Browsing Category

ଦେଶ ବିଦେଶ

ପରିତ୍ୟକ୍ତ ଘରୁ ମିଳିଲା ୫ବ୍ୟକ୍ତିଙ୍କ କଙ୍କାଳ: ୪ବର୍ଷ ହେବ ନିଖୋଜ ଥିଲା ଗୋଟିଏ ପରିବାର ୫ ସଦସ୍ୟ

କନକ ବ୍ୟୁରୋ: ୪ବର୍ଷ ପରେ ଏକ ପରିିତ୍ୟକ୍ତ ଘରୁ ମିଳିଲା ୫ଜଣ ବ୍ୟକ୍ତିଙ୍କ କଙ୍କାଳ । ପ୍ରାୟ ୪ବର୍ଷ ହେବ ପରିବାରର ସଦସ୍ୟଙ୍କ କୌଣସି ଖୋଜ ଖବର ନଥିଲା ହେଲେ ଏବେ ସେମାନଙ୍କ କଙ୍କାଳ ଜବତ ହୋଇଛି । ଏହି ଲୋମଟାଙ୍କୁରା ଖବର ଆସିଛି କର୍ଣ୍ଣାଟକ ଚିତ୍ରଦୁର୍ଗା ଅଂଚଳର । ମୃତକଙ୍କ ମଧ୍ୟରେ ବୃଦ୍ଧ…
Read More...

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଆଯୋଧ୍ୟା ନଗରୀ: ଶନିବାର ମୋଦୀଙ୍କ ଗସ୍ତ ପାଇଁ ସଜେଇ ହେଉଛି ସହର,…

କନକ ବ୍ୟୁରୋ: ଆଉ କିଛି ଦିନରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏହା ଭିତରେ ବଡ ଖବର ସାମ୍ନାକୁ ଆସୁଛି ।   ଅଯୋଧ୍ୟାର ୭୦ ଏକରବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ ।…
Read More...

ଖୁବଶୀଘ୍ର ଇଣ୍ଡିଆ ମେଂଟ ମଧ୍ୟରେ ହେବ ଆସନ ଭାଗବଣ୍ଟା: ଜାନୁଆରୀରେ କଂଗ୍ରେସ ଡାକିଲା ବୈଠକ

କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ ହେବ ଆସନ ଭାଗବଂଟାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜାନୁଆରି ପ୍ରଥମ ସପ୍ତାହରେ ସମସ୍ତ ସହଯୋଗୀ ଦଳ ସହିତ କଂଗ୍ରେସ ବୈଠକ କରିବ । ମେଂଟର ଏକମାତ୍ର ଲକ୍ଷ୍ୟ କିଭଳି ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରାଯିବ । ତେବେ ଆସନ ଭାଗବଂଟାକୁ ନେଇ ବିଭିନ୍ନ…
Read More...

ବିହାର ରାଜନୀତିରେ ବଡ ହଲଚଲ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ

କନକ ବ୍ୟୁରୋ: ବିହାର ରାଜନୀତିରେ ବଡ ହଲଚଲ । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଶେଷରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ନୀତୀଶ କୁମାରଙ୍କୁ ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବିହାର ରାଜନୀତିର ଏହି ବଡ ପରିବର୍ତନ ଉପରେ ବିଜେପି…
Read More...

କରୋନା ପାଇଁ ଚିନ୍ତା: ୮ଶହ ପାଖପାଖି ପହଁଚିଲାଣି ଦୈନିକ ସଂକ୍ରମଣ, ଦିନକରେ ୭୯୭ ସଂକ୍ରମିତ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ 

କନକ ବ୍ୟୁରୋ: ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ  ୭୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁୁରୁବାର ୭୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ୮ଶହ ପାଖରେ ପହଁଚିଛି ଦୈନିକ ସଂକ୍ରମଣ । ୨୨୫ ଦିନରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର…
Read More...

ମାଉଣ୍ଟ ଏଭରେଷ୍ଟ ବିଜୟର ୭୦ ତମ ବାର୍ଷିକୀ, ୫୦୦  ପର୍ବତାରୋହୀଙ୍କ ସହ ୪ ଜଣ ଭାରତୀୟ ଶିଖରରେ ପାଳନ କଲେ  ଉତ୍ସବ ।

୧୯୫୩ ମସିହାରେ ହିଲାରୀ-ନର୍ଗେ ଏଭରେଷ୍ଟ ଉପରକୁ ଚଢିବା ପରେ ଏ ଯାଏ ପ୍ରାୟ ୭୦୦୦ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢି ପାରିଛନ୍ତି । ଏହି ସମୟ ମଧ୍ୟରେ ୩୦୦ ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ୨୦୨୩  ମସିହାରେ, ୧୦୩ ଜଣ ମହିଳାଙ୍କ ସମେତ ମୋଟ ୪୭୮ ପର୍ବତାରୋହୀ ସଫଳତାର…
Read More...

ଭାରତରେ କାହିଁକି ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ, କ’ଣ ଥିଲା ପ୍ରକୃତ ଉଦ୍ଦେଶ୍ୟ?

କନକ ବ୍ୟୁରୋ : ବିମୁଦ୍ରିକରଣର ସମୟ ସମସ୍ତଙ୍କର ମନେ ଥିବ । ଯେତେବେଳେ ଗୋଟିଏ ମାତ୍ର ଝଟକାରେ ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କାର ନୋଟ ସାଧାରଣ କାଗଜ ଖଣ୍ଡ ହୋଇଯାଇଥିଲା  । କିନ୍ତୁ ଏହା ପୂର୍ବରୁ ଭାରତରେ ଶୂନ ଟଙ୍କାର ନୋଟ ଛପା ମଧ୍ୟ ହୋଇସାରିଥିଲା । ଏହି ନୋଟ୍ ଏତେ ପ୍ରଭାବଶାଳୀ ଥିଲା ଯେ ଏହାର…
Read More...

ପାକିସ୍ତାନରେ ନୂଆ ନିୟମ । ନୂଆ ବର୍ଷ ପାଳନ କରିପାରିବେ ନାହିଁ ପାକିସ୍ତାନୀ ।

ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ନିଷିଦ୍ଧ କରିଛନ୍ତି ।  ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା…
Read More...

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ

କନକ ବ୍ୟୁରୋ : ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ପ୍ରତି ବୁଥରୁ ୫୦ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେପି । ଏପରି ରଣନୀତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ…
Read More...

ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଲା ବଲୁଚି ଲିବରେଶନ ଆର୍ମି । ଭିଡିଓ ଜାରି କରି ଦେଲା ଏଭଳି ଧମକ

କନକ ବ୍ୟୁରୋ : ପାକିସ୍ତାନରେ ରହୁଥିବା ଚୀନର ଅଧିକାରୀଙ୍କୁ ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଚୀନ ଅଧିକାରୀଙ୍କ ଆବାସରେ ଆତ୍ମଘାତି ବିସ୍ଫୋରଣ କରିବାକୁ ଏହି ଭିଡିଓରେ ଧମକ ଦିଆଯାଇଛି । ଭିଡିଓ ଜାରି କରି ଚୀନ ରାଷ୍ଟ୍ରପତି ଓ ପାକିସ୍ତାନ…
Read More...