Browsing Category

ସ୍ପେଶାଲ୍ ରିପୋର୍ଟ

ଜୁଲାଇ ପହିଲାଠାରୁ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ଏହି ସବୁ ସାମଗ୍ରୀ ! ଜାଣନ୍ତୁ

ଭାରତରେ ନୁଆ ଦ୍ରବ୍ୟ ଓ ସେବା କର ତଥା ଜିଏସଟି ବିଲ୍ ଜୁଲାଇ ପହିଲାଠାରୁ ଲାଗୁ ହେବାକୁ ଯାଉଛି । ଗତ ଗୁରୁବାରକୁ ଅନେକ ବସ୍ତୁ ଏବଂ ସେବାଗୁଡିକ ଉପରେ ଟ୍ୟାକ୍ସ ଲାଗୁ କରାଯାଇଛି । ତେବେ ଜିଏସଟି କାଉସିଲର ଦୁଇ ଦିନ ଧରି ବୈଠକର ପ୍ରଥମ ଦିନରେ ୧୨ ଶହରୁ ଅଧିକ ବସ୍ତୁ-ସେବା ଉପରେ ଟ୍ୟାକ୍ସ ଦର…
Read More...

ପୁଣି ଚମକିଲେ ଭାରତୀୟ ! ୧୮ ବର୍ଷୀୟ ଯୁବକ ଆବିଷ୍କାର କଲେ ବିଶ୍ୱର ସବୁଠାରୁ ହାଲୁକା ସାଟେଲାଇଟ୍

ଯେତେବେଳେ କିଛି କରି ଦେଖାଇବାର ଦୃଢ ମନୋବଳ ଥିବ ସେତେବେଳେ ଆକାଶା ମଧ୍ୟ ଆପଣଙ୍କୁ ସଲାମ କରିବ । ତେବେ ଏଭଳି କିଛି କମାଲ କରି ଦେଖାଇବା ସହ ଗ୍ଲୋବାଲ ସ୍ପେସ ରେକର୍ଡକୁ ମଧ୍ୟ ଭାଙ୍ଗିବାରେ ସଫଳ ହୋଇଥିବା ଏହି ୧୮ ବର୍ଷୀୟ ଯୁବକ ହେଲେ ତାମିଲନାଡୁର ପଲ୍ଲାପତ୍ତୀ ଅଂଚଳର ରିଫତ୍ ଶରୁକ୍ । ସୂଚନା…
Read More...

କଣ୍ଢେଇ ଆଖିରେ ଲୁହ ! ସାମ୍ନାକୁ ଆସିଲା ପେରୁରେ ଥିବା ଏକ ପରିବାରର ଲୋମଟାଙ୍କୁରା କାହାଣୀ

ପେରୁର ଏଲ କାଲାଓ ନାମକ ଅଂଚଳରେ ବାସ କରୁଥିବା ନୁନେଜ ନାମକ ପରିବାର ଦୀର୍ଘଦିନ ହେଲା ଏକ ଭୟାନକ ଶକ୍ତିର ଶିକାର ହୋଇଛନ୍ତି । ପରିବାର ଲୋକମାନେ ବିଳମ୍ବିତ ରାତିରେ ଏକ ଅଜବ ଧରଣର ଶଦ୍ଦ ଓ ଆଲୋକ ଦେଖିବାକୁ ପାଉଛନ୍ତି ବୋଲି ଦାବି କରିଛନ୍ତିା ଖାଲି ସେତିକି ନୁହେଁ ବିନା କୌଣସି କାରଣ ନଥାଇ ଘରର…
Read More...

ଯାତ୍ରୀଙ୍କୁ ମିଳିବ ସୁବିଧା : ଓଡିଶାରେ ଦୂରଗାମୀ ବସରେ ହେବ ଟଏଲେଟ୍ ବ୍ୟବସ୍ଥା !

ଓଡିଶାରେ ଚଳାଚଳ କରୁଥିବା ଦୂରଗାମୀ ବସରେ ଯାତ୍ରୀମାନଙ୍କ ପାଇଁ ବସ୍ ଭିତରେ ଖୁବଶୀଘ୍ର ଟଏଲେଟ୍ ବ୍ୟବସ୍ଥା ରହିବ । ଅନ୍ୟାନ୍ୟ ରାଜ୍ୟଗୁଡିକରେ ଯାତ୍ରୀବାହୀ ବସ୍ ଗୁଡିକ ଏହି ସୁବିଧା ଯୋଗାଇଥିବା ବେଳେ ଓଡିଶାରେ ମଧ୍ୟ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Read More...

ପ୍ରେମ ପାଇଁ ତୁଚ୍ଛ ହେଲା ରାଜକୀୟ ପଦମର୍ଯ୍ୟାଦା ! ନିଜ ପ୍ରେମିକଙ୍କୁ ବିବାହ କରିବେ ଜାପାନ ରାଜକୁମାରୀ

ପ୍ରେମ ପାଇଁ ଜଣେ ରାଜକୁମାରୀ ତୁଚ୍ଛ କରିଛନ୍ତି ରାଜକୀୟ ପଦମର୍ଯ୍ୟାଦାକୁ । ଜାପାନ ରାଜକୁମାରୀ ତଥା ରାଜା ଆକିହିଟୋଙ୍କ ନାତୁଣୀ ପ୍ରିନସେସ୍ ମାକୋ ବିବାହ କରିବାକୁ ଯାଉଛନ୍ତି ନିଜ କଲେଜ ଦିନର ବନ୍ଧୁ କେୟି କୋମୁରୋଙ୍କୁ । ତେବେ କେଇ ଜଣେ ସାଧାରଣ ନାଗରିକ ହୋଇଥିବାରୁ ରାଜକୁମାରୀଙ୍କୁ ଏଥିପାଇଁ…
Read More...

