ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାର ଜୋରଦାର ହେଲା ତଦନ୍ତ: କ୍ରାଇମସ୍ପଟରେ ଡିଜିଟାଲ ସ୍କାନର ଲଗାଇ ଛାନଭିନ ଜାରି

274

କନକ ବ୍ୟୁରୋ: ନବ ଦାସଙ୍କୁ ହୋଇଥିବା ଗୁଳିକାଣ୍ଡ ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ । ଘଟଣାସ୍ଥଳକୁ ନିଜେ ଅନୁଧ୍ୟାନ କରୁଛନ୍ତି ଏଡିଜି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ସହ ଫରେନ୍ସିକ ଟିମ ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । କ୍ରାଇମସ୍ପଟରେ ଲାଗିଛି ଡିଜିଟାଲ ସ୍କାନର । ଏହି ସ୍କାନର ଲଗାଇ କ୍ରାଇମ ସ୍ପଟକୁ ସ୍କାନ କରୁଛି କ୍ରାଇମବ୍ରାଞ୍ଚ ଟିମ । ତଦନ୍ତରେ ସହଯୋଗ ପାଇଁ ଦିଲ୍ଲୀରୁ ଏକ ଟିମ ମଧ୍ୟ ଆସିଛି ।