ମୁହଁ ଖୋଲିଲେ ମୁନ୍ନା ଖାଁ

53

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂକାଉଚ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ଓଡ଼ିଶା ଚଳଚ୍ଚିିତ୍ର ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ । କାଷ୍ଟିଂକାଉଚ୍ ଏକ ଗୁରୁତର ଅଭିଯୋଗ । ତେବେ ଅଭିଯୋଗରେ ସତ୍ୟତା ଥାଇପାରେ । ଏହି ପ୍ରସଙ୍ଗରେ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ସହ ଆଲେଚନା କରାଯିବ ।ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ  ପଦକ୍ଷେପ ନିଆଯିବ ବୋଲି ମୁନ୍ନା ଖାଁ କହିଛନ୍ତି ।