Browsing Category

ଦେଶ ବିଦେଶ

ଆଜିଠାରୁ ରାଇସିନାରେ ରାମନାଥ ଯୁଗ ! ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ

କନକ ବ୍ୟରୋ: ଦେଶର ପ୍ରଥମ ନାଗରିକଙ୍କ ଆଜି ହେବ ଶପଥ ଗ୍ରହଣ ଉତ୍ସବ । ନିବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜେଏସ୍ ଖେହର୍ ନୂଆ ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବେ । ୫ ବର୍ଷ ତଳେ ଏହି ସ୍ଥାନ ଓ ସମାନ ସମୟରେ…
Read More...

ଡୋକଲାମରେ ଉତ୍ତେଜନା ସତ୍ୱେ କୂଟନୈତିକ ଦ୍ୱାର ଖୋଲା ! ବ୍ରିକ୍ସରେ ଚୀନ୍ ପ୍ରତିପକ୍ଷ ୟାଙ୍ଗ ଚି’ଙ୍କ ସହ ଅଜିତ ଡୋଭାଲଙ୍କ…

କନକ ବ୍ୟରୋ: ଡୋକଲାମରେ ଉତ୍ତେଜନା ସତ୍ୱେ କୂଟନୈତିକ ଦ୍ୱାର ଖୋଲା । ବ୍ରିକ୍ସରେ ଉଭୟ ଦେଶ ମଧ୍ୟରେ ଆଲୋଚନାକୁ ବେଜିଂ ସ୍ୱାଗତ କରିଛି । ବ୍ରିକ୍ସ ସମ୍ମିଳନୀ ଅବସରରେ ଚୀନ୍ ପ୍ରତିପକ୍ଷ ୟାଙ୍ଗ ଚି’ଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ପୂର୍ବରୁ କଥାବାର୍ତ୍ତା…
Read More...

ପ୍ରବଳ ବର୍ଷା କାରଣରୁ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି

କନକ ବ୍ୟରୋ: ଗୁଜୁରାଟରେ ଜଳପ୍ରଳୟ । ପ୍ରବଳ ବର୍ଷା କାରଣରୁ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଆଡେ ଜଳାର୍ଣ୍ଣବ ପରିସ୍ଥିତି ରହିଥିବା ବେଳେ ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ ଟିମ୍ । ରାଜକୋଟ ଅଂଚଳରୁ ଏଏଏଫ ପକ୍ଷରୁ ଜଣେ ପ୍ରସୂତିଙ୍କୁ ଉଦ୍ଧାର କରାଯିବା ସହ…
Read More...

କାଲିଠୁ ମୁଁ ସାଧାରଣ ନାଗରିକ ! ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେଶବାସୀଙ୍କୁ ବିଦାୟୀ ସମ୍ବୋଧନ

କନକ ବ୍ୟୁରୋ : ଦେଶବାସୀଙ୍କୁ ବିଦାୟୀ ଅଭିଭାଷଣ ଦେଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । କହିଲେ ଆସନ୍ତାକାଲିଠାରୁ ମୁଁ ଆପଣଙ୍କ ପରି ଜଣେ ସାଧାରଣ ନାଗରିକ । ଏଥିସହ ଦେଶର ସର୍ବୋଚ୍ଚ ଆସନରେ ବସାଇଥିବାରୁ ସେ ଦେଶବାସୀଙ୍କ ଧନ୍ୟବାଦ ଜଣାଇଛନ୍ତି । ଦେଶ ଓ ଦେଶବାସୀଙ୍କଠାରୁ ସେ ଯାହା ପାଇଛନ୍ତି,…
Read More...

ନିଠାରୀ ହତ୍ୟାକାଣ୍ଡ ମାମଲା ! ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରକୁ ଫାଶୀ ଦଣ୍ଡାଦେଶ

କନକ ବ୍ୟୁରୋ : ଗାଜିଆବାଦର ବିଶେଷ ସିବିଆଇ କୋର୍ଟ ନିଠାରୀ ମାମଲାରେ ଦୋଷୀଙ୍କ ବିରୋଧରେ ଆଜି ଶୁଣାଣି କରିଛନ୍ତି । କୋର୍ଟ ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଏହା ପୂର୍ବରୁ ଗାଜିଆବାଦର ଏକ ବିଶେଷ ଅଦାଲତ ନିଠାରୀ ହତ୍ୟାକାଣ୍ଡ ସହ ଜଡିତ ଥିବା ଦୋଷୀ…
Read More...

