Browsing Category

ସ୍ପେଶାଲ୍ ରିପୋର୍ଟ

ଶାଶ୍ୱତ ପ୍ରେମର ନିଆରା କାହାଣୀ ! ନାଇଜେରିଆ ଝିଅ ହେଲେ ଓଡିଶା ବୋହୁ

କନକ ବ୍ୟୁରୋ : କୁହାଯାଏ ପ୍ରେମ ମାନେନା କିଛି ବନ୍ଧନ , ନା ଜାତି ନା ଧର୍ମ । ଆଉ ନିଜ ପ୍ରେମିକକୁ ଜୀବନ ସାଥି କରିବାକୁ ସାତଦରିଆ ପାରି ହୋଇ କେନ୍ଦ୍ରାପଡାକୁ ଚାଲି ଆସିଛନ୍ତି ନାଇଜେରିଆର ଜଣେ ଝିଅ । ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଦୁଇ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ ହୋଇଛି ।…
Read More...

ପୁଣି ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ ! ୫୦ କୋଟି ଲୋକଙ୍କ କରିବେ ସ୍ୱାସ୍ଥ୍ୟ ପରୀକ୍ଷା

ପୁଣି ଚର୍ଚ୍ଚାରେ ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ । ୫୦ କୋଟି ଲୋକଙ୍କ କରିବେ ସ୍ୱାସ୍ଥ୍ୟ ପରୀକ୍ଷା । ୩୦ ବର୍ଷରୁ ଅଧିକ ବୟସ୍କ ଲୋକ ଯେଉଁମାନେ କ୍ୟାନ୍ସର, ମଧୁମେହ ଏବଂ ହାଇପରଟେନସନ ଭଳି ରୋଗରେ ପୀଡିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ନିଷ୍ପତି ନେଇଛି ସ୍ୱସ୍ଥ୍ୟ ମନ୍ତ୍ରାଳୟ ।…
Read More...

ସାତ ଜନମର ସାଥୀ ହେବ କହି ଧୋକା ଦେଲା ସ୍ୱାମୀ ! ୧୧ଫର୍ଦରେ ପ୍ରେମବିବାହର କଷ୍ଟ ଲେଖି ଆତ୍ମହତ୍ୟା କଲେ ମହିଳା

ହସ ଖୁସିରେ ସଂସାର ଗଢିବା ପାଇଁ କରିଥିଲେ ପ୍ରେମବିବାହ । କିନ୍ତୁ ଅଳ୍ପ ଦିନ ମଧ୍ୟରେ ସବୁ ଖୁସି ପାଣିରେ ମିଳାଇଗଲା । ଦୁର୍ବିସହ ହୋଇପଡିଲା ଜୀବନ । ଶେଷରେ ୧୧ ଫର୍ଦରେ ଶ୍ୱଶୁର ଘରର ନିର୍ଯାତନା କାହାଣୀ ଓ ପ୍ରେମ ବିବାହର କଷ୍ଟ ଲେଖି ପଟିଆଲାର ୨୦ ବର୍ଷୟା ମହିଳା କାଞ୍ଚନ ଆତ୍ମହତ୍ୟା…
Read More...

ଭାଇରସ୍ ଭୟରେ ଭାରତ ! ଜାଣନ୍ତୁ କଣ ଏହି ‘ୱାନାକ୍ରାଏ ରାନ୍‌ସମ୍‌ୱେର’ ଏବଂ କିଭଳି କଂପ୍ୟୁଟରକୁ ରହିବେ ସୁରକ୍ଷିତ

ଶହେ ଦେଶରେ ସାଇବର ଆକ୍ରମଣ ପାଇଁ ‘ୱାନାକ୍ରାଏ ରାନ୍‌ସମ୍‌ୱେର’ ଭାଇରସ ଦାୟୀ ବୋଲି କୁହାଯାଉଛି । ଏବେ ଜାଣନ୍ତୁ କଣ ଏହି ରେନସମବେୟର ଭାଇରସ । ଏହା ଏକ ଏଭଳି ଭାଇରସ ଯାହା କମ୍ପ୍ୟୁଟର ଫାଇଲକୁ ନଷ୍ଟ କରିବାକୁ ଧମକ ଦେଇଥାଏ । ଆଉ କମ୍ପ୍ୟୁଟରରେ ଧମକପୂର୍ଣ୍ଣ ମେସେଜ ଆସିଥାଏ ଯେ, ଫାଇଲ ସୁରକ୍ଷିତ…
Read More...

୪୫୦ ବର୍ଷ ପୂର୍ବରୁ ଜଣାଥିଲା ମୋଦି କରିବେ ଭାରତର ପ୍ରତିନିଧିତ୍ୱ ! ଜାଣନ୍ତୁ ଘଟଣା ପଛର ରହସ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ୟ୍ୟକାଳକୁ ୩ ବର୍ଷ ହେବାକୁ ଯାଉଛି । ଏହି ତିନି ବର୍ଷରେ ମୋଦି ଅନେକ ଏପରି କିଛି କଡା ନିଷ୍ପତି ନେଇଛନ୍ତି ଯାହା ସତ ପ୍ରତିଶତ ସଫଳ ହୋଇଛି । ମୋଦିଙ୍କ ଏହି କଡା ନିଷ୍ପତି ଯୋଗୁଁ ଦେଖୁ ଏବେ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଗଣାଯାଉଛି । ଆପଣ ଜାଣନ୍ତି…
Read More...

