Daily Archives

May 2, 2020

ସୋମବାରଠାରୁ ଖୋଲିବ ମଦ ଦୋକାନ । ଗ୍ରୀନ୍ ଓ ଅରେଂଜ ଜୋନରେ ଖୋଲିବ ସେଲୁନ୍, ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିବା ଜାତୀୟ…

କନକ ବ୍ୟୁରୋ: ସୋମବାର ଠାରୁ ଗ୍ରୀନ୍ ଓ ଅରେଂଜ ଜୋନ୍ରେ ଖୋଲିବ ସେଲୁନ୍ । ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ପାରିବେ ଇ-କମର୍ସ କଂପାନୀ । ଆଜି ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଥିବା ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି । ସେହିପରି କଂଟେନ୍ମେଂଟ୍ ଅଂଚଳକୁ ଛାଡିଦେଲେ ତିନିଟି ଯାକ…

ମେ ୩: କନ୍ଦାଇଥିଲା ଫୋନି, କଲବଲ କରୁଛି କରୋନା । କ୍ୟାଲେଣ୍ଡରରେ ବର୍ଷଟିଏ ବଦଳିଛି କିନ୍ତୁ ସେହି ତାରିଖ ଶୂନ୍ୟତାର…

କନକ ବ୍ୟୁରୋ: ସେଦିନ ଶୂନଶାନ, ଆଜି ବି ଶୂନଶାନ । ସେବେ ଝଡର ଭୟ, ଏବେ ଭୂତାଣୁର ଭୟ । ଆତଙ୍କ, ହାହାକାର ଆଉ ଖାଁ ଖାଁ ମଝିରେ ଖେଳୁଥିବା ନିସ୍ତବ୍ଦତାର ଏ ହେଉଛି ଦୁଇଟି ଦାରୁଣ ଚିତ୍ର । ମେ ୩, ୨୦୧୯ରେ ଯେଉଁ ଚିତ୍ର, ମେ ୩, ୨୦୨୦ରେ ସେହି ସମାନ ଚିତ୍ର, ସମାନ ଭାବ । ସେବେ ଯେଉଁ ଶୂନ୍ୟତା…

ରାଜ୍ୟ ସରକାରଙ୍କ ‘ଅପରେସନ ଶୁଭଯାତ୍ରା’ । କେରଳରୁ ଟ୍ରେନରେ ଆସିଲେ ୧୧ଶହରୁ ଅଧିକ ଲୋକ, ଡାକ୍ତରୀ ଯାଂଚ…

କନକ ବ୍ୟୁରୋ: ବସ୍ ପରେ ଏବେ ଟ୍ରେନର ପାଳି । କେରଳରୁ ବାହାରିଥିବା ଟ୍ରେନ ରବିବାର ସକାଳ ୭ରେ ରାଜ୍ୟରେ ପହଁଚିବାକୁ ଥିବା ବେଳେ ଶନିବାର ସନ୍ଧ୍ୟାରେ ସୁରଟରୁ ବାହାରିଛି ୨ଟି ଟ୍ରେନ । ୩ଟି ଟ୍ରେନରେ ୫୦୦୦ରୁ ଅଧିକ ଶ୍ରମିକ ଫେରୁଛନ୍ତି ଓଡିଶା । ତୃତୀୟ ଥର ପାଇଁ ଲକ ଡାଉନ ନିୟମ ଲାଗୁ ପରେ…

ସରିନି ‘କିମ’ଙ୍କ କାହାଣୀ! ଦୀର୍ଘଦିନ ପରେ ରହସ୍ୟରୁ ଉଠିଲା ପରଦା, ସାମ୍ନାକୁ ଆସିଲେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ…

କନକ ବ୍ୟୁରୋ: କିମ୍ ଜଙ୍ଗ ଉନଙ୍କ ରହସ୍ୟ ଉପରୁ ପରଦା ହଟାଇଛନ୍ତି ନିଜେ ଉତରକୋରିଆର ଏକଛତ୍ରବାଦ ଶାସକ । ପ୍ରାୟ ୩ସପ୍ତାହ ପରେ ସର୍ବସମ୍ମୁଖରେ ନଜର ଆସିଛନ୍ତି କିମ୍ ଜଙ୍ଗ ଉନ୍ । କୋରିଆନ ସେଂଟ୍ରାଲ ନ୍ୟୁଜ ଏଜେନ୍ସି ବା କେସିଏନ୍ ଅନୁଯାୟୀ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟ ସୁନଚିଉନରେ ଏକ ସାର…

ଘାଟିରେ ଓଲଟିଲା ଓଡିଶା ଫେରନ୍ତାଙ୍କ ବସ୍ । ଭଞ୍ଜନଗର କଳିଙ୍ଗା ଘାଟିରେ ପ୍ରବାସୀ ଓଡିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ । ଜଣେ…

କନକ ବ୍ୟୁରୋ: କରୋନା ନେଇ ସାରା ରାଜ୍ୟ ପାଇଁ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ପ୍ରବାସୀ ଓଡିଆଙ୍କୁ ନେଇ ଓଡିଶା ଫେରିବା ବେଳେ ଘାଟିରେ ଓଲଟିଲା ବସ । ଭଞ୍ଜନଗର କଳିଙ୍ଗା ଘାଟିର ବସ୍ ଓଲଟିଲା । ସୁରତରୁ ଓଡିଶା ଫେରନ୍ତାଙ୍କୁ ନେଇ ଆସିବା ବେଳେ ଅଧ ବାଟରେ ଦୁର୍ଘଟଣା । ତେବେ ଗଞ୍ଜାମ-…