ବଢୁଛି ଅଭିଯୋଗର ଫର୍ଦ୍ଦ : ଅଡୁଆରେ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାଇଟେକ ଗ୍ରୁପ୍ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ । ପ୍ଲଟ ଦେବା ନାଁରେ ତିରୁପତି ପାଣିଗ୍ରାହୀ ଓ ହାଇଟେକ୍ ଗ୍ରୁପର ନିର୍ଦେଶକ ୩୭ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ହାଇଟେକ ପାରାଡାଇଜ ଓନର ସଂଘ ଏହି ଅଭିଯୋଗ କରିଛି । ଘର ଓ ପ୍ଲଟ ଯୋଗାଇଦେବା ଆଳରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ୨୫ ଡିସେମ୍ବର ୨୦୧୨ରେ ତିରୁପତି ପାଣିଗ୍ରାହୀ ଓ ତାଙ୍କର ୨ ଜଣ ସହଯୋଗୀ ତିରୁପତି ଚୌଧୁରୀ ଏବଂ ମଧୁସୁଦନ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବାଂଚ୍ ।

ଏହା ସହ ଚଳିତ ବର୍ଷ ବଢିବ ନାହିଁ ଡାଲି ଦର