ଅଷ୍ଟ୍ରେଲିଆନ୍ ଓପନ ଟେନିସ: ଭଉଣୀ ଭେନସଙ୍କୁ ହରାଇ ୨୩ତମ ଟାଇଟଲ୍ ଜିତିଲେ ସେରେନା ୱିଲିଅମ୍ସ

92

କନକ ବ୍ୟୁରୋ : ବଡ ଭଉଣୀ ଭେନସଙ୍କୁ ହରାଇଲେ ସେରେନା ୱିଲିଅମ୍ସ । କ୍ୟାରିଅରର ୨୩ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାସଲ କରିଛନ୍ତି ସେ । ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ଭେନସ୍ ୱିଲିଅମ୍ସଙ୍କୁ ସିଧାସଳଖ ସେଟରେ ହରାଇ ଚାମ୍ପିଅନ୍ ହୋଇଛନ୍ତି ସେରେନା । ଏଥିସହ ଜର୍ମାନୀର ଷ୍ଟେଫି ଗ୍ରାଫଙ୍କ ରେକର୍ଡକୁ ଟପିଛନ୍ତି ଏହି ଆମେରିକୀୟ ଖେଳାଳି ।