ବଲାଙ୍ଗୀରରେ ଆମ୍ବୁଲାନ୍ସ ସେବା ଠପ୍ ! ଡ୍ରାଇଭରଙ୍କ ଗିରଫ ପ୍ରତିବାଦରେ ସମୂହ ଇସ୍ତଫା ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

14

କନକ ବ୍ୟୁରୋ : ବଲାଙ୍ଗୀରରେ ୧୦୮ଆମ୍ବୁଲାନ୍ସ ସେବା ବନ୍ଦ । ଡ୍ୟୁଟିରେ ଥିବା ସମୟରେ ଜଣେ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିବାର ପ୍ରତିବାଦ କରିଛନ୍ତି ଡ୍ରାଇଭର । ପ୍ରତିବାଦରେ ଡ୍ରାଇଭରମାନେ ଜିଲ୍ଲାପାଳଙ୍କୁ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି  ।