Browsing Category

ଦେଶ ବିଦେଶ

ଏକ ଲକ୍ଷ ୭୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ପାକିସ୍ତାନ ଦେଶରୁ ବାହାରକଲା ।  ତରଖମ ସୀମାରେ ନାହିଁ ନଥିବା ଭିଡ

ପାକିସ୍ତାନରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ବହିଷ୍କାର କରିବା ପାଇଁ ଏକ ଅଭିଯାନ ଚାଲିଛି । ରବିବାର ଦିନ ୬୫୦୦ ରୁ ଅଧିକ ଆଫଗାନିସ୍ତାନ ନାଗରିକ ତରଖମ ସୀମା ଦେଇ ପାକିସ୍ତାନ ଛାଡିଥିଲେ । ମୋଟ ଉପରେ ପାକିସ୍ତାନ ଛାଡୁଥିବା ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟା ୧,୭୦,୦୦୦ ଅତିକ୍ରମ…
Read More...

ବିଶ୍ୱକପରେ ଭାରତର ବିଜୟକୁ ସହିପାରୁନି ପାକିସ୍ତାନ । ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଗୌଣ ନଜରରେ ଦେଖୁଛନ୍ତ ଅସହିଷ୍ଣୁ…

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ଲଗାତର ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି ଦଳ । ବୋଲରଙ୍କ ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଭାରତର ବିଜୟକୁ ସହଜରେ ଗ୍ରହଣ କରିପାରୁନାହିଁ ଚିର ପ୍ରତିନ୍ଦ୍ୱନ୍ଦି ପାକିସ୍ତାନ ।…
Read More...

ଆସିବ ଚାଟଜିପିଟିର ବିକଳ୍ପ: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ବିକାଶ କରୁଛି ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’

କନକ ବ୍ୟୁରୋ: ଚାଟଜିପିଟର ଆସିବ ବିକଳ୍ପ । ଆର୍ଟିିଫିସିଆଲ ଇଂଟିଲିଜେନ୍ସ(ଏଆଇ) ଟେକ୍ନୋଲୋଜିରେ ବିକଶିତ ହୋଇଥିବା ଚାଟଜିପିଟର ବିକଳ୍ପ ଭାବେ ଆସିବ ‘ଗ୍ରୋକ୍’ । ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ତାହାର ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’ର ପରୀକ୍ଷଣ ଆରମ୍ଭ କରିଛି । ଏବେ ଏହାର…
Read More...

ମଙ୍ଗଳବାର ଛତିଶଗଡ଼-ମିଜୋରାମରେ ବିଧାନସଭା ନିର୍ବାଚନ: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ ଆସନ, ମଣିପୁରରେ ମୋଟ ୪୦ ଆସନ…

କନକ ବ୍ୟୁରୋ: ମଙ୍ଗଳବାର ଛତିଶଗଡ଼ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ନିର୍ବାଚନ ହେବ । ମୋଟ ୨୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଯେଉଁଥିରେ ୧୯୮ ପୁରୁଷ ଏବଂ ୨୫ ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡ଼ର ମୋଟ ୪୦ ଲକ୍ଷ ୭୮…
Read More...

କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ: ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ…

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ । ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଫର ଦିଆଯାଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଶିବକୁମାରଙ୍କ ଏଭଳି ଅଫର ଦେଇ ବିବାଦ ଆରମ୍ଭ କରିଛନ୍ତି । ଯଦି…
Read More...

ବିଶ୍ୱକପ ସେମି ଫାଇନାଲ ରେସ: ଭାରତ ସହ ଖେଳିବ କେଉଁ ଟିମ? ୪ ନମ୍ବର ସ୍ଥାନ ଦୌଡ଼ରେ ୩ ଦଳ

କନକ ବ୍ୟୁରୋ: ଚାଲିଥିବା ଦିନିିକିଆ ବିଶ୍ୱକପରେ ପ୍ରାୟ ୮୦ ପ୍ରତିଶତ ଲିଗ ମ୍ୟାଚ ସରିଗଲାଣି । ପ୍ରତ୍ୟେକ ଟିମରେ ଆଉ ଗୋଟିଏ, ଦୁଇଟି ଲେଖାଏଁ ମ୍ୟାଚ ବାକି ରହିଛି । ଏପରି ସ୍ଥିତିରେ ସେମି ଫାଇନାଲରେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ନିଜର ସ୍ଥାନ ପକ୍କା କରିସାରିଛନ୍ତି । ଭାରତ ଏବଂ ଦକ୍ଷିଣ…
Read More...

