ବାଲେଶ୍ୱର ଅରଡ଼ ବଜାରରୁ ବ୍ରାଉନ ସୁଗାର ଜବତ ! ମହିଳା ଅଟକ

21

କନକ ବ୍ୟୁରୋ: ବ୍ରାଉନ ସୁଗାର ଜବତ । ବାଲେଶ୍ୱର ଅରଡ଼ ବଜାର ସ୍ଥିତ ମସଜିଦ୍ ଗଳିରୁ ୧କେଜି ୨୦୦ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ପୁଲିସ୍ । ଏହି ମାମଲାରେ ଜଣେ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି ସହଦେବଖୁଂଟା ପୁଲିସ୍ । ଅନୁମାନ କରାଯାଉଛି ଜବତ କରାଯାଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧କୋଟି ୨୦ଲକ୍ଷ ଟଙ୍କାରୁ ଅଧକ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –