ଓଟିଇଟି ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଟିଇଟି ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା ହୋଇଛି । ଆସନ୍ତାକାଲିଠୁ ଓଟିଇଟି ଫର୍ମ ପୂରଣ ହେବ । ଜୁଲାଇ ୧୧ ମଧ୍ୟରାତ୍ରି ଯାଏଁ ଫର୍ମ ପୂରଣ ଚାଲିବ । କେବଳ ଅନଲାଇନରେ ଫର୍ମ ପୂରଣ କରାଯିବ । ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡିଶା.ଏସି.ଇନ ୱେବସାଇଟରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ ।