ଜାପାନୀ ଏନସେଫାଲାଇଟିସ୍ ଆତଙ୍କ : ମାଲକାନଗିରିରେ ପହଂଚିଲେ କେନ୍ଦ୍ରୀୟ ଟିମ୍

28

ମାଲକାନଗିରି : ମାଲକାନଗିରିରେ ବ୍ୟାପୁଥିବା ଜାପାନୀ ଜ୍ୱର ରୋକିବା ଚିନ୍ତା । ଆଜି ମାଲକାନଗିରିରେ ପହଂଚିଛନ୍ତି ୬ଜଣିଆ କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ପ୍ରଭାବିତ ଗାଁ ଗୁଡିକୁ ବୁଲି ସ୍ଥିତିର ସମୀକ୍ଷା କରିବେ । ଜାପାନୀ ଏନସେଫାଲାଇଟିସରେ ୪୩ଦିନରେ ୬୨ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ।