ଆଠଗଡ ତୋଟାପାଡ ନିକଟରେ ଦୁର୍ଘଟଣା : ପୋଲ ତଳକୁ ଖସିଲା ବସ୍

82

ଆଠଗଡ : ଆଠଗଡ ତୋଟାପାଡ ନିକଟରେ ଦୁର୍ଘଟଣା । ପୋଲ ତଳକୁ ଖସିଲା ବସ୍। ବସ ତଳେ ଚାପି ହୋଇ କଂଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।