ରେନସମବେୟର ଭାଇରସରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ନିଜ ଫେସବୁକ ଆକାଉଣ୍ଟରୁ ତୁରନ୍ତ ହଟାଇ ନିଅନ୍ତୁ ଏହି ୫ ଟି ଜିନିଷ

ଆମ ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆ ଏକ ଅଭିନ୍ନ ଅଙ୍ଗ ହୋଇଯାଇଛି । ଏବେ ଫେସବୁକ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । କିନ୍ତୁ ଏହାସହ ପେସବୁକର ପ୍ରାଇଭେସି ପଲିସି ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ଏମିତରେ ୟୁଜରଙ୍କୁ ଅନେକ ଥର ଉପଦେଶ ଦିଆଯାଇଛି କି ସେମାନେ ଏହି ସୋସିଆଲ…
Read More...

ପ୍ରଦୂଷିତ ବାୟୁରୁ ବିଜୁଳି ତିଆରି କରିବ ଏକ ସ୍ୱତନ୍ତ୍ର ପ୍ରକାର ଯନ୍ତ୍ର !

ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପକାଉଥିବା ବାୟୁ ପ୍ରଦୂଷଣରୁ ପରିଶେଷରେ ମଳିପାରିବ ମୁକ୍ତି । ବୈଜ୍ଞାନିକମାନେ ଏମିତି ଏକ ଉପାୟ ବାହାର କରିଛନ୍ତି, ଯାହା କେବଳ ପ୍ରଦୂଷଣକୁ ରୋକିବ ତା’ନୁହଁ ଏହାସହ ପ୍ରଦୂଷିତ ବାୟୁୁରୁ ବିଜୁଳି ମଧ୍ୟ ତିଆରି କରିବ । ନୂତନ ଜ୍ଞାନକୌଶଳ ଉପରେ ଆଧାରିତ…
Read More...

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚିତ ନିଷ୍ପତି ! ଯାହା ବଦଳାଇଦେଇଛି ସମସ୍ତଙ୍କ ଜୀବନ

ମୋଦି ସରକାରକୁ ପୁରିଲା ୩ ବର୍ଷ । ୨୦୧୪ ମେ ରେ ପ୍ରଧାନମନ୍ତ୍ରୀ ଭାବରେ ଭାରତର ମଙ୍ଗ ଧରିଥିଲେ ନରେନ୍ଦ୍ର ମୋଦି । ସତ୍ତା ହାସଲ କରିବା ପରେ ମୋଦି କହିଥିଲେ ‘ଅଛେ ଦିନ୍ ଆୟେଙ୍ଗେ’ । ତେବେ ଜାଣନ୍ତୁ ମୋଦିଙ୍କ ୧୦ଟି ଚର୍ଚ୍ଚିତ ନିଷ୍ପତି ଯାହା ଆପଣଙ୍କ ଜୀବନକୁ ଦେଖାଇଛି ପରିବର୍ତ୍ତନର ପଥ ।…
Read More...

ଅଶୁଭ ଅମରକଣ୍ଟକ ! ପଦ ପାଇଁ ପଥ ପରିବର୍ତ୍ତନ କଲେ ମୋଦି

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିଲେ ଅମରକଣ୍ଟକ । ନର୍ମଦା ନଦୀର ସଂରକ୍ଷଣ ପାଇଁ ଉଠାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ସହ ’ନମାମୀ ଦେବୀ ଯାତ୍ରା’ର ସମାପନ କରିବା ଥିଲା ଉଦ୍ଦେଶ୍ୟ । ତେବେ ଅମରକଣ୍ଟକର ରାଜନୈତିକ ଇତିହାସକୁ ଯଦି ଓଲଟାଯାଏ ତେବେ ଏହାର ରହିଛି…
Read More...

‘ରାନସମୱେର୍’ ସାଇବର ଆଟାକରୁ କିପରି ପାଇବେ ରକ୍ଷା ? ଆପଣାନ୍ତୁ ଏହି ୮ଟି ତରିକା

ଦେଶରେ ସାଇବର ଆଟାକ ଯୋଗୁଁ ଆତଙ୍କ ଖେଳିଥିବାବେଳେ ଏବେ ଭାରତରେ ଗ୍ଲୋବାଲ ସାଇବର ଆଟାକ ନେଇ ଆଶଙ୍କା ଦେଖାଯାଇଛି । ତେବେ ଏହି ସାଇବର ଆଟାକ ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଆଇଟି କମ୍ପାନୀ ନିଜ ୱିଣ୍ଡୋ ଏକ୍ସପିକୁ ଅପଗ୍ରେଡ କରିଛନ୍ତି । ଅପଗ୍ରେଡ କରିବା ପରେ ସାଇବର ଆଟାକ୍ ସମ୍ଭାବନା କମ…
Read More...