ନୋଟ ବନ୍ଦ ପରେ ସେୟାର ବଜାର ପ୍ରଭାବିତ

69

କନକ ବ୍ୟୁରୋ : ଦେଶରେ ୫ ଶହ ଓ ହଜାର ଟଙ୍କିଆ ନୋଟ ବନ୍ଦ ।  ନୋଟ ବନ୍ଦ ପରେ ସେୟାର ବଜାର ପ୍ରଭାବିତ । ସେନସେକ୍ସ ୧୫୮୪ ସୂଚକାଙ୍କ ହ୍ରାସ ।  ନିଫ୍ଟ ୫୦୦ରୁ ଅଧିକ ସୂଚକାଙ୍କ ହ୍ରାସ ।