ଲାଞ୍ଚ ନେଉଥିବାବେଳେ ଧରାପଡିଲେ ରାଜସ୍ୱ ବିଭାଗ କିରାଣୀ । ମାଡି ବସିଲା ଭିଜିଲାନ୍ସ ।

128

କନକ ବ୍ୟୁରୋ: ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ରାଜସ୍ୱ ବିଭାଗର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନରେନ୍ଦ୍ର କୁମାର ଚନ୍ଦ୍ରକାର । ଅବସରରେ ପରେ ସେ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଏକ ଜମି ମାମଲାର ସମାଧାନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ନେଉଥିବର ବେଳେ କଳାହାଣ୍ଡି ଏବଂ ନୂଆପଡା ଭିଜିଲାନ୍ସ ଟିମ ତାଙ୍କୁ ଧରିଛନ୍ତି ।