Browsing Category

ଦେଶ ବିଦେଶ

ପାକିସ୍ତାନକୁ ଘାରିଛି ଭାରତ ଭୟ । ଏୟାରଷ୍ଟ୍ରାଇକକୁ ବିତିଲାଣି ୨ ମାସ, କିନ୍ତୁ ଏବେବି ୩୦୦ ଟ୍ୟାଙ୍କକୁ ଆଲର୍ଟ ମୋଡରେ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ପାକିସ୍ତାନ ବାଲାକୋଟ୍ ଆତଙ୍କୀ ଶିବିରରେ ଭାରତ କରିଥିବା ଏୟାରଷ୍ଟ୍ରାଇକକୁ ଇତି ମଧ୍ୟରେ ବିତିଗଲାଣି ୨ ମାସ । ହେଲେ, ପାକିସ୍ତାନୀ ସେନା ମନରୁ ଏବେ ବି ଭୟ ଦୂର ହୋଇନାହିଁ । କାଳେ ପୁଣି ଥରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ…
Read More...

ପଶ୍ଚିମବଙ୍ଗରୁ ମମତାଙ୍କୁ ଶାହଙ୍କ ଚ୍ୟାଲେଂଜ : କହିଲେ, ସାହସ ଥିଲେ କୋଲକାତାରୁ ଗିରଫ କରିଦେଖାନ୍ତୁ ଦିଦି, ଯାଦବପୁରରେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଓ ଟିଏମସି ମଧ୍ୟରେ ଟଣାଓଟରା ଲାଗିରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି । ଯାଦବପୁରରେ ଶାହାଙ୍କ ନିର୍ବାଚନୀ ରାଲିକୁ ରଦ୍ଦ…
Read More...

କମଲ୍ ହାସନଙ୍କ ବୟାନ୍ ଉପରେ ପ୍ରତିକ୍ରିୟା ରଖିଲେ ବିବେକ ଓବରଏ ! କହିଲେ ଦୟାକରି ଦେଶକୁ ବାଣ୍ଟନ୍ତୁ ନାହିଁ । 

ଲୋକପ୍ରିୟ ଅଭିନେତା ତଥା ତାମିଲନାଡୁ ପାର୍ଟି ଏମଏନଏମ୍ ର ସଂସ୍ଥାପକ କମଲ୍ ହାସନ୍ ନାଥୁରାମ୍ ଗଡସେଙ୍କୁ ସ୍ୱାଧିନତା ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଛନ୍ତି । ତାଙ୍କର ଏହି ବୟାନରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବଲିଉଡ୍ ଅଭିନେତା ବିବେକ ଓବରଏ କମଲଙ୍କ ବୟାନ୍ ଉପରେ…
Read More...

କାର୍ଯ୍ୟକୁ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ: ରାଜସ୍ଥାନର ସୁରତଗଡ ଏୟାରବେସରେ କାର୍ଯ୍ୟରେ ଯୋଗଦାନ,ଫେବ୍ରୁୟାରୀ ୨୭ରେ…

କନକ ବ୍ୟୁରୋ : ପାକିସ୍ତାନ୍ ଏଫ୍-୧୬କୁ ଧ୍ୱଂସ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପୁଣି ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ରାଜସ୍ଥାନ ସୁରତଗଡ ସ୍ଥିତ ଏୟାରବେସରୁ ସେ ଡ୍ୟୁଟି ଆରମ୍ଭ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସେ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି…
Read More...

ଶ୍ରୀଲଙ୍କାର ଚିଲା ସହରରେ କର୍ଫ୍ୟୁ : ଇଷ୍ଟର ରବିବାରରେ ବୋମା ବିସ୍ଫୋରଣ ପରେ ଦେଶରେ ବଢୁଛି ସାମ୍ପ୍ରଦାୟିକ ହିଂସା

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଇଷ୍ଟର ରବିବାର ଅବସରରେ ହୋଇଥିବା ବୋମା ବିସ୍ଫୋରଣ ପରେ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖା ଦେବାରେ ଲାଗିଛି । ଶ୍ରୀଲଙ୍କାର ପଶ୍ଚିମାଂଚଳରେ ଥିବା ଚିଲା ସହରରେ ପୁଣି ଥରେ ହିଂସା ଦେଖାଦେଇଛି । ଅଳ୍ପସଂଖ୍ୟକଙ୍କ ଦୋକାନ ଉପରେ ପୁଣି ଥରେ କିଛି ଲୋକ ଆକ୍ରମଣ…
Read More...

