Browsing Category

ଦେଶ ବିଦେଶ

ତିନୋଟି ଦେଶ ଏମିତି କଣ ମିଳିତ ବିବୃତ୍ତି ଦେଲେ ଯେ ଯାହା ଚୀନ୍‌କୁ ବିବ୍ରତ କରିଦେଇଛି ?

ଆମେରିକା, ଜାପାନ ଏବଂ ରିପବ୍ଲିକ୍ ଅଫ୍ କୋରିଆ (ROK) ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେତୁ ଚୀନ୍ ଟେନସନରେ ପଡ଼ିଯାଇଛି ।  ଚୀନ୍ କହିଛି ଯେ ଏହାର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା, ଚୀନ୍‌କୁ ବଦନାମ କରୁଥିବା ତଥା ଶତ୍ରୁତା ସୃଷ୍ଟି କରୁଥିବା ଦେଶକୁ ସିଏ ବିରୋଧ କରୁଛି ।…
Read More...

ସ୍ୱାମୀଙ୍କ ସହ ଛାଡପତ୍ର, ୪ ବର୍ଷର ପୁଅକୁ ହତ୍ୟା । କୁନି ପୁଅର ହତ୍ୟାକାରୀ ସାଜିଲା ନିଜ ମାଆ । କାରଣ ଜାଣିଲେ ଆପଣ ବି…

କନକ ବ୍ୟୁରୋ: ସ୍ୱାମୀ ପାଇଁ ୪ ବର୍ଷର ପୁଅକୁ ହତ୍ୟା । ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି ଜଣେ ନୃଶଂସ ମାଆ । ଗୋଆରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । କାହିଁକି ନା, ସ୍ୱାମୀଙ୍କ ସହ ସମ୍ପର୍କରେ ତିକ୍ତତା କାରଣରୁ ଜଣେ ସ୍ତ୍ରୀ ନିଜ ଜନ୍ମକଲା…
Read More...

କ୍ରିକେଟର ମହମ୍ମଦ ସାମୀଙ୍କୁ ଅର୍ଜୁନ ସମ୍ମାନ । ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କଲେ ମହାମହିମ…

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇଲେ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି । ୨୦୨୩ ବର୍ଷ ପାଇଁ…
Read More...

ବାଂଲାଦେଶରେ ଶେଖ ହସିନାଙ୍କ ବିଜୟରେ ଭାରତ ଖୁସ୍ କିନ୍ତୁ ଆମେରିକା କାହିଁକି ଟେନସନରେ ?

ବାଂଲାଦେଶର ଗତ ରବିବାର ଦିନ ଅନୁଷ୍ଠିତ ନିର୍ବାଚନରେ ବିଜୟ ଲାଭ କରି ଲଗାତାର ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ଶେଖ ହସିନାଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି । ବାଂଲାଦେଶରେ ନିର୍ବାଚନ ନିରପେକ୍ଷ ଭାବେ ହେଇନାହିଁ ବୋଲି ଆମେରିକା ଅଭିଯୋଗ କରିଛି । ଏଥି ସହିତ…
Read More...

ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାଳଦ୍ୱୀପରୁ ପ୍ରଂଶସା । ମୋଦୀଙ୍କ ସପକ୍ଷରେ ବାହାରିଲା ମାଳଦ୍ୱୀପ ଶିଳ୍ପ ସଂଘ, କହିଲା ବିପଦ…

କନକ ବ୍ୟୁରୋ : ଘନଉଛି ଭାରତ-ମାଳଦ୍ୱୀପ ବିବାଦ । ମୋଦୀ ବିରୋଧୀ ମନ୍ତବ୍ୟ ଦେବା ପରେ ଏବେ ଚାରିଆଡୁ ମାଳଦ୍ୱୀପକୁ ନିନ୍ଦା କରାଯାଉଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ବାହାରିଛି ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ । ଘଟଣାକୁ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ ନିନ୍ଦା କରିଛି…
Read More...

ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ…

କନକ ବ୍ୟୁରୋ : ବିବାହ କରିବେ ଦକ୍ଷିଣ ଭାରତ ସିନେମାର ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧ ନେଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ସେଲିବ୍ରେଟି ଘୋଷଣା କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ ତେଲୁଗୁ ରିପୋର୍ଟ କରିଛି । କିନ୍ତୁ…
Read More...

ବିଲକିସ ବାନୋ ମାମଲାରେ ସୁପ୍ରିମ ରାୟ । ପୁଣି ଥରେ ଜେଲକୁ ଫେରିବେ ମୁକୁଥିବା ୧୧ ଦୋଷୀ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁର୍ଷ୍କମ ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ମିଳିବା ଉଚିତ ନୁହେଁ କହି ପୀଡିତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କ ରାୟ ଆସିବା ପରେ ମୁକୁଳିଥିବା ୧୧ଜଣ ଦୋଷୀ ପୁଣି…
Read More...

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପକରେ ନିଜ ପୁସ୍ତକରେ…

କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପର୍କରେ ନିଜ ପୁସ୍ତକ ‘ଆଙ୍ଗର ମ୍ୟାନଜେମେଂଟ’ରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ । ସେତେବେଳେ ପାକିସ୍ତାନରେ ଭାରତର ରାଷ୍ଟଦୂତ ଭାବେ ନିୟୋଜିତ ଥିଲେ…
Read More...

ସଲମାନ ଖାନଙ୍କ ଫାର୍ମହାସରେ ସୁରକ୍ଷା ତ୍ରୁଟି । ନକଲି ପରିଚୟପତ୍ର ସହ ପାଚେରୀ ଡେଇଁ ପଶିଲେ ଦୁଇ ଦୁବୁର୍ତ

କନକ ବ୍ୟୁରୋ : ସଲମାନ ଖାନଙ୍କ ଫାର୍ମହାଉସରେ ପଶିଲେ ଦୁଇ ଦୁବୁର୍ତ୍ତ । ମିଳିଲା ନକଲି ପରିଚୟପତ୍ର । ଦୁବୁର୍ତଙ୍କୁ ତୁରନ୍ତ ଗିରଫ କଲେ ସଲମାନଙ୍କ ସୁରକ୍ଷାକର୍ମୀ । ସୋମବାର ଅଭିନେତାଙ୍କ ପନଭେଲ ଫାର୍ମହାଉସରେ ସେତିକିବେଳେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ଦୁଇ ଦୁବୁର୍ତଙ୍କୁ ଅନୁପ୍ରବେଶ…
Read More...

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ । ଆସନ ଭାଗବଂଟାକୁ ନେଇ ଦିଲ୍ଲୀରେ ଆପ-କଂଗ୍ରେସ ବୈଠକ

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆ ମେଂଟ ଜୋରସୋରରେ କାମ ଆରମ୍ଭ କରିଛି । ସୋମବାର ଆମ ଆଦମୀ ପାର୍ଟି ସହ ଆଲୋଚନା କରିଛି କଂଗ୍ରେସ । ବୈଠକ ପରେ କଂଗ୍ରେସ ନେତା ମୁକୁଲ ବାସନି କହିଛନ୍ତି ଆଲୋଚନା ସକରାତ୍ମକ ରହିଛି ।…
Read More...