Daily Archives

May 2, 2020

ସାଂଘାତିକ ଅଭିଯୋଗ, ମୁସଲମାନ ବୋଲି ହୋଇପାରିଲାନି ଡାଏଲିସିସ: ଚିକିତ୍ସା ପାଇଁ ଡାକ୍ତର ମନା କରିବା ପରେ ଚାଲିଗଲା ଜୀବନ…

କନକ ବୁରୋ: କରୋନା ଟେଷ୍ଟର ସାର୍ଟିଫିକେଟ ଦେଲେ ହେବ ଚିକିତ୍ସା । ଏଭଳି ଜିଦ୍ ଧରି ବସିଥିଲେ ଏକ ଘରୋଇ ହସ୍ପିଟାଲ । ଫଳରେ ସାଲେପୁରର ରୋଗୀ ଜଣକ ମୃତ୍ୟୁ ମୁଖରେ ପଡିଥିବା ଅଭିଯୋଗ ହୋଇଛି । ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ଏବଂ କଟକ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ତଦନ୍ତ…

କରୋନା ଭିତରେ ମଦ ଚିନ୍ତା । ଅବକାରୀ ସଚିବଙ୍କୁ ଚିଠି ଲେଖି ଅବକାରୀ କମିଶନର, ଲକଡାଉନ ଖୋଲିଲେ ହଠାତ ବଢିଯିବ ମଦର…

କନକ ବ୍ୟୁରୋ : ତାଲାବନ୍ଦର ଅବଧି ବଢ଼ିବା ପରେ ଗ୍ରୀନ ଜୋନରେ ଅନେକ କଟକଣାକୁ କୋହଳ କରାଯାଇଛି । ଏହାରି ଭିତରେ ଓଡିଶାରେ ବନ୍ଦ ପଡିଥିବା ବଟଲିଂ ପ୍ଲାଂଟ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅବକାରୀ ସଚିବଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିଶନର । ତାଲାବନ୍ଦ ଖୋଲିବା ପରେ ମହଜୁଦ ଥିବା ମଦର…

ରଥଯାତ୍ରାକୁ ନେଇ ବଢିଲା ଦ୍ୱନ୍ଦ୍ୱ! ଲକଡାଉନ ଅବଧି ବଢିବା ପରେ କିଭଳି ହେବ ରଥ ନିର୍ମାଣ, ଉଠିଲା ପ୍ରଶ୍ନ? ସେବାୟତ…

କନକ ବ୍ୟୁରୋ: ରଥଯାତ୍ରା ହେବ କି ନାହିଁ, ଏହା ପୂର୍ବରୁ ହେବାକୁ ଥିବା ଅନ୍ୟାନ୍ୟ ନୀତି କିପରି ପାଳନ କରାଯିବ, ଏ ନେଇ ଅକ୍ଷି ତୃତୀୟା ପୂର୍ବରୁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକ ପରେ ବିଧି କିପରି ପାଳନ ହେବ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡାଯାଇଥିଲା । ତାଙ୍କରି…

ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ । ‘ଅପରେସନ୍ ଶୁଭଯାତ୍ରା’ରେ ଓଡ଼ିଶା ଆସୁଛନ୍ତି ପ୍ରବାସୀ ଓଡ଼ିଆ…

କନକ ବ୍ୟୁରୋ: ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସରକାର ନେଉଛନ୍ତି ବଳିଷ୍ଠ ପଦକ୍ଷେପ । ତେଣୁ ‘ଅପରେସନ ଶୁଭଯାତ୍ରା’ ଆରମ୍ଭ କରାଯାଇଛି, ଓଡ଼ିଆଙ୍କୁ ସସମ୍ମାନେ ଓ ସୁରକ୍ଷିତ ଫେରାଇ ଆଣିବା ଏହାର ଲକ୍ଷ୍ୟ ରଖାଯାଇଛି । ଗତକାଲି ରାତିରେ କେରଳରୁ ଓଡିଶା ଭୁବନେଶ୍ୱର ଅଭିମୁଖେ ବାହାରିଛି…

ଖୋର୍ଦ୍ଧାକୁ ଟପିଗଲା ଯାଜପୁର । ପୁଣି ଜଣେ କରୋନା ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ । ଗୋଟିଏ ଦିନରେ ଜିଲ୍ଲାରୁ ବାହାରିଲେ ୮…

କନକ ବ୍ୟୁରୋ: ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଜଣେ କରୋନା ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ । ବରୀ ବ୍ଲକରେ ଆଉ ଜଣେ କରୋନା ଆକ୍ରାନ୍ତ ଟିହ୍ନଟ । ୬୨ ବର୍ଷୀୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ । ତେବେ ଆକ୍ରାନ୍ତ ବ୍ୟକ୍ତି କୋଲକାତାରୁ ଫେରନ୍ତା । ତାଙ୍କ ଦେହରେ ଲକ୍ଷଣ ନଥିଲା…