Browsing Category

ନ୍ୟୁଜ୍

ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା ଷଡଯନ୍ତ୍ର : ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ସୁଟର ଦୀପକ…

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡଯନ୍ତ୍ର । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ସୁଟର ଦୀପକ ମୁଣ୍ଡି ଗିରଫ ହେବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗତକାଲି ପଞ୍ଜାବ ପୋଲିସ ପଶ୍ଚିମବଙ୍ଗ-ନେପାଳ…
Read More...

ନକଲି ଔଷଧ ମାମଲା : ଏବେ ବି ୪ ଅଭିଯୁକ୍ତ ଫେରାର; ତନାଘନା ଆରମ୍ଭ

କନକ ବ୍ୟୁରୋ : ନକଲି ଔଷଧ ମାମଲାରେ ଏବେ ବି ୪ ଅଭିଯୁକ୍ତ ଫେରାର । ବଜାରକୁ ନକଲି ଔଷଧ ଛାଡ଼ିବା ଅଭିଯୋଗରେ ଦୁଇଟି ଏଜେନ୍ସିର ୪ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି । ଘଟଣା ପରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ…
Read More...

ମୋଟୁ ଅଞ୍ଚଳରେ ଲଗାଣ ବର୍ଷା : ବୁଡିଲା କୁଇଗୁର ପୋଲ; ଓଡିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ଲଗାଣ ବର୍ଷାରେ ବୁଡିଲା ମାଲକାନଗିିରି ଜିଲ୍ଲା । ସୀମାନ୍ତ ମୋଟୁ ଅଞ୍ଚଳରେ ଥିବା ପୋଲ ଉପରେ ପ୍ରବାହିତ ହେଉଛି ବର୍ଷା ପାଣି । ଗତକାଲି ରାତିରୁ କୁଇଗୁର୍ ପୋଲ ଉପରେ ୨ରୁ ୩ ଫୁଟ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପୋଲ ଉପରେ ପାଣି…
Read More...

ରାମ ମନ୍ଦିର ତିଆରିରେ ଖର୍ଚ୍ଚ ହେବ ୧୮୦୦ କୋଟି ! ଜାଣନ୍ତୁ, ବୈଠକରେ କଣ ହୋଇଛି ଆଲୋଚନା

କନକ ବ୍ୟୁରୋ : ଅଯୋଧ୍ୟାରେ କୁବ୍ ଜୋରସୋରରେ ଚାଲିଛି ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ । ଶହ ଶହ କାରୀଗର ଏହି କାର୍ଯ୍ୟରେ ନିୟୋଜିତ ହୋଇ ରହିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଶ୍ରୀରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ…
Read More...

ପୁଣି ଭୁଷୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ : ଶହ ଶହ ଏକର ଚାଷ ଜମିରେ ମାଡିଗଲା ପାଣି

କନକ ବ୍ୟୁରୋ : ପୁଣି ଭୁଷୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । କେନାଲ ଭୁଷୁଡି ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରଜାନାଗଫେଣି ଡଙ୍ଗରିପଡା ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲ ଗତରାତିରେ ଭୁଷୁଡି ପଡିଛି । ଦୁଇ ଦିନ ହେଲା ଅଞ୍ଚଳରେ…
Read More...

କାହିଁକି ଝୁଲି ପଡିଲେ ଯୁବତୀ ? ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ

କନକ ବ୍ୟୁରୋ : ଭୁବନେଶ୍ୱରରୁ ନିଖୋଜ ଯୁବତୀଙ୍କ ମୃତଦେହ ପୁରୀର ଲଜରୁ ଉଦ୍ଧାର । ହାତ କାଟଠି ଝୁଲିପଡ଼ିଲେ ଯୁବତୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ବଡ଼ଶଙ୍ଖ ସ୍ଥିତ ଏକ ଲଜର ବନ୍ଦ କୋଠରୀରୁ ମିଳିଛି । ମୃତ ଯୁବତୀ ଭୁବନେଶ୍ୱର ଗଙ୍ଗନଗରରେ ରହୁଥିବା କଳ୍ପତରୁ ମହାନ୍ତିଙ୍କ ଝିଅ…
Read More...