କଂଗ୍ରେସ ନେତା ସାମ୍ ପିତ୍ରୋଦାଙ୍କ ବୟାନ୍ ‘ହେଲା ତ ହେଲା’ କୁ ନେଇ ଜନତାଙ୍କୁ ମୋଦି ଗଣାଇଲେ କଂଗ୍ରେସର ଦୁର୍ନୀତି !…

ମଧ୍ୟପ୍ରଦେଶର ରତଲାମ୍ ରେ ଏକ ନିର୍ବାଚନୀ ରାଲିକୁ ସଂବୋଧିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ସାମ୍ ପିତ୍ରୋଦାଙ୍କ ୮୪ ଦଙ୍ଗାକୁ ନେଇ ଦେଇଥିବା ବିବାଦୀୟ ବୟାନ୍ ‘ହେଲା ତ ହେଲା’ ଜରିଆରେ କଂଗ୍ରେସ ଉପରେ ପଲଟା ଆକ୍ରମଣ କରିଛନ୍ତି । ଏହି ସମୟରେ ମୋଦି କଂଗ୍ରେସ…
Read More...

ରମଜାନ ପାଇଁ ଭୋଟଦାନ ସମୟରେ ହେବନି ପରିବର୍ତ୍ତନ : ଭୋଟଦାନ ସକାଳ ୫ଟାରୁ କରିବାର ଦାବିକୁ ସୁପ୍ରିମକୋର୍ଟ କଲେ ଖାରଜ

କନକ ବ୍ୟୁରୋ : ରମଜାନ ପାଇଁ ଭୋଟଦାନ ସକାଳ ୫ଟାରୁ କରିବାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ଏହି ଦାବିକୁ ଅବ୍ୟବହାରିକ କହି ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କି, ସମୟ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗର ଅଧିକାର । ସକାଳ ୭ଟାରୁ…
Read More...

ଆସନ୍ତା ଆଇପିଏଲ ସିଜିନରେ ଖେଳିବେ କି ନାହିଁ ଧୋନି? ଜାଣନ୍ତୁ ଇସାରା ଇସାରାରେ କଣ ଉତ୍ତର ଦେଲେ କ୍ୟାପଟେନ୍ କୁଲ ।

ସରିଛି ଆଇପିଏଲର ୧୨ ତମ ସଂସ୍କରଣ, ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ସସପେନ୍ସ ଭରା ମୁକାବିଲାରେ ୧ ରନରେ ବାଜି ମାରିବା ସହ ଆଇପିଏଲ ଟ୍ରଫି ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ପୁଣି ଥରେ ଫଟାଫଟ କ୍ରିକେଟର ମଜା ନେବାକୁ ଦର୍ଶକଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ…
Read More...

ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ! ଟିଏମସି ଦଳର ଗୁଣ୍ଡା ପିଟିଥିବା ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ଭାରତୀ ଘୋଷ

ବିଜେପିର ଲୋକସଭା ପ୍ରାର୍ଥୀ ଭାରତୀ ଘୋଷ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ତ୍ରୁଣମୂଳ କଂଗ୍ରେସର ଗୁଣ୍ଡାମାନେ ପିଟିଛନ୍ତି। ସେ ଆଜି ନିଜର ମତଦାନ କରିବାକୁ ମତଦାନ କେନ୍ଦ୍ରକୁ ଆସୁଥିବା ବେଳେ ତାଙ୍କ ସହ ଏପରି ଘଟିଛି। ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭାରତୀ କହିଛନ୍ତି କି ‘ସକାଳୁ ଗୁଣ୍ଡାମାନେ ମୋତେ…
Read More...

ଦୂର୍ଘଟଣାର ଶିକାର ହେଲା ସନିଙ୍କ ପ୍ରଚାର ଗାଡ଼ି ! ପଞ୍ଜାବର ଗୁରୁଦାସପୁରରେ ବିଜେପି ପ୍ରାର୍ଥୀ ସନି ଦେଓଲଙ୍କ ପ୍ରଚାର…

ଲୋକସଭା ନିର୍ବାଚନର ସପ୍ତମ ଚରଣରେ ପଞ୍ଜାବରେ ମତଦାନ ହେବାକୁ ଯାଉଛି । ପଞ୍ଜାବର ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ତଥା ବଲିଉଡ୍ ସୁପରଷ୍ଟାର୍ ସନି ଦେଓଲ୍ ଙ୍କ ଗାଡି ସୋମବାର ସକାଳ ଏକ ଦୂର୍ଘଟଣାର ଶିକାର ହୋଇଛି । ପ୍ରଚାର ସମୟରେ ଏଭଳି ଦୂର୍ଘଟଣା ହୋଇଥିବା କଥା କୁହାଯାଉଛି । ତେବେ…
Read More...