Browsing Category

ଦେଶ ବିଦେଶ

ଅଲ୍ ଜଜୀରାର ରିପୋର୍ଟରେ କରୁଥିଲେ ଯୁଦ୍ଧ ଉପରେ ରିପୋର୍ଟିଂ । ସେପଟେ ବୋମାମାଡରେ ଚାଲିଗଲେ ପୁରା ପରିବାର

କନକ ବ୍ୟୁରୋ : ଏ ଯୁଦ୍ଧ କାହା ପାଇଁ ? ରାଷ୍ଟ୍ରର ଭୌଗଳିକ ସୀମା ବୃଦ୍ଧି ପାଇଁ , ଧର୍ମକୁ ଅଗ୍ରାଧିକାର ଦେବା ପାଇଁ ନା ଅସ୍ତ୍ର ବ୍ୟବସାୟୀଙ୍କ ଲାଭ ପାଇଁ । ଏକଥା ଆମେ ଏଇଥି ପାଇଁ କହୁଛୁ ଯେ ଯଦି ଏ ସଂଘର୍ଷ ମଣିଷର ବିକାଶ ପାଇଁ, ମଣିଷର ଭଲ ପାଇଁ ତେବେ ସେହି ମଣିଷମାନଙ୍କୁ ହତ୍ୟା କରି କଣ…
Read More...

ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସାକ୍ଷାତକାର । ବିଭିନ୍ନ ପ୍ରସଙ୍ଗରେ…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦେଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାରେ । ଆଦାନୀ, ପୁଲୱାମା ପ୍ରସଙ୍ଗ ସମେତ ମଣିପୁର ହିଂସା କଥା ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ଉପ ରାଜ୍ୟପାଳ ସତ୍ୟପାଲ…
Read More...

ଅଶୋକ ଗେହଲଟଙ୍କ ପୁଅକୁ ଇଡିର ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଗେହଲଟ୍ । କହିଲେ ଇଡି ଏବେ ସାରା ଦେଶରେ ଆତଙ୍କ ଖେଳାଉଛି

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି କି ଏହା ମୋ ପୁଅ କିମ୍ବା ପିସିସି ମୁଖ୍ୟଙ୍କ ପ୍ରଶ୍ନ ନୁହେଁ, ଏବେ ଇଡି ସାରା ଦେଶରେ ଆତଙ୍କ ଖେଳାଉଛି । କଂଗ୍ରେସ ତରଫରୁ…
Read More...

ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡି ସମନ । ଶୁକ୍ରବାର ବୈଭବଙ୍କୁ ହାଜର ହେବାକୁ…

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଅଛି । ଆଉ ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ୍ । ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କ ଇଡି ସମନ କରିଛି । ନିଜେ ଅଶୋକ ଗେହଲଟ ଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଛି । ଗେହଲଟ କହିଛନ୍ତି, ରାଜ୍ୟରେ ମହିଳା, ଚାଷୀ…
Read More...

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିବସ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ।

କନକ ବ୍ୟୁରୋ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ୟ୍ୟକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରିଛନ୍ତି। ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା…
Read More...

ଗାଜା ଉପରେ ଗ୍ରାଉଣ୍ଡ ଆଟାକ୍ କାହିଁକି ସ୍ଥଗିତ ରଖିଲା ଇସ୍ରାଏଲ ? ଆମେରିକାର ଭୂମିକା କଣ ?

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଗାଜା ଉପରେ ସମ୍ଭାବ୍ୟ ଆକ୍ରମଣକୁ ଇସ୍ରାଏଲ୍ ସ୍ଥଗିତ ରଖିଛି । ଏହି ଆକ୍ରମଣକୁ ବନ୍ଦ କରିବାକୁ ଇସ୍ରାଏଲ୍ ରାଜି ହୋଇଛି ।  ଯାହାଫଳରେ ଆମେରିକା ଆମେରିକାର ସୈନିକମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଅଞ୍ଚଳରେ କ୍ଷେପଣାସ୍ତ୍ର…
Read More...

ବିରାଟଙ୍କୁ ନେଇ ବଡ ଭବିଷ୍ୟବାଣୀ, ୫ ନଭେମ୍ବରରେ ଭାଙ୍ଗିବ ସଚିନଙ୍କ ରେକର୍ଡ ! ଜାଣନ୍ତୁ କିଏ କଲା ଏଭଳି ଭବିଷ୍ୟବାଣୀ?

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ହିଁ ସଚିନଙ୍କ ଦିନିକିଆ ଶତକ ରେକର୍ଡ ଭାଙ୍ଗିବେ ବିରାଟ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକରୁ ମାତ୍ର ୫ ରନରୁ ବଞ୍ଚିତ ହୋଇଥିବା ବିରାଟ ଖୁବଶୀଘ୍ର ନିଜର ୫୦ତମ ଶତକ ପୂରା କରିବେ । ଏନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ…
Read More...

ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ । ଆମେରିକାର ପରାମର୍ଶ ପରେ ଇସ୍ରାଏଲର ନିଷ୍ପତ୍ତି ।

କନକ ବ୍ୟୁରୋ: ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ । ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ସ୍ଥଗିତ ରଖିଥିବା ସୂଚନା ରହିଛି । ଏ ନେଇ ଆମେରିକାର ଗଣମାଧ୍ୟମ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି । ଯୁଦ୍ଧର ୨୦ ଦିନରେ ଏହି ପରି ଏକ…
Read More...

ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ । ନାମ ପରିବର୍ତ୍ତନକୁ ନେଇ NCERT ର ସ୍ପଷ୍ଟୀକରଣ

କନକ ବ୍ୟୁରୋ: ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ କୌଣସି ନିଷ୍ପତି ହୋଇନି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ସ୍କୁଲ ବହିରେ ନାମକରଣ ପରିବର୍ତନକୁ ସୁପାରିସ କରିଛି ଏନସିଇଆରଟିର ୭ ଜଣିଆ କମିଟି । ଏହାପରେ ବିବାଦ ତେଜିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଏନସିଇଆରଟି ଅଧ୍ୟକ୍ଷ…
Read More...

ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ୨୨ ମୃତ, ଅନେକ ଗୁରୁତର ।

କନକ ବ୍ୟୁରୋ: ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ଲେବିଷ୍ଟନ ସିଟିରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ବ୍ୟକ୍ତି ଏହି ଗୁଳିମାଡ଼ କରିଥିବା ଜଣାପଡ଼ିଛି ।…
Read More...