Browsing Category

ନ୍ୟୁଜ୍

ଯନ୍ତ୍ରଣା ଦେଉଛି ଅଜଣା ରୋଗ: ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା ବେଳେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ତପସ୍ୱିନୀ

କନକ ବ୍ୟୁରୋ: ବୋଝ ଉପରେ ନଳିତାବିଡ଼ା ପାଲଟିଛି ଅଭାବ ଅନାଟନ ସାଙ୍ଗକୁ ଅଜଣା ରୋଗର ଯନ୍ତ୍ରଣା । ନା ରୋଗର ଚିକତ୍ସା କରିବାକୁ ଅର୍ଥ ଅଛି ନା ଚଳିବାକୁ ସାମର୍ଥ୍ୟ । ଢେଙ୍କାନାଳ ଭୁବନ ମଠଖୋକସା ଗାଁର ତପସ୍ୱିନୀ ପାତ୍ର । ବୟସ ମାତ୍ର ୨୨ ବର୍ଷ ହେବ । ଜନ୍ମରୁ ସବୁକିଛି ଠିକ୍ଠାକ୍ ଥିଲା । ହେଲେ…
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଟିଏମକୁ ଅକ୍ତିଆରକୁ ନେବାକୁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ: କମ୍ପାନୀରେ ପହଞ୍ଚି…

କନକ ବ୍ୟୁରୋ: ଓଟିମକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଟିଏମର ଜମି, ଯନ୍ତ୍ରାସ ଓ କୋଠାକୁ ନିଜ ଅକ୍ତିଆରକୁ ନେବ ପ୍ରଶାସନ । ଚୌଦ୍ୱାର ସ୍ଥିତ ଓଟିଏମ କାରଖାନା ସହ ଓଟିଏମ କଲୋନୀରେ ଅଧିକାରୀ ମାନେ ପହଂଚି ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ଆସନ୍ତା ୫ ତାରିଖ…
Read More...

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ୩ ଦିନରେ ଗଲାଣି ୨୮ଜଣଙ୍କ ଜୀବନ ।

କନକ ବ୍ୟୁରୋ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ୩ ଦିନରେ ଗଲାଣି ୨୮ ଜଣଙ୍କର ଜୀବନ । ରୋଗୀଙ୍କୁ ବେଡ୍ ମିଳୁନଥିବା ବେଳେ ଚିିକିତ୍ସା ପାଇଁ ନେବାକୁ ପଡୁଛି ଅନୁମତି । ଚିକିତ୍ସା ଅଭାବରୁ ଘରୋଇ ମେଡ଼ିକାଲ ଉପରେ ରୋଗୀ ନିର୍ଭର କରୁଥିବା ଅଭିଯୋଗ ହୋଇଛି । ତେବେ ପଛୁଆ ଅଞ୍ଚଳରେ…
Read More...

କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ, ଜବାବ ରଖିଲା ବିଜେଡି। ସସ୍ମିତ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ ଛଡା କରିଛନ୍ତି କଣ?

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ପ୍ରଚାର ବେଳେ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ନେଇ ଜବାବ ରଖିଛି ଦଳ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କଡା ଜବାବ ଦେଇଛନ୍ତି । ସସ୍ମିତ କହିଛନ୍ତି ପ୍ରଥମ ରାଜ୍ୟ ଭାବେ ଓଡିଶା ଠିକ୍ କର୍ମଚାରୀଙ୍କୁ ସ୍ଥାୟୀ…
Read More...

୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଓୟୋ ! ଘୋଷଣା, ଜାଣନ୍ତୁ କାରଣ ?

କନକ ବ୍ୟୁରୋ : ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଥିବା ଓୟୋ ଏବେ କମ୍ପାନୀରୁ କର୍ମଚାରୀ ଛଟେଇ କରିବାକୁ ବିଚାର କରୁଛି । କମ୍ପାନୀ ସହିତ ଜଡିତ ସୂତ୍ର ସୂଚନା ମୁତାବକ ଏବେ କମ୍ପାନୀରେ ୩୭୦୦ କର୍ମଚାରୀ ରହିଛନ୍ତି । ଆଗାମୀ ଦିନରେ କମ୍ପାନୀ ମୋଟ କର୍ମଚାରୀରୁ ୧୦ ପ୍ରତିଶତ ଛଟେଇ କରିବାକୁ ଯୋଜନା…
Read More...

ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲା, ଉମର ଖାଲିଦ ଓ ଖାଲିଦ ସୈଫଙ୍କୁ ଜାମିନ

କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଦୀର୍ଘଦିନ ହେବ ଜେଲରେ ଥିବା ଜେଏନୟୁର ଛାତ୍ରନେତା ଉମର ଖଲିଦ ଓ ଖଲିଦ ସୈଫଙ୍କୁ ଦିଲ୍ଲୀର କଡକଡଡୁମା କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଖାଲି ଜାମିନ ଦେଇ ନାହାଁନ୍ତି ବରଂ ତାଙ୍କୁ ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଉଭୟଙ୍କୁ…
Read More...

ଘରେ ନଗଦ ଟଙ୍କା ରଖିବା ନେଇ କଣ ରହିଛି ନିୟମ ? ଆଇନ ଉଲଙ୍ଘନ କଲେ ୧୩୭ ପ୍ରତିଶତ ପର୍ଯ୍ୟନ୍ତ ଦେବାକୁ ପଡିପାରେ ଟ୍ୟାକ୍ସ

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ମନରେ ଏଭଳି କିଛି ଭ୍ରାନ୍ତ ଧାରଣା ରହିଛି କି ଘରେ ନଗଦ ଟଙ୍କା ରଖିବାର ଗୋଟିଏ ସୀମା ରହିଛି । ହେଲେ ଆପଣଙ୍କୁ କହିବାକୁ ଚାହୁଁ ଯେ ଆପଣ ଯେତେ ଚାହିଁବେ ସେତେ ନଗଦ ଟଙ୍କା ଘରେ ରଖିପାରିବେ । ହେଲେ ଏହାନୁହେଁ ଯେ ଆପଣଙ୍କ ଘରେ ଆୟକର ଚଢାଉ ହେବ ନାହିଁ । ହେଲେ…
Read More...

କନକ ନ୍ୟୁଜ୍ ଅଫିସ ବୁଲିଲେ ଦିବ୍ୟାଙ୍ଗ ପିଲା । ନ୍ୟୁଜ୍ ଡେସ୍କ ବୁଲିଲେ, ଷ୍ଟୁଡିଓ ବୁଲି ଦେଖିିଲେ । 

କନକ ବ୍ୟୁରୋ: ଭିନ୍ନକ୍ଷମଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଡିସେମ୍ବର ୩ ଅର୍ଥାତ ଆଜି ସାରା ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ସୃଜନଶୀଳତା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି…
Read More...

ଖାଇବାକୁ ଦେଲେନି, ଜିନିଷପତ୍ର ମଧ୍ୟ ଏଯାଏଁ ମିଳିନି । ଫ୍ଲାଇଟରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଖରାପ ବ୍ୟବହାର ।

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମ୍ ଏବେ ବାଂଲାଦେଶ ଗସ୍ତରେ ଅଛି । ସେଠାରେ ଦଳ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବାକୁ ଥିବାବେଳେ, ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ । ଏଥିପାଇଁ ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ ବାଂଲାଦେଶରେ ପହଞ୍ଚିସାରିଛନ୍ତି । ହେଲେ ଏହାରି ଭିତରେ ଟିମ୍ ଇଣ୍ଡିଆର…
Read More...

ଶେଷ ମୁହୂର୍ତ୍ତରେ ଉମରାନଙ୍କୁ ଆସିଲା ଡାକରା । ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେଲେ…

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହୋଇ ଦଳରୁ ବାଦ୍ ପଡିଥିବା ବେଳେ ତାଙ୍କ ସ୍ଥାନର ଉମରାନ୍ ମଲ୍ଲିକ ଟିମ୍ ଇଣ୍ଡିଆରୁ ଡାକରା ଆସିଛି । ଏହାସହ ଆଉ ଏକ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବା…
Read More...