Browsing Category

ନ୍ୟୁଜ୍

ଧାନ ବିଲରେ ଫୁଟିଛି କଇଁ ଫୁଲ। ଏକର ଏକର ଚାଷ ଜମିରେ ଜମିଛି ପାଣି, ଅଭିଯୋଗ ପରେ ବି ହୋଇପାରୁନି ନିଷ୍କାସନ।

କନକ ବ୍ୟୁରୋ : ଧାନ ବିଲରେ ଫୁଟୁଛି କଇଁଫୁଲ । ଯେଉଁଠି କ୍ଷେତ୍ରରେ ଧାନ ସହିତ ବିଭିନ୍ନ କିମସର ଫସଲ ଫଳିବା କଥା ସେଠି ଏବେ କଇଁ ଦଳ ଭର୍ତ୍ତି ହୋଇଛି । ଏହ ଦୃଶ୍ୟ ଆସିଛିି କଣାସ ବ୍ଲକରୁ । କଣ୍ଠପଡାରୁ ନେଇ ରାଣୀପଡା ଓ ସୁଧାକର ଅଞ୍ଚଳର ଚାଷୀମାନେ ଚାଷ କାମ ପାଇଁ ବିଭିନ୍ନ ସ୍ଥାନରୁ ଋଣ କରଜ…
Read More...

ରାୟଗଡାରେ ବୋରୱେଲ ଟଙ୍କା ହଡପ୍। ପାଣି ପାଇବା ଆଶାରେ ଅପେକ୍ଷା କରିରହିଛନ୍ତି ଚାଷୀ।

କନକ ବ୍ୟୁରୋ: ଚାଷ ଜମିକୁ ମିଳିବ ପାଣି । ଚାଷୀଙ୍କ ସୁବିଧା ପାଇଁ କରାଯିବ ବୋରୱେଲ । ଏନେଇ ପ୍ରତି ଚାଷୀଙ୍କ ପାଖରୁ ନିଆଯାଇଛି ଟଙ୍କା । ଭଲ ଚାଷ ଆଶାରେ ଚାଷୀ ଟଙ୍କା ପୈଠ କରିଥିବା ବେଳେ ଏବେ କିନ୍ତୁ ନିରାଶ ହୋଇପଡିଛନ୍ତି । ପଇସା ତ ଗଲା ହେଲେ ଏଯାଏ ପାଣିର ସୁବିଧା କରାଯାଇପାରିଲା ନାହିଁ ।…
Read More...

ଜାତି ସାଜିଲା ବାଧକ, ସ୍ତ୍ରୀର ମାନ୍ୟତା ଦାବିରେ ସ୍ୱାମୀ ଦୁଆରେ ଧାରଣାରେ ବସିଛନ୍ତି ମହିଳା।

କନକ ବ୍ୟୁରୋ: ଜାତିଆଣ ଭେଦଭାବ ଯୋଗୁ ଉପୁଜିଛି ସମସ୍ୟା । ସ୍ତ୍ରୀର ମାନ୍ୟତା ଦାବିରେ ସ୍ୱାମୀ ଦୁଆର ମୁହଁରେ ବସିଛନ୍ତି ମହିଳା । ଏହି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଭାଟପଡା ଶଙ୍ଖିଡା ଗାଁରେ । ଗାଁର ଯୁବକ ପ୍ରଭାସ ଖଡିମାହାରର ଜଣେ ଯୁବତୀ ସ୍ମୃତିଙ୍କୁ ପ୍ରେମ ବିବାହ କରିଥିଲେ ।…
Read More...

ପଦ୍ମପୁରରେ ସ୍ଥଗିତ ରହିଛି ବିଜେପିର ନାମାଙ୍କନ ଦାଖଲ। ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନାମାଙ୍କନ ଭରିନାହାନ୍ତି ପ୍ରଦୀପ…

କନକ ବ୍ୟୁରୋ: ନାମାଙ୍କନ ପାଇଁ ଗଲେ କିନ୍ତୁ ଫେରିଆସିଲେ ପ୍ରଦୀପ ପୁରୋହିତ । ପଦ୍ମପୁରରେ ହାଇଡ୍ରାମା ଦେଖିବାକୁ ମିଳିଛି । ବିଶାଳ ପଟୁଆର ଧରି ନାମାଙ୍କନ ଭରିବାକୁ ଆସିଥିଲେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶର…
Read More...

ଫୁଟବଲ ବଦଳାଇଦେଲା ଗାଁର ଭାଗ୍ୟ! ପ୍ରତ୍ୟେକ ଘରେ ଟଙ୍କାର ବର୍ଷା, ଜାଣନ୍ତୁ କେମିତି?

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ଗୋଟିଏ ଗାଁ ସିସୋଲ ବୁଜୁର୍ଗ । ଏହି ଗାଁରୁ ଫୁଟବଲର ଅନେକ ଷ୍ଟାର ସୃଷ୍ଟି ହୋଇନାହାନ୍ତ କିନ୍ତୁ.  ଗାଁର ଭାଗ୍ୟ ବଦଳାଇବାରେ ପୁଟବଲର ବଡ ଭୂମିକା ରହିଛି । ଏଠାରେ କେହି ଫୁଟବଲ ଖେଳ ଜାଣନ୍ତିନାହିଁ ତେବେ, ଫୁଟବଲ ତିଆରି କରିବାରେ ସମସ୍ତେ ମାହିର ।…
Read More...

‘ଆଶ୍ରୟ’ର ୨୮ତମ ପ୍ରତିଷ୍ଠା ଦିବସ। ବିଜୟା ମିଶ୍ରଙ୍କ କବିତା ସଙ୍କଳନ ‘ଉତ୍ତରଣ’ ଲୋକାର୍ପିତ।

କନକ ବ୍ୟୁରୋ: ସମାଜ କଲ୍ୟାଣ ସଂସ୍ଥାନ ‘ଆଶ୍ରୟ’ର ୨୮ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଛି । ଏହି ଉତ୍ସବରେ ବିଜୟା ମିଶ୍ରଙ୍କ କବିତା ସଙ୍କଳନ ‘ଉତ୍ତରଣ’ ଲୋକାର୍ପିତ ହୋଇଛି । ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହା ଲୋକାର୍ପିତ ହୋଇଛି । ଉତ୍ତରଣ ହେଉଛି ମାନବ…
Read More...

ପଦ୍ମପୁର ପଲିଟିକ୍ସ : ବିଜେପି ପରିବାରର ବୋହୁକୁ ମିଳିଲା ବିଜେଡି ଟିକେଟ୍ । କାହାକୁ ସମର୍ଥନ କରିବେ ରମା?

କନକ ବ୍ୟୁରୋ: ପଦ୍ମପୁର ପଲିଟିକ୍ସରେ ଦେଖିବାକୁ ରାଜନୀତିର ରୋଚକ ଦୃଶ୍ୟ । ବିଜେପି ପରିବାରର ବୋହୁକୁ ମିଳିଛି ବିଜେଡି ଟିକେଟ୍ । ତେବେ ଅନେକ ଚର୍ଚ୍ଚା ଆଲୋଚନା ଭିତରେ ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ ବିଜେଡି । ଦିବଙ୍ଗତ ବିଧାୟକ ତଥା ପଦ୍ମପୁରର ପୂର୍ବତନ…
Read More...

ଦଳ ନା ବୋହୂ? ରମାରଞ୍ଜନ ବଳିଆର ସିଂହ କଣ କହିଲେ ପଢନ୍ତୁ

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ବର୍ଷା ସିଂ ବରିହାଙ୍କୁ ଦଳୀୟ ପ୍ରାର୍ଥୀ କରିଛି । ବର୍ଷା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ । ତେବେ ସେ ବିଜେପି ନେତା ରମାରଞ୍ଜନ ବଳିଆର ସିଂହଙ୍କ ବୋହୂ ମଧ୍ୟ । ରମାଙ୍କ ପୁଅ ସ୍ମୃତି ସୌରଭ ବଳିଆରସିଂହଙ୍କ ପତ୍ନୀ ।…
Read More...

ଭରସା କରି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବର୍ଷା । କହିଲେ, ଟିକେଟ ରେସରେ ନଥିଲି କିନ୍ତୁ…

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏହାସହ ବିଜେଡି ଟିକେଟରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ  ପରଦା ହଟିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରି…
Read More...

ରିବାଭା ଜାଡେଜା ଦାଖଲ କଲେ ନାମାଙ୍କନ, ଭାଜପା କାର୍ଯ୍ୟକ୍ରମରେ ପତ୍ନୀଙ୍କ ସହ ନଜର ଆସିଲେ ରବିନ୍ଦ୍ର ଜାଡେଜା।

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଦେଖିବାକୁ ମିଳିଛି । ନାମାଙ୍କନ ଆରମ୍ଭ ହୋଇସାରିଥିବା ବେଳେ କ୍ରିକେଟିୟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାଭା ଜାଡେଜା ଜାମନଗର(ଉତ୍ତର) ସିଟରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହା ପୂର୍ବରୁ ରବିନ୍ଦ୍ର ଜାଡେଜା ଏବଂ…
Read More...