Browsing Category

ଜୀବନଚର୍ଯ୍ୟା

କେବଳ ଏହି ଦୁଇଟି ବ୍ୟାୟାମ କରି ପାଆନ୍ତୁ ଲମ୍ବା ଓ ଘନ କେଶ !

ଆଜିକାଲିର ବିଶୃଙ୍ଖଳିତ ଜୀବନଶୈଳୀରେ ପ୍ରାୟ ସମସ୍ତେ କେଶ ପତଳା ହେବା ଓ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଅଫିସର କାର୍ଯ୍ୟବ୍ୟସ୍ତତା ଓ ବ୍ୟକ୍ତିଗତ ଜୀବନରେ ବିଷାଦ ପାଇଁ ଆପଣ ମଧ୍ୟ ଯଦି ଏପରି ଅସୁବିଧା ହେଉଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆଜିକାଲିର ପ୍ରଦୂଷିତ…
Read More...

ଜାଣନ୍ତୁ ବୟସ ଅନୁସାରେ ଚାକିରି ଖୋଜିବାର ଉପାୟ !

ବୟସ ବଢ଼ିବା ସହ ଚାକିରି ଖୋଜିବାରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ଯଦି ଆପଣ ଏହା ଭାବୁଛନ୍ତି ଯେ ହଲିଉଡ୍ ଫିଲ୍ମ ‘ନୋ କଣ୍ଟ୍ରି ଫର୍ ଓଲ୍ଡ ମ୍ୟାନ୍ ’ ଜବ୍ ମାର୍କେଟର ସ୍ୱରୂପକୁ ଦର୍ଶାଉଛି , ଏହା ନିଶ୍ଚୟ ସତ । ଏହି ଫିଲ୍ମରେ ଦେଖା ଯାଇଛି ଦୁନିଆ ପୂର୍ବ ଅପେକ୍ଷା ପ୍ରତିଯୋଗିତାରେ ଖୁବ୍…
Read More...

ବର୍ଷା ଋତୁରେ କେମିତି ନେବେ କେଶ ଓ ଚର୍ମର ଯତ୍ନ? ଜାଣନ୍ତୁ ଏହି ଟିପ୍ସ

ବର୍ଷାରେ ଭିଜିବା , ବୁଲିବା ଓ ମସ୍ତି କରିବା ପାଇଁ କାହାକୁ ଭଲ ଲାଗିନଥାଏ । କିନ୍ତୁ ଅନେକ ଅଛନ୍ତି ବର୍ଷାର ମଜା ନେବା ପାଇଁ ବର୍ଷା ଜଳରେ ଖୁବ୍ ଭିଜିଥାନ୍ତି । ଏହାଦ୍ୱାରା କେଶ ଖରାପ ମଧ୍ୟ ହୋଇଥାଏ ଏବଂ ଚର୍ମକୁ ବି କ୍ଷତି ପହଁଚାଇଥାଏ । ଏବେ ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଛି । କେମିତି…
Read More...

ରିଜ୍ୟୁମକୁ କରନ୍ତୁ କିଛି ଏଭଳି ! ଥରକରେ ଚାକିରି ମିଳିବାର ସମ୍ଭାବନା ବଢିଯିବ

ରିଜ୍ୟୁମ୍ ବା ବାୟୋଡାଟାକୁ ସାଧାରଣତଃ ନିଯୁକ୍ତିର ମୁଖଶାଳ ବୋଲି କୁହାଯାଏ । ରିଜ୍ୟୁମକୁ ଦେଖି ନିଯୁକ୍ତିଦାତା ଆଶାୟୀ ଯୁବକଯୁବତୀଙ୍କୁ ଚୟନ କରିଥାନ୍ତି । ତେବେ ଅନେକ ସମୟରେ ଏପରି ଘଟିଥାଏ କି ନିଯୁକ୍ତିଦାତା ଇଂଟରଭିୟୁ ସମୟରେ ଆଶାୟୀଙ୍କୁ ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନ କରି ବିଦା…
Read More...

କେମିତି କରିବେ ମଧୁମେହର ଘରୋଇ ଚିକିତ୍ସା , ଜାଣନ୍ତୁ ଏହି ଟିପ୍ସ

ମଧୁମେହ ଦୁଇ ପ୍ରକାରର; ଟାଇପ୍‌-୧ ଓ ଟାଇପ୍‌-୨। ଇନ୍‌ସୁଲିନ୍‌ କ୍ଷରଣ କମିଗଲେ ଏହି ରୋଗ ମାଡ଼ିବସେ । ଟାଇପ୍‌-୧ ମଧୁମେହ ଶିଶୁ ଓ ବୟସ୍କ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ । ଚାଳିଶ ବର୍ଷ ଟପିବା ପରେ ଅନେକ ଟାଇପ୍‌-୨ ମଧୁମେହ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ବାରମ୍ବାର ପରିସ୍ରା, ଅଧିକ ଭୋକ ଓ…
Read More...

ଯୋଗ କରୁଥିବା ସମୟରେ ଏହି ନିୟମକୁ ମାନନ୍ତୁ !

