ନିରାମୟ ବିଭ୍ରାଟ ନେଇ ସୁନ୍ଦରଗଡ ସିଡିଏମଓଙ୍କ ତଦନ୍ତ ! କିଞ୍ଜିରିକେଲା ମେଡିକାଲ ଅଫିସରଙ୍କ ସହ ୨ ଡାକ୍ତରଙ୍କୁ ରିପୋର୍ଟ ତଲବ

55

କନକ ବ୍ୟୁରୋ : କନକ ନ୍ୟୁଜ ପ୍ରଭାବ । ସୁନ୍ଦରଗଡ ନିରାମୟର ବିଭ୍ରାଟ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା । ସିଡିଏମଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କିଂଜିରିକେଲା ମେଡିକାଲ ଅଫିସରଙ୍କ ସହ ୨ ଡାକ୍ତରଙ୍କୁ ରିପୋର୍ଟ ତଲବ କରାଯାଇଛି । ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଓøଷଧ ମିଳୁନଥିବା ନେଇ ଖବର ପ୍ରସାରଣ ହୋଇଥିଲା