Browsing Category

ଦେଶ ବିଦେଶ

୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫…

କନକ ବ୍ୟୁରୋ: ବିହାରରେ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଏସସି, ଏସଟି, ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତରୁ ୬୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ…
Read More...

ବିବାଦରେ ‘ଟାଇମ୍ଡ ଆଉଟ୍’: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା, ନ୍ୟାୟ ପାଇଁ ଆଇସିସିକୁ…

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଏମିତି ଘଟଣା ଘଟିଛି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶ୍ୱକପ୍ ବ୍ୟାଟେଲରେ ସୋମବାର ଦିଲ୍ଲୀରେ ଖେଳାଯାଇଥିବା ବାଂଲାଦେଶ ଏବଂ ଶ୍ରୀଲଙ୍କା ମ୍ୟାଚରେ ଘଟିଛି ଏକ ରୋଚକ ଘଟଣା । ବ୍ୟାଟିଂ କରିବା ପୂର୍ବରୁ ଆଉଟ ହୋଇ…
Read More...

ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ତାଗିଦ୍ କରି ମୁଖ୍ୟ ବିଚାରପତି କହିଲେ ତୁମେ…

କନକ ବ୍ୟୁରୋ: ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଭିତରେ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କୁ ତାଗିଦ୍ କରି ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ବିଲ ମଞ୍ଜୁରୀରେ ରାଜ୍ୟପାଳ ବିଳମ୍ବ କରୁଥିବା ଅଭିଯୋଗ…
Read More...

୩୨ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ପଟ୍ଟିରେ ହମାସର ୪ ହଜାର ହମାସ ଆଡ୍ଡା ଉପରେ ଆକ୍ରମଣ

କନକ ବ୍ୟୁରୋ: ୩୨ ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଡି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ଠିକଣା…
Read More...

ସାରା ଦେଶରେ ଫୁଟିବନି ପ୍ରଦୂଷଣ ସୃଷ୍ଟିକାରୀ ବାଣ: ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ ହେବ । ଏ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ନିଜ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବେରିୟମ ଓ ଅନ୍ୟ ନିଷିଦ୍ଧ ରସାୟନ…
Read More...

ବିରାଟଙ୍କୁ ସ୍ୱାର୍ଥବାଦୀ କହିଲେ ପାକିସ୍ତାନ କ୍ରିକେଟର: ମୁହଁ ଚୁପ୍ କରିଦେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ ସହ ସଚିନଙ୍କ ଶତକର ସମକକ୍ଷ ହୋଇଛନ୍ତି ବିରାଟ କୋହଲି । ଦିନିକିଆରେ ୪୯ତମ ଶତକ ହାସଲ କରି କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି । କିନ୍ତୁ କୋହଲିଙ୍କ ଶତକ ପାକିସ୍ତାନ କ୍ରିକେଟରଙ୍କୁ ହଜମ ହେଉନାହିଁ । କୋହଲି ଯେଉଁ ଢଙ୍ଗରେ ଶତକ ହାସଲ କଲେ…
Read More...

୯୩ ବର୍ଷିୟ ଶେରାସିଂ ହିଡକୋଙ୍କୁ ପ୍ରଥମଥର ମିଳିଲା ମତଦାନ ଅଧିକାର । ଏପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ହୋଇନଥିଲା…

କନକ ବ୍ୟୁରୋ : ଭାରତର ସମ୍ବିଧାନ ମୁତାବକ ଜଣେ ବ୍ୟକ୍ତିର ବୟସ ୧୮ ବର୍ଷ ହୋଇଗଲେ ତାଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । କେହି କେହି ଭୋଟ ଦେବାର ବୟସକୁ ୧୬ ବର୍ଷ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି । କିଛି କିଛି କ୍ଷେତ୍ରରେ ସରକାରଙ୍କ ଅବହେଳା କାରଣରୁ କୌଣସି ବ୍ୟକ୍ତି ଭୋଟର କାର୍ଡ…
Read More...

ଜାମ୍ମୁରେ ସେନା ଶିବିର ଉପରେ ଆକ୍ରମଣ କରିଥିବା ଦେଶର ଶତ୍ରୁ ଖ୍ୱାଜାକୁ ହତ୍ୟା : ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ଜମ୍ମୁରେ ସେନା ଶିବିର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ନିଜେ ହତ୍ୟାର ଶିକାର ହୋଇଛି । ସୀମା ଆରପାରିକୁ ଆସିଥିବା ଖବରରୁ ଜଣାପଡିଛି ଯେ ଆତଙ୍କବାଦୀଙ୍କ ମୃତଦେହ ତାଙ୍କ ଘରେ ପାକିସ୍ଥାନ ଅଧିକୃତ ଜମ୍ମୁକାଶ୍ମୀରରୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ମୃତ ଦେହର ମୁଣ୍ଡ କାଟି ଦିଆଯାଇଥିବା…
Read More...

ରେଳ ବିଭାଗରେ ଆସିଲା ନୂଆ ନିୟମ, ପ୍ଲାଟଫର୍ମ ଟିକେଟରେ ବି କରିପାରିବେ ଯାତାୟତ

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ରେଳ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ନୁଆ ନିୟମ ଆଣିଛନ୍ତି । ଯେଉଁଠି ଯାତ୍ରା କରୁଥିବା ପ୍ରତେକ ଲୋକମାନଙ୍କ ପାଇଁ ଏହି ସବୁ ନିୟମ ସୁବିଧା ଆଣିବ । ଭାରତ ବର୍ଷରେ ଅଧିକାଂଶ ଲୋକ ରେଳରେ ଯିବା ଆସିବା ପାଇଁ ପସନ୍ଦ କରନ୍ତି । କାରଣ ବସ୍ ଓ ବିମାନ…
Read More...

ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଭାରତ ଶତପ୍ରତିଶତ ଏଫଡିଆଇକୁ ଅନୁମୋଦନ କରିଛି : ସ୍ୱିଡେନ କମ୍ପାନୀ ‘ସାବ’…

ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ)କୁ ଭାରତ ଅନୁମତି ଦେଇଛି । ଏକ ପ୍ରତିରକ୍ଷା ପ୍ରକଳ୍ପରେ ସ୍ୱିଡେନ କମ୍ପାନୀ ‘ସାବ’ ଭାରତର ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇ ହାସଲ କରିଛି । ହରିୟାଣାରେ ଏକ କାରଖାନା ପ୍ରତିଷ୍ଠା ପାଇଁ ଏହି…
Read More...