ସୁଧୁରୁଛି ଭଦ୍ରକର ସ୍ଥିତି ! ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ କର୍ଫ୍ୟୁ କୋହଳ

23

କନକ ବ୍ୟୁରୋ : ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି । ଆଜି ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଗସ୍ତ କରିବା ପରେ ଏସପି ଓ ଏଡିଏମଙ୍କୁ ବଦଳି କରାଯାଇଛି ।