ଶବ ବିବାଦକୁ ନେଇ ଉମରକୋଟରେ ୧୪୪ ଧାରା : ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ବ୍ୟାପକ ପୋଲିସ ମୁତୟନ

କନକ ବ୍ୟୁରୋ : ଶବ ବିବାଦକୁ ନେଇ ନବରଙ୍ଗପୁର ଉମରକୋଟ ସହରରେ ୧୪୪ ଧାରା । ଉମରକୋଟ ସହରର ଗୋପବନ୍ଧୁ ଛକ ନିକଟରେ ବିବାଦ ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ସାରା ସହରରେ ୧୪୪ଧାରା ଜାରି କରାଯାଇଛି । ଶବ ପୋତିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…
Read More...

ବିପଦରେ ଜଗତସିଂହପୁର ଶିଆଳି ବେଳାଭୂମିର ଭ୍ୟୁ ଟାୱାର : ଲଗାଣ ବର୍ଷା ଯୋଗୁଁ କୂଳ ଖାଉଛି ସମୁଦ୍ର

କନକ ବ୍ୟୁରୋ : ବିପଦରେ ଜଗତସିଂହପୁର ଶିଆଳି ବେଳାଭୂମିରେ ଥିବା ଭ୍ୟୁ ଟାୱାର । ଲଘୁଚାପ ଜନିତ ଲଗାଣ ବର୍ଷା ଓ ଆଶାନ୍ତ ସମୁଦ୍ର କ୍ରମାଗତ ଭାବେ କୂଳ ଖାଇବାକୁ ଲାଗିଛି । ଫଳରେ ବେଳାଭୂମିରେ ଥିବା ଭ୍ୟୂ ଟାୱାର ଚଟାଣ ତଳୁ ବାଲି ଖସିବାରେ ଲାଗିଛି । ୨୦୦୯ ମସିହାରେ ସମୁଦ୍ର କୂଳ ଲଙ୍ଘିବାରୁ…
Read More...

ସୁପ୍ରିମକୋର୍ଟରେ ଆଜି ୨୨୮ଟି ମାମଲାର ହେବ ଶୁଣାଣି, ବସିବ ୧୫ଟି ଖଣ୍ଡପୀଠ

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ୨୨୮ଟି ମାମଲାର ଶୁଣାଣି ହେବ । ଏଥିପାଇଁ ବସିବ ମୋଟ୍ ୧୫ଟି ଖଣ୍ଡପୀଠ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁ ୟୁ ଲଳିତ ଦାୟିତ୍ୱ ନେବା ପରେ ସମସ୍ତ ପିଆଇଏଲର ରଫାଦଫା ପାଇଁ ତତ୍ପରତା ଦେଖାଇଛନ୍ତି । ସିଏଏକୁ ଚ୍ୟାଲେଂଜ ସମେତ ବର୍ଷ ବର୍ଷ ଧରି ବିଚାରାଧୀନ…
Read More...

ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କବାଦୀ କନେକ୍ସନ୍ । ଦିଲ୍ଲୀ, ପଞ୍ଜାବ ସମେତ ୬୦ ସ୍ଥାନରେ NIA ଚଢଉ । ରାଡାରରେ ବିଷ୍ଣୋଇ, ଗୋଲ୍ଡି…

କନକ ବ୍ୟୁରୋ: ଭାରତରେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିବା ପରେ ଆକ୍ସନ ମୋଡରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଟିମ୍ । ଏବେ ଏନଆଇଏ ଦିଲ୍ଲୀ , ପଞ୍ଜାବ ସମେତ ଦେଶର ୬୦ ଟି ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ ଚଳାଇଛି । ଗ୍ୟାଙ୍ଗଷ୍ଟରମାନେ ପାକିସ୍ତାନର ଗୁଇନ୍ଦା…
Read More...