ଗଂଜାମ : ଗଂଜାମରେ ଗଣଦୁଷ୍କର୍ମର ସାଂଘାତିକ୍ ଅଭିଯୋଗ । ଯେତେବେଳେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ଧୁମଧାମରେ ପ୍ରସ୍ତୁତି ଚାଲିଥିଲା । ଠିକ୍ ସେତିକିବେଳେ ଜଣେ ଯୁବତୀଙ୍କୁ ଘରେ ଏକୁଟିଆ ପାଇ ଜଣେ ପରେ ଜଣେ ଦୁଷ୍କର୍ମର କରିଚାଲିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
୩୧ ତାରିଖ ରାତି ଯେମିତି ଯୁବତୀ ଜଣଙ୍କ ପାଇଁ ପାଲଟିଯାଇଥିଲା କାଳରାତ୍ରୀ । ହେଲେ ବିଡମ୍ବନାର ବିଷୟ ହେଲା, ଏହି ଯୁବତୀଙ୍କୁ ନ୍ୟାୟ ଦେବା ପରିବର୍ତେ ଘଟଣାକୁ ଚପାଇଦେବାର ଉଦ୍ୟମ ଆରମ୍ଭ ହୋଇଛି । ଗଂଜାମ ଜିଲ୍ଲା ମହ୍ଲାର ଗାଁ ଲୋକେ ଏକାଠି ହୋଇଛନ୍ତି ଥାନା ଆଗରେ । ଯୁବତୀଙ୍କ ସହ ଛିଡ଼ା ହେବା ପରିବର୍ତେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –