Browsing Category

ଦେଶ ବିଦେଶ

ବିଶ୍ୱକପ୍ କ୍ରିକେଟ୍ ୨୦୧୯ । ଘୋଷଣା ହେଲା ପୁରସ୍କାର ରାଶି, ବିଶ୍ୱକପ ଇତିହାସର ସବୁଠାରୁ ବ୍ୟୟ ବହୁଳ ଟୁର୍ଣ୍ଣାମେଣ୍ଟ…

କନକ ବ୍ୟୁରୋ: ବଢୁଛି ଉତ୍କଣ୍ଠା ବଢୁଛି କ୍ରେଜ୍ । କାରଣ ଚଳିତ ପୁରୁଷ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତିହାସର ସବୁଠାରୁ ବ୍ୟୟ ବହୁଳ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ପ୍ରଥମ କରି ବିଶ୍ୱକପ କ୍ରିକେଟ୍ ଇତିହାସରେ ଚଳିତ ଥର ୧୦ ମିଲିୟନ ଡ଼ଲାର ଟଙ୍କା ଅର୍ଥାତ୍ ଭାରତୀୟ ମୂଦ୍ରାରେ ୭୦ କୋଟି…
Read More...

ପାକିସ୍ତାନକୁ ନେଇ ଆମେରିକାର ବଡ କାର୍ଯ୍ୟାନୁଷ୍ଠାନ : ୫୨ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ କଲା ବାହାର 

ଆମେରିକା ୫୨ ପାକିସ୍ତାନୀ ପ୍ରବାସୀଙ୍କୁ ସ୍ୱଦେଶ ପଠାଇଛି । ଏହି ପ୍ରବାସୀ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଶେଷ ବିମାନ ଦ୍ୱାରା ଇସଲାମାବାଦ ପହଂଚିଛନ୍ତି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରୈଶୀ ପାକିସ୍ତାନର ନ୍ୟାସନାଲ ଆସେମ୍ଲିର ବିଦେଶ ମାମଲା ସଂପର୍କରେ ସ୍ଥାୟୀ ସମିତିକୁ…
Read More...

ପ୍ରିୟଙ୍କା କହିଲେ, ମୋଦି ନେତା ନୁହଁନ୍ତି ଅଭିନେତା ! ମୋଦିଙ୍କ ବଦଳରେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ…

ଲୋକସଭା ନିର୍ବାଚନର ଅନ୍ତିମ ଚରଣରେ ପୂର୍ବାଞ୍ଚଳର ରାଜନୀତି ଜୋରସୋରରେ ଚାଲିଛି । ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ମିର୍ଜାପୁରରେ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରିୟଙ୍କା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ନେତା ନୁହଁନ୍ତି ଅଭିନେତା । ଦୁନିଆର…
Read More...

୨୦୧୯ ନିର୍ବାଚନ ଶେଷ ରାଲିରେ ମୋଦିଙ୍କ ରଣହୁଙ୍କାର : ପୁଣି ବିଜେପି ଗଢ଼ିବ ସରକାର, ଏଥର ୩୦୦ ପାର

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ମୋଦିଙ୍କ ଶେଷ ରାଲି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପୁରା ବଳ ଖଟାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶର ଖରଗୋନରୁୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ରାଲିରେ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି…
Read More...

ବିଜେପି ପ୍ରବକ୍ତାଙ୍କ ବିବାଦୀୟ ବୟାନ : କହିଲେ, ପାକିସ୍ତାନର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ

ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାଥଉରାମ ଗୋଡସେଙ୍କୁ ଦେଶଭକ୍ତ କହିଥିବା ବୟାନକୁ ନେଇ ବିବାଦ ଥମୁନଥିବାବେଳେ ଏପଟେ ମଧ୍ୟ ପ୍ରଦେଶ ବିଜେପି ପ୍ରବକ୍ତା ଅନିଲ ସୌମିତ୍ର ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଅନିଲ ସୌମିତ୍ର ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି-…
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ପଲିଟିକ୍ସ ! ୧୯ ପରୀକ୍ଷା ଫଳ ପୂର୍ବରୁ ମାୟାବତୀ କହିଲେ, ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ପୁରା…

କନକ ବ୍ୟୁରୋ: ଗଣତନ୍ତ୍ର ମହାପର୍ବ ଅର୍ଥାତ୍ ବିଭିନ୍ନ ଦଳ ପାଇଁ ହୋଇଥିବା ୨୦୧୯ ମହା ପରୀକ୍ଷାର ଫଳ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ । ଆଉ କେନ୍ଦ୍ରରେ କିଏ ସରକାର ଗଢ଼ିବ ଏବଂ ପ୍ରଧାନମନ୍ତ୍ରୀ ଆସନରେ ଅଳଙ୍କୃତ କିଏ ହେବ ତାହାକୁ ନେଇ ଛକାପଞ୍ଝା ଲାଗି ରହିଛି । ଏପରିକି ପ୍ରଧାନମନ୍ତ୍ରୀ ପଦ…
Read More...

କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ବସାଇ କଂଗ୍ରେସ ଅଧ୍ୟକ୍ଷ ଚଲାଇଲେ ଟ୍ରାକ୍ଟର ! ଭିଡିଓ ହେଲା ଭାଇରାଲ୍ ।

ଲୋକସଭା ନିର୍ବାଚନର ଅନ୍ତିମ ଚରଣରେ ସବୁ ରାଜନୈତିକ ଦଳ ପ୍ରଚାର କରିବାରେ ଲାଗିପଡିଛନ୍ତି । ପ୍ରଚାର ସମୟରେ ନେତା ଭିନ୍ନ ଭିନ୍ନ ଅନ୍ଦାଜରେ ମଧ୍ୟ ନଜର ଆସିଛନ୍ତି । କିଏ କାର୍ ତ କିଏ ବସ୍ ,ଶଗଡ଼ରେ ମଧ୍ୟ ବସି ପ୍ରଚାର କରୁଛନ୍ତି । ଏଥିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଞ୍ଜାବର…
Read More...

ମମତାଙ୍କ ବିଶ୍ୱସ୍ତ ଅଫିସର ରାଜୀବ କୁମାରଙ୍କୁ ବଡ ଝଟକା । ଗିରଫଦାରୀ ଉପରୁ ରୋକ ହଟାଇଲେ ସୁପ୍ରିମକୋର୍ଟ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଖାସ୍ ତଥା ବିଶ୍ୱାସୀ ଅଫିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ରାଜୀବ କୁମାରଙ୍କ ଗିରଫ ରୋକିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଫେରାଇ ନେଇଛନ୍ତି । ହାଇକୋର୍ଟରୁ ଅଗ୍ରୀମ…
Read More...

କଂଗ୍ରେସ ମହାସଚିବଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ ! କହିଲେ ଭୋଟ୍ ପାଇଁ ଅମେଠିରେ ପଢୁଛନ୍ତିି ନମାଜ୍ ଏବଂ…

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବାକ୍ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ସେ କାହା ନାଁ ନନେଇ କହିଛନ୍ତି ଯେ ଭୋଟ୍ ପାଇଁ ଲୋକମାନେ କିଭଳି ରଙ୍ଗ-ରୂପ ବଦଳାନ୍ତି ତାହା ଏବେ ଆପଣ ଜାଣିପାରୁଥିବେ । ସ୍ମୃତିଙ୍କ…
Read More...

ଘର କିଣୁ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର : ଫ୍ଲାଟ୍ ଦେବାରେ ଏକ ବର୍ଷ ବିଳମ୍ୱ କଲେ ଟଙ୍କା ଫେରସ୍ତ ମାଗିପାରିବେ…

କନକ ବ୍ୟୁରୋ : ଟଙ୍କା ଦେଇ ବର୍ଷ ବର୍ଷ ଧରି ଫ୍ଲାଟ ପାଉନଥିବା ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଏଣିକି ବିଲଡର ମାନେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇ ଅହେତୁକ ବିଳମ୍ବ କରିପାରିବେ ନାହିଁ । ନ୍ୟାସନାଲ କଞ୍ଜ୍ୟୁମର ଡିସପୁଟସ ରିଡ୍ରେସାଲ କମିସନ ଏକ ରାୟ ଦେଇ କହିଛନ୍ତି, ଫ୍ଲାଟ…
Read More...