କନକ ବ୍ୟୁରୋ : ବଲାଙ୍ଗୀରରେ ୧୦୮ଆମ୍ବୁଲାନ୍ସ ସେବା ବନ୍ଦ । ଡ୍ୟୁଟିରେ ଥିବା ସମୟରେ ଜଣେ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିବାର ପ୍ରତିବାଦ କରିଛନ୍ତି ଡ୍ରାଇଭର । ପ୍ରତିବାଦରେ ଡ୍ରାଇଭରମାନେ ଜିଲ୍ଲାପାଳଙ୍କୁ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି  ।