ରାତିରେ ଶୋଇବା ବେଳେ ମୋଜା ଭିତରେ ପିଆଜ ରଖି ଶୁଅନ୍ତୁ ! ମିଳିବ ବିଭିନ୍ନ ରୋଗରୁ ମୁକ୍ତି

122

ପିଆଜର ଔଷଧୀୟ ଗୁଣ ସମସ୍ତେ ଜାଣନ୍ତି । ଏବେ ଆସନ୍ତୁ ଜାଣିବା ରାତିରେ ମୋଜା ଭିତରେ ପିଆଜର ଏକ ଛୋଟ ଖଣ୍ଡ ରଖିଲେ କଣ ଫାଇଦା ମିଳିଥାଏ ।

• ମୋଜା ତଳେ ପିଆଜ ରଖି ଶୋଇବା ଦ୍ୱାରା ବ୍ୟକ୍ତି ହୃଦ୍ ରୋଗରୁ ଦୂରରେ ରହିଥାଏ ।

• ରକ୍ତ ଶୁଦ୍ଧ ହୋଇଥାଏ ।

• ଶରୀରାର ଥିବା ରୋଗଜନିତ ବ୍ୟାକ୍ଟେରିଆକୁ ପିଆଜ ନଷ୍ଟ କରି ଦେଇଥାଏ ।

• ମୋଜା ଭିତରେ ପିଆଜ ରଖି ଶୋଇଲେ ପାଦରେ ଥିବା କେମିକାଲ୍ ଟକସିନ୍ସ ନଷ୍ଟ ହୋଇଥାଏ ।

• ଥଣ୍ଡା ଓ ଜ୍ୱରରୁ ମଧ୍ୟ ମୁକ୍ତି ମିଳିଥାଏ ।

• ମୂତ୍ରାଶୟର ଇନଫେକସନରୁ ମୁକ୍ତି ପାଇବାକୁ ହେଲେ ମୋଜା ଭିତରେ ପିଆଜ ରଖି ଶୁଅନ୍ତୁ ।

• ପେଟ ଓ କିଡନୀ ଜନିତ ରୋଗ ମଧ୍ୟ ଭଲ ହୋଇଥାଏ ।