ସୁସ୍ଥ ମନ , ଶରୀର ଓ ଆତ୍ମା ପାଇଁ ଯୋଗ ନିହାତି ଆବଶ୍ୟକ ତେବେ ଯୋଗ କରିବାର କିଛି ନିୟମ ରହିଛି । ସେହି ନିୟମକୁ ନମାନିଲେ ନକରାତ୍ମକ ଫଳ ମିଳିଥାଏ । ୧ – ଯୋଗ କରିବା ଦ୍ୱାରା ଶରୀରର ତାପମାତ୍ରା ବୃର୍ଦ୍ଧି ପାଇଥାଏ । ତେଣୁ ଏହାର ଘଣ୍ଟାଏ ପରେ ସ୍ନାନ କରିବା ଉଚିତ୍ । ନହେଲେ ଥଣ୍ଡା , ଦେହ…
Read More...

ଦୈାଡ଼ିବା ପୂର୍ବରୁ ଟିକେ ସାବଧାନ ରୁହନ୍ତୁ !

ପ୍ରତିଦିନ କିଛି ସମୟ ଦୈାଡ଼ିବାକୁ ଖୁବ୍ ଭଲ ବ୍ୟାୟାମ ଭାବେ ଗ୍ରହଣ କରାଯାଏ । ଏହା ଦ୍ୱାରା ହୃଦରୋଗ ,ମଧୁମେହ , ରକ୍ତଚାପର ଆଶଙ୍କା କମ୍ ହୋଇଥାଏ । ତେବେ ଦୈାଡ଼ିବା ପୂର୍ବରୁ ଯଦି ସାବଧାନତା ଅବଲମ୍ବନ ନକରନ୍ତି ତାହେଲେ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ୧ – ଦୈାଡ଼ିବା ପୂର୍ବରୁ ଅଧିକ…
Read More...

ନିୟମିତ ବ୍ରେକଫାଷ୍ଟ କରୁନାହାନ୍ତି କି ? ଏହିସବୁ ଅସୁବିଧା ଭୋଗିପାରନ୍ତି

ବ୍ୟସ୍ତ ଜୀବନଶୈଳୀ ଭିତରେ ସକାଳର ବ୍ରେକଫାଷ୍ଟକୁ ଅନେକ ଲୋକ ଅଣଦେଖା କରିଥାଆନ୍ତି । ଆପଣ ବି ଏପରି କରୁଛନ୍ତି କି ? ତେବେ ବ୍ରେକଫାଷ୍ଟ ନକଲେ କ’ଣ ଅସୁବିଧା ହୁଏ ସେ କଥା ଉପରେ ଧ୍ୟାନ ଦିଅନ୍ତୁ . . . . . • ସକାଳ ଜଳଖିଆ ନ ଖାଇବା ଦ୍ୱାରା ପେଟ ଅଧିକ ସମୟ ଖାଲି ହୋଇଯାଏ । ଯାହା ଦ୍ୱାରା…
Read More...

ରାତିରେ ଶୋଇବା ବେଳେ ମୋଜା ଭିତରେ ପିଆଜ ରଖି ଶୁଅନ୍ତୁ ! ମିଳିବ ବିଭିନ୍ନ ରୋଗରୁ ମୁକ୍ତି

ପିଆଜର ଔଷଧୀୟ ଗୁଣ ସମସ୍ତେ ଜାଣନ୍ତି । ଏବେ ଆସନ୍ତୁ ଜାଣିବା ରାତିରେ ମୋଜା ଭିତରେ ପିଆଜର ଏକ ଛୋଟ ଖଣ୍ଡ ରଖିଲେ କଣ ଫାଇଦା ମିଳିଥାଏ । • ମୋଜା ତଳେ ପିଆଜ ରଖି ଶୋଇବା ଦ୍ୱାରା ବ୍ୟକ୍ତି ହୃଦ୍ ରୋଗରୁ ଦୂରରେ ରହିଥାଏ । • ରକ୍ତ ଶୁଦ୍ଧ ହୋଇଥାଏ । • ଶରୀରାର ଥିବା ରୋଗଜନିତ ବ୍ୟାକ୍ଟେରିଆକୁ…
Read More...

ଯୋଗ ଓ ଧ୍ୟାନ ହ୍ରାସ କରେ କର୍କଟ ରୋଗର ଆଶଙ୍କା !

ଯୁଗ ଯୁଗରୁ ଭାରତରେ ଯୋଗ ଓ ଧ୍ୟାନର ଗରୁତ୍ୱ ବିଷୟରେ କୁହାଯାଇ ଆସୁଛି । ଏବେ ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ଏହାର ଗୁରୁତ୍ୱ ବୁଝିଲେଣି, ଏବଂ ଅଧିକରୁ ଅଧିକ ଲୋକ ଯୋଗ କରିବା ପାଇଁ ପସନ୍ଦ କରୁଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯୋଗ ଓ ଧ୍ୟାନ କରିବା ଦ୍ୱାରା ଡିଏନଏରେ…
Read More...