ବିମାନରେ ଚାଳକ ସିଟରେ ରାଜା ! ଲୋକେ ଚିହ୍ନିପାରି ହେଲେ ଆଶ୍ଚର୍ଯ୍ୟ

ନେଦରଲ୍ୟାଣ୍ଡ : ଘଟଣା ଥିଲା ନେଦରଲ୍ୟାଣ୍ଡର ଏକ ଯାତ୍ରୀବାହୀ ଏୟାର ଲାଇନ୍ସର । କେଏଲଏଏମ ଏୟାରଲାଇନ୍ସରେ କିଛି ଯାତ୍ରୀ ଯାତ୍ରା କରୁଥିଲେ । ଏହି ସମୟରେ ବିମାନରେ ସହାୟକ ପାଇଲଟ ମାଇକରେ ଘୋଷଣା କଲେ ଓ ନିଜର ପରିଚୟ ଦେଲେ । ବିମାନ ଯାତ୍ରାରେ ଏହା ହିଁ ହୁଏ । ପାଇଲଟ ଓ ସହାୟକ ପାଇଲଟ…
Read More...

୩୦ ବର୍ଷ ପରେ ତୋପ କିଣିବ ଭାରତ ! ଚର୍ଚ୍ଚାରେ ଏମ୍-୭୭୭ ହେବିଟଜର୍ସ୍

କନକ ବ୍ୟୁରୋ : ପାଖାପାଖି ୩୦ ବର୍ଷ ପରେ ଭାରତୀୟ ସେନାବାହିନୀକୁ ମିଳିବାକୁ ଯାଉଛି ନୂଆ ତୋପ । ଆମେରିକାର ବିଏଇ ସିଷ୍ଟମରୁ ମିଳିଛି ୧୫୫ ଏମ୍/ ୩୯ କ୍ୟାଲିବର୍ ଅଲଟ୍ରା ଲାଇଟ୍ ହେବିଟଜର୍ସ୍ ବା ୟୁଏଲ୍ଏଚ୍ ତୋପ । ତୋପ ଗୁଡିକୁ ପରୀକ୍ଷଣ ପାଇଁ ରାଜସ୍ତାନର ପୋଖରାନ୍ ଫାୟରିଂ ରେଂଜକୁ ପଠାଯାଇଥିଲା…
Read More...

ପୁଣି ମାର୍କେଟକୁ ଫେରିଲା ନୋକିଆ ୩୩୧୦ (୨୦୧୭) ଫିଚର ଫୋନ୍ ! ବିକ୍ରି ଆଜିଠୁ ଆରମ୍ଭ

ନୂଆ ରୂପରେ ଫେରିଛି ନୋକିଆର ଲୋକପ୍ରିୟ ମୋବାଇଲ ଫୋନ ନୋକିଆ ୩୩୧୦ । ଆଜି ଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି । କଂପାନୀ ଏହାକୁ ନାମ ଦେଇଛି ‘ମଡର୍ଣ୍ଣ ଟ୍ୱିଷ୍ଟ’ । ନୋକିଆ ୩୩୧୦ ,ବ୍ରାଣ୍ଡର ଏହି ଫୋନ ଏବେ ଯାଏ ସବୁଠୁ ଅଧିକ ବିକ୍ରି ହୋଇଥିବା ଫିଚର ଫୋନ୍ । ଏହି ଫୋନରେ କ’ଣ ଫିଚର ରହିଛି ?…
Read More...

ହିନ୍ଦୁ ପରମ୍ପରାରେ ପରିକ୍ରମା ! ଜାଣନ୍ତୁ ଏହାର ରହସ୍ୟ ଏବଂ ମହତ୍ୱ

ହିନ୍ଦୁ ପରମ୍ପରାରେ ଦେବା ଦେବୀଙ୍କ ପରିକ୍ରମା କରିବାର ବିଧି ରହିଛି । କେବଳ ଦେବା ଦେବୀ ନୁହେଁ ପିପଲ୍, ଓସ୍ତ ଏବଂ ତୁଳସୀ ଗଛ ସହ ନର୍ମଦା, ଗଙ୍ଗା ଆଦି ପୁନ୍ୟ ନଦୀର ମଧ୍ୟ ପରିକ୍ରମା କରାଯାଇଥାଏ । କାରଣ ସନାତନ ଧର୍ମରେ ପ୍ରକୃତି ମଧ୍ୟ ଭଗବାନଙ୍କ ରୂପ । ଏବେ ଜାଣନ୍ତୁ ଏହି ପରିକ୍ରମା ପଛର…
Read More...

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର! ଏଣିକି ଏଟିଏମରୁ ଟଙ୍କା ଉଠାଣବେଳେ ଲାଗିବନି କୌଣସି ଚାର୍ଜ

ଏଣିକି ଏଟିଏମରୁ ଟଙ୍କା ଉଠାଣବେଳେ ଲାଗିବନି କୌଣସି ଚାର୍ଜ । ଏନେଇ ଆଜି ସ୍ପଷ୍ଟ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ତେବେ ଏସବିଆଇ ସ୍ପଷ୍ଟ କରିଛି କି ଜୁନ ପହିଲାରୁ ଏଟିଏମରୁ ଟଙ୍କା ଉଠାଣଇବାଦ୍ୱାରା ଗ୍ରାହକଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । କେବଳ ମୋବାଇଲ ମାଧ୍ୟମରେ ହେଉଥିବା…
Read More...