ଧମକ ଦେଉଛି ଚୀନ୍ ! ପାହାଡ଼କୁ ଦୋହଳାଇବା ସହଜ,ଚୀନ୍ ସେନାକୁ ନୁହେଁ

କନକ ବ୍ୟୁରୋ : ପୁଣି ଡରାଇଲା ଡ୍ରାଗନ୍ । ଭାରତକୁ ଖୋଲାଖୋଲି ଚ୍ୟାଲେଂଜ୍ କରିଛି ଚୀନ୍ । ଚରମ ସୀମାରେ ପହଂଚିଛି ଭାରତ-ଚୀନ୍ ସୀମା ବିବାଦ । ଦୁଇ ଦେଶର ବୟାନବାଜି ଭିତରେ ଘନେଇବାରେ ଲାଗିଛି ତିକ୍ତତା । ଯେ-ଯାହା ସୀମାରେ ଜଗି ରହିଛନ୍ତି । ଆଉ ଏସବୁ ଭିତରେ ଆଜି ବେଜିଂରୁ ଆସିଛି ଖୋଲା…
Read More...

୬ କଂଗ୍ରେସ୍ ସାଂସଦ ୫ ଦିନ ଲାଗି ଲୋକସଭାରୁ ନିଲମ୍ବିତ ! ମହଙ୍ଗା ପଡ଼ିଲା ସଂସଦ ମଧ୍ୟରେ ଅଶୋଭନୀୟ ଆଚରଣ

କନକ ବ୍ୟୁରୋ : ୬ କଂଗ୍ରେସ୍ ସାଂସଦମାନଙ୍କୁ ମହଙ୍ଗା ପଡ଼ିଛି ସଂସଦ ମଧ୍ୟରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା । ବାଚସ୍ପତି ସୁମିତ୍ରା ମହାଜନଙ୍କ ଉପରକୁ କାଗଜ ଫିଙ୍ଗିଥିବାରୁ ସୋମବାର ଏହି ୬ ଜଣ କଂଗ୍ରେସ ସାଂସଦଙ୍କୁ ୫ ଦିନ ଲାଗି ଲୋକସଭାରୁ ନିଲମ୍ବିତ କରି ଦିଆଯାଇଛି । ଲୋକସଭାରୁ ନିଲମ୍ବିତ…
Read More...

ଯଦି ଠିକ ଲକ୍ଷ୍ୟଭେଦ ହୋଇଥାଆନ୍ତା, ତେବେ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥାନ୍ତେ ମୁଶାରଫ ଓ ନୱାଜ ସରିଫ୍

ପାକିସ୍ତାନ ପ୍ରାୟ ସବୁଦିନ ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ବେଳେ ତାହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛନ୍ତି ଭାରତୀୟ ଯବାନ । ଭାରତୀୟ ସେନା ଏମିତି ହିିଁ କଡ଼ା ଜବାବ ଦେଇଥିଲେ ୧୯୯୯ ମସିହାରେ ଘଟିଥିବା କାରଗିଲ ଯୁଦ୍ଧ ସମୟରେ । ତେବେ ଉକ୍ତ ଯୁଦ୍ଧକୁ ନେଇ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା…
Read More...

ଟମାଟୋ ଦର ଆକାଶ ଛୁଆଁ ! ସୁରକ୍ଷା ପାଇଁ ମୃତୟନ ହେଲେ ସଶସ୍ତ୍ର ସୁରକ୍ଷା କର୍ମୀ

ଆଜିକାଲି ମାର୍କେଟରେ ଟମାଟୋ ଦର ଆକାଶ ଛୁଆଁ ରହିଛି । ଟମାଟୋ କିଣିବା ଏବେ ସାଧାରଣ ଗ୍ରାହକଙ୍କ ପାଇଁ ମୁସ୍କିଲ ହୋଇଯାଇଛି । କାରଣ ଟମାଟୋ ଦର ଆସି ପହଂଚିଛି କିଲୋ ପିଛା ୧୦୦ ଟଙ୍କାରେ । ଏଣୁ ପୂର୍ବରୁ କିଲୋରୁ ଦୁଇ କିଲୋ ଟମାଟୋ କିଣୁଥିବା ଗ୍ରାହକ ଏବେ ଅଧା କିଲୋ ଟମାଟୋ କିଣି ଘରକୁ ନେଉଛନ୍ତି…
Read More...

ପର୍ବତ ଦୋହଲାଇବା ସହଜ ହେଲେ ଚୀନ ସେନାକୁ ନୁହେଁ ! ଭାରତକୁ ନାଲିଆଖି ଦେଖାଇଲା ଡ୍ରାଗନ୍

ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଣି ଭାରତକୁ ନାଲିଆଖି ଦେଖାଇଛି । ନିଜ ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବାକୁ ଚୀନ୍ ସେନାର ଦକ୍ଷତା ଓ ପାରିବା ପଣିଆକୁ ନେଇ ପ୍ରଶ୍ନ କରିବା କିମ୍ବା ଦ୍ୱନ୍ଦ୍ୱରେ ରହିବାକୁ ଭାରତକୁ ମନା କରିଛି ଏହି ପଡୋଶୀ ରାଷ୍ଟ୍ର । ଅର୍ଥାତ୍ ପରୋକ୍ଷରେ ଚେତାଇ ଦେବାକୁ…
Read More...