ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ୨ ସେବାୟତଙ୍କୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ

39

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବୃନ୍ଦାବନ ପୂଜାପଣ୍ଡା ଓ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ୨ ସେବାୟତଙ୍କୁ ଗିରଫକଲା ସିଂହଦ୍ୱାର ଥାନା ପୁଲିସ । ପୂର୍ବରୁ ୪ ସେବାୟତ ଗିରଫ ହୋଇଥିଲେ ।