Browsing Category

ଦେଶ ବିଦେଶ

ମୋଦୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ତେହରିକ-ଏ ହୁରିୟତ ସଂଗଠନକୁ ବେଆଇନ ଘୋଷଣା । ଘୋଷଣା କଲେ ଗୃହମନ୍ତ୍ରୀ

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ନେଇ ମୋଦୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀର ସଂଗଠନକୁ ଭାରତ ସରକାର ବେଆଇନ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଭାରତ ସରକାରଙ୍କର ଏହି ପଦକ୍ଷେପକୁ ନେଇ ଟ୍ୱିଟ୍…
Read More...

ଆଜି ବର୍ଷର ଶେଷ ‘ମନ କି ବାତ୍’ କାର୍ଯ୍ୟକ୍ରମ । ୨୦୨୩ ସଫଳତାର କାହାଣୀ ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ: ବର୍ଷର ଶେଷ ତଥା ୧୦୮ ତମ ମନ କି ବାତରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଦେଲେ ଆହ୍ୱାନ । ୨୦୨୩ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଦେଶକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଗାମୀ…
Read More...

ଡ. ସବିରା ପ୍ରକାଶ: ପାକିସ୍ତାନରେ ନିର୍ବାଚନ ଲଢିବେ ଏହି ପ୍ରଥମ ହିନ୍ଦୁ ମହିଳା ।

କନକ ବ୍ୟୁରୋ: ପାକିସ୍ତାନରେ ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରଥମ ହିନ୍ଦୁ ମହିଳା ପ୍ରାର୍ଥୀ । ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଡାକ୍ତର ସବିରା ପ୍ରକାଶଙ୍କୁ ପ୍ରାର୍ଥୀ କରିଛି ବିଲୱାଲ ଭୁଟୋଙ୍କ ପାକିସ୍ଥାନ ପିପୁଲ୍ସ ପାର୍ଟି । ପ୍ରଥମ ହିନ୍ଦୁ ମହିଳା ଭାବେ ନିବାର୍ଚନରେ ସାମିଲ ହେଉଥିବାରୁ…
Read More...

ନବବର୍ଷ ପାଳନ ବେଳେ ବିସ୍ଫୋରଣ ହେବ ବୋଲି ଧମକ ଆସିବାରୁ ମୁମ୍ବାଇରେ ହାଇଆଲର୍ଟ ।

କନକ ବ୍ୟୁରୋ: ନବବର୍ଷ ପାଳନ ବେଳେ ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ କରିବେ ବୋଲି ଫୋନ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୁଲିସ ହାଇଆଲର୍ଟରେ ରହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନା ମୁତାବକ, ମୁମ୍ବାଇରେ ବିସ୍ଫୋରଣ ହେବ କହି ଫୋନ୍‌…
Read More...

୪ ସନ୍ତାନଙ୍କୁ ଜନ୍ମଦେଲେ ଗାଜା ବିସ୍ଥାପିତ ମହିଳା । ପରିତ୍ୟକ୍ତ କୋଠରୀରେ ଅତି କଷ୍ଟରେ ବିତୁଛି ଜୀବନ ।

କନକ ବ୍ୟୁରୋ: ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଥିବା ନିଜ ଘରଠାରୁ ଅନେକ ମାଇଲ ଦୂରରେ ଦକ୍ଷିଣ ଗାଜାର ଏକ ଡାକ୍ତରଖାନାରେ ଇମାନ ଅଲ୍ ମାସ୍ରି ନାମକ ମହିଳା ୪ଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧର କିଛି ଦିନ ପରେ ମହିଳା ଜଣକ ନିଜର ସୁରକ୍ଷା ପାଇଁ ତାଙ୍କର…
Read More...

ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଫେରାଇଲେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ । କର୍ତ୍ତବ୍ୟ ପଥରେ ପଦକ ଥୋଇ ଫେରି ଆସିଲେ…

କନକ ବ୍ୟୁରୋ: କୁସ୍ତି ଦୁନିଆରେ ଚାଲିଥିବା ଝଡ ଥମିବାର ନାଁ ନେଉ ନାହିଁ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପରେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ ଖେଳରତ୍ନ ଫେରାଇ ଦେଇଛନ୍ତି । ପୂର୍ବରୁ ସେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ଫେରାଇବେ ବୋଲି ଘୋଷଣା କରିଥିଲେ । ସୋସିଆଲ ମିଡିଆରେ…
Read More...

ମହାରାଷ୍ଟ୍ର ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ୬ଜଣ ଜୀବନ୍ତ ଦଗ୍ଧ । ଘଟଣା ସ୍ଥଳରେ ଚାଲିଛି ନିଆଁଲିଭା…

କନକ ବ୍ୟୁରୋ: ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜି ନଗରର ଏକ ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ କମ୍ପାନୀ ମଧ୍ୟରେ ଫସି ରହିଥିବା ୬ଜଣ ଶ୍ରମିକ ଜୀବନ୍ତ ଦଗ୍ଧ । ଗୁରୁତର ମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ଭୋର…
Read More...

ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ

କନକ ବ୍ୟୁରୋ : ପୁଣି ଥରେ ବିବାଦରେ ଫିଲ୍ମ ମେକର୍ସ ରାମ ଗୋପାଳ ବର୍ମା । ନିଜ ଆଗାମୀ ଚଳଚ୍ଚିତ୍ର ‘ବ୍ୟୁହମ୍’କୁ ନେଇ ଏବେ ବିବାଦଘେରକୁ ଆସିଛନ୍ତି ରାମ ଗୋପାଳ । ଫିଲ୍ମଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ଏହାପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି…
Read More...

ପଦାରେ ପଡିଲା ପାକିସ୍ତାନର ମୁଖା । ଆତଙ୍କୀ ହାଫିଜ ସୟିଦକୁ ଫେରାଇବାକୁ ମନା କଲା ଇସଲାମବାଦ

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ମୁଖା । କୁଖ୍ୟାତ ଆତଙ୍କବାଦୀ ହାଫି ସୟିଦକୁ ଦେବାକୁ ମନା କଲା ଇସଲାମବାଦ । ଭାରତର ପ୍ରସ୍ତାବକୁ ଖାରଜ କଲା ପାକିସ୍ତାନ ବୈଦେଶିକମନ୍ତ୍ରାଳୟ । ମୁଖପାତ୍ର ମୁମତାଜ ଜହର କହିଛନ୍ତି ଭାରତ ହାଫିଜକୁ ଫେରାଇବାକୁ ଯେଉଁ ପ୍ରସ୍ତାବ ଦେଇଥିଲା ଏହାକୁ ଖାରଜ…
Read More...

ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ସନ୍ଦିଗ୍ଦ ଅବସ୍ଥାରେ ୫୭ବର୍ଷୀୟ ରାକେଶ କମଲ,…

କନକ ବ୍ୟୁରୋ : ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ମାସାଚୁସେଟସ୍ଥିିତ ୫ନିୟୁତ ଡଲାର ମୂଲ୍ୟର ବିଶାଳ ବଙ୍ଗଳାରରୁ ଭାରତୀୟ ବଂଶୋଦ୍ଭବ ତଥା ବିତଶାଳୀ ଦମ୍ପତି ଓ ତାଙ୍କ ଝିଅର ସନ୍ଦିଗ୍ଧ ମୃତ ଶରୀର ମିଳିଛି । ଆମେରିକା ଗଣମାଧ୍ୟମରେ ଏହା ପ୍ରମୁଖ ଖବର ପାଲଟିଛି…
Read More...