରର ଫିଟନେସ୍ ସମ୍ପର୍କରେ ସୂଚନା ଦେବ ସାର୍ଟ ! କମ୍ପ୍ୟୁଟର ଭଳି ସଂରକ୍ଷଣ କରିବ ଡାଟା ।

ସମ୍ପ୍ରତ୍ତି ସମୟରେ ଅନେକ ଜ୍ଞାନକୌଶଳ ବଳରେ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିହେଉଛି । ଏପରିକି ଉନ୍ନତ୍ତ କୌଶଳ ବଳରେ ଅନେକ କାମ ବହୁତ ଅଳ୍ପ ସମୟ ମଧ୍ୟରେ ସମ୍ପାଦନ ହୋଇପାରୁଛି । ଏପରିକି ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳ ବଳରେ ଅନେକ ସଫଳତା ମିଳିଥିବାର ଉଦାହରଣ ମଧ୍ୟ ରହିଛି । ତେବେ ଓହିଓ…
Read More...

ଓଡ଼ିଆ ଝିଅଙ୍କ କମାଲ : ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ପାୟଲ ଓ ଗୀତାଞ୍ଜଳୀ ପାଲଟିଲେ ଓଡିଶାର ‘ପ୍ୟାଡ…

କନକ ବ୍ୟୁରୋ : ଅକ୍ଷୟ କୁମାରଙ୍କ ପ୍ୟାଡ଼ମ୍ୟାନ ସିନେମା ସମସ୍ତେ ଦେଖିଥିଲେ ନିଶ୍ଚୟ । ଯେଉଁଥିରେ ରହିଛି ଅନେକ ମଜାଦାର ଦୃଶ୍ୟ ସହିତ ସଚେତନତାର ବାର୍ତ୍ତା । ବଲିଉଡରେ ପ୍ରଥମ ଥର ପାଇଁ ଏଭଳି ଫିଲ୍ମ ନିର୍ମାଣ କରାଯାଇଛି ଯାହା ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ସେ ବିଷୟରେ କଥା ହେବାକୁ ସଙ୍କୋଚ…
Read More...

ଏଭରେଷ୍ଟ ପାଲଟୁଛି ଅଳିଆଗଦା ! ପର୍ବତାରୋହୀଙ୍କ ବର୍ଜ୍ୟରେ ମଳିନ ହେଉଛି ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ।

ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଏବେ ଅଳିଆ ଗଦାରେ ପରିଣତ ହୋଇଗଲାଣି । ଦିନକୁ ଦିନ ମାଉଣ୍ଟ ଏଭରେଷ୍ଟରେ ଗୋଟିଏ ପରେ ଗୋଟିଏ ଇତିହାସ ଲେଖାଯାଉଛି । କିନ୍ତୁ ପର୍ବତାରୋହୀମାନେ ପଛରେ ଛାଡି ଆସୁଛନ୍ତି ଅନେକ ବର୍ଜ୍ୟବସ୍ତୁ । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ପରିବେଶ…
Read More...

ଔଷଧର ଷ୍ଟ୍ରିପ ଉପରେ ଥିବା ଏହି ନାଲି ରଙ୍ଗର ପଟିର ଅର୍ଥ କ’ଣ ? ଜାଣନ୍ତୁ, ନଚେତ୍ ହୋଇପାରେ ଏହି ସମସ୍ୟା

ସାଧାରଣତଃ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେବା ଦ୍ୱାରା ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ମେଡିକାଲ ଷ୍ଟୋର ଯାଇ ଔଷଧ କିଣି ଆଣନ୍ତି । ବେଳେବେଳେ ଔଷଧ ଦୋକାନୀ ଏମିତି ଔଷଧ ଦେଇଦିଅନ୍ତି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣ ବି ଏମିତି କରୁଛନ୍ତି,…
Read More...

ମାତ୍ର ୨୧ ହଜାର ଟଙ୍କାରେ ବିମାନରେ କରନ୍ତୁ ଆଣ୍ଡାମାନ ନିକୋବର ଯାତ୍ରା ! ଭାରତୀୟ ରେଳବାଇର ବଡ ଅଫର ।

ଛୁଟି ମାନଙ୍କରେ ଦୂର ଦୂରାନ୍ତର ଜାଗା ମାନଙ୍କୁ ବୁଲିଯିବା ପାଇଁ ସମସ୍ତେ ଯୋଜନା କରିଥାନ୍ତି । କିନ୍ତୁ ଅର୍ଥଭାବ କାରଣରୁ ଲୋକମାନେ ନିଜ ମନ ପସନ୍ଦର ଜାଗାକୁ ଯାଇ ପାରିନଥାନ୍ତି । ଯେମିତିକି ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ଯିବା ପାଇଁ ସମସ୍ତଙ୍କ ଇଚ୍ଛା ରହିଥାଏ । ତେବେ ଆପଣଙ୍କର ଏହି…
Read More...

କୁକୁଡାଙ୍କୁ ଦିଆଯାଉଥିବା ଖାଦ୍ୟରେ ହୋଇଗଲା ବଡ ଭୁଲ୍, ବଜାରରୁ ହଟାଇବାକୁ ପଡିଲା ୪୦ ଲକ୍ଷ ଅଣ୍ଡା

ପୋଲାଣ୍ଡର ପଶୁ ଚିକିତ୍ସା ସେବା ପାଖାପାଖି ୪୦ ଲକ୍ଷ ଅଣ୍ଡାକୁ ବଜାରରୁ ହଟାଇ ଦେଇଛି । ଏହି ଅଣ୍ଡାଗୁଡିକ ଏକ ଆଣ୍ଟିବାୟୋଟିକ୍ ଦ୍ୱାରା ଦୂଷିତ ହୋଇଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଜର୍ମାନୀର ସୁପରମାର୍କେଟ୍ ରୁ ବି ଅଣ୍ଡାକୁ ବଜାରରୁ ହଟାଇ ଦିଆଯାଇଥିଲା । ଅଧିକାରୀ ମାନେ ନିରୀକ୍ଷଣ କରିବା…
Read More...

ଏଣିକି ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ଖାଦ୍ୟ ! ରେଳମନ୍ତ୍ରୀ କଲେ ବଡ ଘୋଷଣା ।

ଯାତ୍ରୀ ମାନଙ୍କର ସୁବିଧା ପାଇଁ ଭାରତୀୟ ରେଳବାଇ କ୍ରମାଗତ ଭାବେ ନୂଆ ନୂଆ ସୁବିଧା ଉପଲବ୍ଧ କରାଉଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର କହିଛନ୍ତି ଯେ, ରେଳବାଇ ପକ୍ଷରୁ ସମୟନୁବର୍ତ୍ତିତା, ସ୍ୱଚ୍ଛତା ଏବଂ କ୍ୟାଟରିଙ୍ଗ ଉପରେ ବାରମ୍ବାର ଧ୍ୟାନ ଦିଆଯାଉଛି । ସେ କହିଛନ୍ତି ଯେ, ଏହି ତିନୋଟି…
Read More...