ପୁଣି ଓଡିଶା ଆସିବେ ବିଜେପି ଜାତୀୟ ସଭାପତି ଅମିତ ଶାହ !

41

କନକ ବ୍ୟୁରୋ : ବିଜେପି ଟାର୍ଗେଟରେ ଓଡିଶା । ପୁଣି ଓଡିଶା ଆସିବେ ବିଜେପି ଜାତୀୟ ସଭାପତି ଅମିତ ଶାହ । ଆସନ୍ତା ସେପେଟମ୍ବରରେ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଶାହା । ଆସନ୍ତାମାସ ୬, ୭ ଓ ୮ ତାରିଖରେ ଏହି ଗସ୍ତ ହେବ । ୩ ଦିନିଆ ଗସ୍ତ କାଳରେ ସେ ୨୬ ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଗତ ମାସରେ ବି ଅମିତ ଶାହ ଓଡିଶା ଆସିଥିଲେ ।