ନଖରାସ୍ଥିତ ଡିପିସ ସ୍କୁଲ ନିକଟରେ ଦୁର୍ଘଟଣା : କାରକୁ ଧକ୍କା ଦେଲା ମିନିଟ୍ରକ

30

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନଖରାସ୍ଥିତ ଡିପିସ ସ୍କୁଲ ନିକଟରେ ଦୁର୍ଘଟଣା। କାରକୁ ଧକ୍କା ଦେଲା ମିନିଟ୍ରକ । କାରରେ ସ୍କୁଲକୁ ଯାଉଥିଲେ ମା ଏବଂ ପୁଅ । ଘଟଣାସ୍ଥଳରେ ଜଣେ ଏବଂ ଏସସିବିରେ ଦୁଇ ଜଣଙ୍କ ମୃତ୍ୟୁ । ଉତ୍ୟକ୍ତ ଲୋକଙ୍କ କଟକ ଏବଂ ନିଆଳି ରାସ୍ତାରୋକ । ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :