ସୁୁଙ୍କି ଲ୍ୟାଣ୍ଡମାଇନ୍ ବିସ୍ପୋରଣ ଘଟଣା ! ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ଏସ୍.ସାଇନି

48

କନକ ବ୍ୟୁରୋ : ସୁଙ୍କି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ଏସ୍.ସାଇନି । ଆନ୍ଧ୍ର ଓଡିଶା ନନ୍ଦପୁର ଡିଭିଜନ ଏହି ଦୁର୍ଘଟଣା ଘଟାଇଥିବା ପୁଲିସ ଅନୁମାନ କରୁଛି,ଏବଂଏହାର ମୁଖ୍ୟ ନାୟକ ସୁରେଶ ଥିବାର ଅନୁମାନ କରାଯାଉଛି ବୋଲି କହିଛନ୍ତି ଏସ.ସାଇନି । ସୁରେଶ ନାଁରେ ସୂଚନା ଦେଲେ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରାଯାଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :