Browsing Category

ନ୍ୟୁଜ୍

ଶୁଭଶ୍ରୀଙ୍କ ଝୁଲନ୍ତା ମୃତଦେହକୁ କିଭଳି ତଳକୁ ଓହ୍ଲାଇଥିଲା ଅଭିଯୁକ୍ତ ଚିତ୍ତ, ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କଲା…

କନକ ବ୍ୟୁରୋ : ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍ କଲା ଖାରବେଳନଗର ଥାନା ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ଚିତ୍ତରଂଜନ ଜେନା ଓରଫ ବାବୁନାଙ୍କୁ ସାଥୀରେ ନେଇ ଘଟଣାସ୍ଥଳରେ ପହଁଚିଛି ପୋଲିସ୍ । ଆତ୍ମହତ୍ୟା ପରେ କିଭଳି ମୃତ ଦେହକୁ ବାହାର କରିଥିଲା ସେନେଇ ପୋଲିସକୁ ଡେମୋ ଦେଖାଇଲା…
Read More...

ରାଜ୍ୟ ସରକାରଙ୍କୁ ବିଜେପି ଯୁବ ମୋର୍ଚ୍ଚାର ୨୨ ପ୍ରଶ୍ନ : କୁଆଡେ ଗଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଓଡିଶାରୁ କେବେ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ବିଜେପି ଯୁବ ମୋର୍ଚ୍ଚାର ୨୨ ପ୍ରଶ୍ନ । କୁଆଡେ ଗଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଓଡିଶାରୁ କେବେ ଦୂର ହେବ ଗରିବ ସମସ୍ୟା । ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ସମସ୍ୟା ଉପରେ ଜବାବ ରଖିବାକୁ ବିଜେଡି ସରକାରଙ୍କୁ ଆହ୍ୱାନ । ରାଜ୍ୟ ସରକାର ଏହି ୨୨ଟି…
Read More...

ଗଣପତିଙ୍କୁ ପୂଜା କଲେ ବୋଲି.. ମହିଳାଙ୍କ ବିରୋଧରେ ଫତୱା ଜାରି  । ପୁରା ପରିବାରକୁ  ଧମକ ।

କନକ ବ୍ୟୁରୋ: ସାରା ଦେଶ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାରେ ମାତିଥିବାବେଳେ ଉତ୍ତରପ୍ରଦେଶ ଆଲିଗଡରେ ଏହାର ବ୍ୟତୀକ୍ରମ ଦେଖାଦେଇଛି । ଆଲିଗଡର ଜଣେ ମହିଳା ରୁବି ଆସିଫ ଖାନ୍ ନିଜ ଘରେ ଶ୍ରୀଗଣେଶଙ୍କ ପୂଜା କଲେ ବୋଲି ତାଙ୍କ ବିରୋଧରେ ଫତୱା ଜାରି କରିଛି ରାଜ୍ୟ ମୁସଲମାନ୍ ସମ୍ପ୍ରଦାୟ । ସୂଚନା…
Read More...

ପକ୍ସୋ ବିଚାରପତିଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ : ହତ୍ୟା ଅଭିଯୋଗ ଆଣିଲେ ଜଜଙ୍କ ଭାଇ ଓ ମାଆ; ପତ୍ନୀ ଓ ଶଳାଙ୍କୁ…

କନକ ବ୍ୟୁରୋ : ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ସ୍ତ୍ରୀ ଓ ଶଳା ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଆ ଓ ଭାଇ । ଏନେଇ ସେ କଟକ ମରକତନଗର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ମାଆ ଓ ଭାଇଙ୍କ…
Read More...

ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶଙ୍କ ମିଶନ ଦିଲ୍ଲୀ । ସେପ୍ଟେମ୍ବର ୫ ରେ ଅନେକ ନେତାଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : ବିଜେପି ଠାରୁ ସଂପର୍କ ତୁଟାଇବା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ରାଜନୀତିରେ ନିଜର କ୍ଷେତ୍ର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛନ୍ତି । ସେ ଚଳିତମାସ ୫ ତାରିଖରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିବା ପରେ ଏବେ ଦେଶ ରାଜନୀତି ସରଗରମ ହେବାରେ ଲାଗିଛି ।…
Read More...

ସେପ୍ଟେମ୍ବରରେ ନାହିଁ ବାତ୍ୟାର ଆଶଙ୍କା : ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ; ଲଘୁଚାପ ପ୍ରଭାବରେ କେବଳ ବର୍ଷା ହେବା…

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ନାହିଁ ବାତ୍ୟାର ଆଶଙ୍କା । କନକ ନ୍ୟୁଜକୁ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ୬ ତାରିଖରେ…
Read More...

୬ ଦିନ ହେଲା ନିଖୋଜ ଫେରିବାଲା କିଶୋର : ମିଳୁନି ପତ୍ତା, ସ୍ୱାମୀଙ୍କୁ ଝୁରି ସ୍ତ୍ରୀ ଆଖିରୁ ଶୁଖୁନି ଲୁହ; ଗାଁରେ…

କନକ ବ୍ୟୁରୋ : ୬ ଦିନ ହେଲା ନିଖୋଜ ସ୍ୱାମୀଙ୍କ ମିଳୁନି ପତ୍ତା । ସ୍ୱାମୀଙ୍କୁ ଝୁରି ଝୁରି ସ୍ତ୍ରୀ ଆଖିରୁ ଲୁହ ଶୁଖୁନି । ଚର୍ଚ୍ଚା ହେଉଛି କଟକ ଡ଼ମପଡ଼ା-ଚନ୍ଦକା ଅଭୟାରଣ୍ୟରେ ସ୍ୱାମୀଙ୍କୁ ଅଜଗର ଗିଳି ଦେଇଛି । ଜଙ୍ଗଲ ଭିତରେ ଯେଉଁଠି ଅଜଗର ଶୋଇଛି ସେଠାରୁ ମାତ୍ର ୭ଶହ କି ୮୦୦ ମିଟର ଦୂରରୁ…
Read More...

ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଶଙ୍କରାଚାର୍ଯ୍ୟ : ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧରେ ଥାନାେ ର…

କନକ ବ୍ୟୁରୋ : ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଆଦିବାସୀ ଶବ୍ଦକୁ ନେଇ ବୟାନ ଦେବା ପରେ ବିବାଦ ସୃଷ୍ଟି ହୋଇଛି । ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ପ୍ରତିବାଦ କରାଯାଇଛି । ଜି ଉଦୟଗିରି ଆଦର୍ଶ ଥାନରେ ତାଙ୍କ ବିରୋଧରେ…
Read More...

ପ୍ରସୂତୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମୃତ ଶିଶୁ ଜନ୍ମ ହେଲେ ମା’ଙ୍କୁ ମିଳିବ ….

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମହିଳା କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯଦି କୌଣସି ମହିଳା କର୍ମଚାରୀ ପ୍ରସବ ସମୟରେ ବା ପ୍ରସବର କିଛି ସମୟ ପରେ ସେମାନଙ୍କ ପିଲାଟିର ମୃତ୍ୟୁ ହୋଇଯାଏ ତେବେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଅଧିକ ୬୦ ଦିନ ଛୁଟି ମିଳିବ । କର୍ମଚାରୀ…
Read More...

ମୁସଲିମ ଦେଶରେ ସର୍ବପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର । ନିର୍ମାଣ ଶୈଳୀ ଦେଖି ଭାବବିହ୍ୱଳ ହେଲେ  ବିଦେଶ ମନ୍ତ୍ରୀ ଏସ…

କନକ ବ୍ୟୁରୋ:  କୌଣସି ସ୍ୱପ୍ନରୁ ଊଣା ନୁହେଁ ,କୌଣସି ଚମିକ୍ରାରରୁ କମ୍ ନୁହେଁ । ମୁସିଲିମ ଦେଶରେ ଭାରତର ସାଂସ୍କୃତିକ ଶକ୍ତିର ପରାକାଷ୍ଠା ,ଯାହା ସାରା ବିଶ୍ୱରେ ପ୍ରତିପାଦିତ ହେଉଛି । ସବୁଠାରୁ ଧନୀକ ମୁସଲିମ୍ ଧନୀ ଦେଶ ଭାବେ ଜଣାଶୁଣା ୟୁନାଇଟେଡ୍ ଆରବ ଏମିରେଟରେ ଗଢିଉଠିଛି ସବୁଠାରୁ ବଡ…
Read More...