ବିଷ ବଳୟରେ ରାଜଧାନୀ: ଏକାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ପ୍ରଦୂଷଣ ନେଇ ସତର୍କ କଲେ ବିଶେଷଜ୍ଞ

କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଧିରେ ଧିରେ ଶୀତ ବଢୁଥିବା ବେଳେ ଦିଲ୍ଲୀ ବାୟୁର ମାନ ଅଧିକ ଖରାପ ହେବାରେ ଲାଗିଛି । ଆଗକୁ ଦିପାବଳୀ ଆସୁଥିବାରୁ ବାୟୁ ପ୍ରଦୂଷଣ ମାତ୍ରା ଆହୁର ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗାଡି…
Read More...

ପୁଣି ଭୂକମ୍ପ ଝଟକାରେ ଦୋହଲିଲା ଦିଲ୍ଲୀ-ଏନସିଆର । ରିକ୍ଟର ସ୍କେଲରେ ତୀବ୍ରତା ୫.୬ ।

କନକ ବ୍ୟୁରୋ: ଦିଲ୍ଲୀ –ଏନସିଆରରେ ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା । ସୋମବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହେଇଛି । ତେବେ ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି । ତେବେ ଗତ ଚାରି ଦିନ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦ୍ୱିତୀୟ ଭୂକମ୍ପ…
Read More...

ମାଥ୍ୟୁସଙ୍କ ପାଇଁ ମହଙ୍ଗା ପଡିଲା ତିନି ମିନିଟ୍ । ବିଳମ୍ବରେ ଆସିବାରୁ ହେଇଗଲେ ଆଉଟ୍ । କ୍ରିକେଟ୍ ଇତିହାସରେ ଘଟିଲା…

କନକ ବ୍ୟୁରୋ: ଗୋଟିଏ ବି ବଲ୍ ଖେଳିନାହାଁନ୍ତି , କି ରନ୍ ଆଉଟ୍ ବି ହେଇନାହାଁନ୍ତି । ହେଲେ ଅମ୍ପାୟାର ଦେଇଦେଲେ ଆଉଟ୍ । ଶନୂ ବଲରେ ଶୂନ ରନ୍ କରି ପ୍ୟାଭିଲିୟନ ଫେରିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମ୍ୟାଥୁସ୍ । ଆପଣଙ୍କୁ କଥାଟି ନିଶ୍ଚୟ ଅଜବ ଲାଗୁଥିବ । ଏମିତି ଆଉଟ୍ କେମିତି ହେଲା?…
Read More...

କୋହଲିଙ୍କ ଶତକ ପରେ ସଚିନଙ୍କ ଟ୍ୱିଟ୍: ମୋତେ ୪୯ରୁ ୫୦ ଶତକ କରିବାକୁ ଲାଗିଥିଲା ବର୍ଷେ, ଆଶା କରୁଛି ବିରାଟ ଅଳ୍ପଦିନରେ…

କନକ ବ୍ୟୁରୋ: ବିଶ୍ୱକପରେ ଗର୍ଜୁଛି ବିରାଟଙ୍କ ବ୍ୟାଟ । ବଡ ବଡ ଇଂନିସ କରି ଭାରତକୁ ବିଜୟୀ କରାଉଛନ୍ତି କିଙ୍ଗ କୋହଲି । ତେବେ କାଲିର ମ୍ୟାଚ ବିରାଟଙ୍କ ପାଇଁ ନିହାତି ସ୍ମରଣୀୟ ହୋଇ ରହିବ । କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚରେ ବିରାଟ ଦମଦାର ଶତକ ହାସଲ କରିଛନ୍ତି । ଆଉ ଏହି ଶତକ…
Read More...