Browsing Category

ନ୍ୟୁଜ୍

ଟି-୨୦ ବିଶ୍ୱକପର ଫାଇନାଲରେ ୧୩ ବର୍ଷୀୟ ଜାନକୀ ଇଶ୍ୱରଙ୍କ ଗୀତରେ ଝୁମିଲେ ଦର୍ଶକ, ଜାଣନ୍ତୁ କିଏ ଏହି ଲିଟିଲ…

କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପର ଫାଇନାଲ ରବିବାର ଖେଳାଯାଉଛି । ପାକିସ୍ତାନ, ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଉଛି । ତେବେ ଏହା ପୂର୍ବରୁ ମେଲବୋର୍ଣ୍ଣରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ କଳାକାର ସାମିଲ ହୋଇଥିବା ବେଳେ ସଙ୍ଗୀତ ଏବଂ ନୃତ୍ୟର ଯୁଗଳବନ୍ଦୀ…
Read More...

ହାଇଦ୍ରାବାଦ ରାଗିଂ ମାମଲାରେ ୫ ଜଣଙ୍କୁ ଗିରଫ କଲା ପୋଲିସ, ୧୨ ଛାତ୍ରଙ୍କୁ କଲେଜରୁ ସସପେଣ୍ଡ।

କନକ ବ୍ୟୁରୋ: ହାଇଦ୍ରାବାଦର ଶଙ୍କରପଲ୍ଲୀସ୍ଥିତ ବିଜନେସ ସ୍କୁଲରେ ରାଗିଂର ଅଭିଯୋଗ ଆସିଛି । କିଛି ସିନିୟର ଛାତ୍ର ଜଣେ ଜୁନିୟର ଛାତ୍ର ସହ ମାରପିଟ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୋଲିସ ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି…
Read More...

ସରଗରମ୍ ପଦ୍ମପୁର ରାଜନୀତି  । ଦିବଂଗତ ବିଧାୟକଙ୍କ ପରିବାରରୁ ଜଣଙ୍କୁ ଟିକେଟ୍ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେଇସାରିିଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କକଷା ଜାରି ରହିଛି । ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ଦିବଂଗତ…
Read More...

ଆସନ୍ତାକାଲି ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଜି-୨୦ ସମ୍ମିଳନୀରେ ନେବେ ଭାଗ

କନକ ବ୍ୟୁରୋ : ନଭେମ୍ବର ୧୪ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଭାଗନେବାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି । ସେ ବାଲିରେ ଅନୁଷ୍ଠିତ ୧୭ ତମ ଜି-୨୦ ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀରେ…
Read More...

ଗୁଜୁରାଟରେ ବିଜେପିକୁ ଝଟକା: ୬ ଥର ବିଧାୟକ ହୋଇଥିବା ମଧୁ ଶ୍ରୀବାସ୍ତବଙ୍କ ସମେତ ୪ ପୂର୍ବ ବିଧାୟକଙ୍କ ଇସ୍ତଫା

କନକ ବ୍ୟୁରୋ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ଏହାପରେ ଦଳକୁ ଲାଗିଛି ବଡ ଝଟକା । କାରଣ ଟିକେଟ ନମିଳିବା ନେଇ ବିଧାୟକ ମଧୁ ଶ୍ରୀବାସ୍ତବଙ୍କ ସମେତ ୪ଜଣ ପୂର୍ବ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏମାନେ ଦଳରୁ ବାହାରି ସ୍ୱାଧୀନ…
Read More...

ପଦ୍ମପୁରର ରାଜନୈତିକ ଇତିହାସ: କେବେ କିଏ ହେଇଥିଲେ ବିଧାୟକ? ଜାଣନ୍ତୁ, ୧୯୫୧ରୁ ୨୦୧୯ ପର୍ଯ୍ୟନ୍ତ ପଦ୍ମପୁରର ପଲିଟିକ୍ସ

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ବରଗଡ଼ ସବଡିଭିଜନ ଅଧୀନରେ ଥିଲା ପଦ୍ମପୁର ଅଞ୍ଚଳ । ବ୍ରିଟିଶ ଶାସନ ସମୟରେ ବୋଡ଼ାସମ୍ବର ଜମିଦାର ରାଜା ଉପାଧି ପାଇଥିଲେ। ଲାଲ ରଣଜିତ ସିଂ ବରିହାଙ୍କ ପିତା ରାଜେନ୍ଦ୍ର ସିଂ ବରିହା ପ୍ରାକ୍ ସ୍ବାଧୀନତା ପ୍ରଥମ ବିଧାନସଭା ୧୯୩୭ରେ କନିକା ରାଜା ନେତୃତ୍ବରେ…
Read More...

ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା । ହାଜର ହେଲେ ଅର୍ଚ୍ଚନାଙ୍କ ବାପା ।

କନକ ବ୍ୟୁରୋ: ଇଡି ଅଫିସରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବାପା । ଅର୍ଚ୍ଚନାଙ୍କ ବାପାଙ୍କ ସାମ୍ନାରେ ତାଙ୍କ ମୋବାଇଲକୁ ଖୋଲି ଯାଞ୍ଚ କରୁଛନ୍ତି ସାଇବର ବିଶେଷଜ୍ଞ ଟିମ୍ । ଅର୍ଚ୍ଚନାଙ୍କ ବାପା, ମାଆ, ଜଗବନ୍ଧୁଙ୍କ ଭାଇ, ଖଗେଶ୍ୱରଙ୍କ ୨ଟି ମୋବାଇଲ ହୋଇଛି ସିଜ । ଆଜି ଅର୍ଚ୍ଚନାଙ୍କ ବାପା…
Read More...

ପଦ୍ମପୁର ଉପ ନିର୍ବାଚନ: ବର୍ଷାଙ୍କୁ ମିଳିପାରେ ବିଜେଡି ଟିକେଟ୍ । ଦିବଙ୍କତ ବିଧାୟକଙ୍କ ଝିଅକୁ ଟିକେଟ୍ ଦେଇପାରେ ଶାସକ…

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେଇସାରିିଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କକଷା ଜାରି ରହିଛି । ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ବରିହା…
Read More...

ଦିଲ୍ଲୀ ନଗରନିଗମ ନିର୍ବାଚନରେ ଆପ୍ ଦେଲାନାହିଁ ଟିକେଟ, ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଉଛନ୍ତି ଆଶାୟୀ ପ୍ରାର୍ଥୀ

କନକ ବ୍ୟୁରୋ : ମୋତେ ଟିକେଟ ଦିଅ, ନହେଲେ ଏହି ଟାୱାର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବି । ଏଭଳି କିଛି ରୋଚକ ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀରେ । ଏଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନମିଳିବାରୁ ସେ ଆଜି ଏକ ମୋବାଇଲ ଟାୱାର ଉପରକୁ ଚଢିଯାଇ ଆତ୍ମହତ୍ୟା…
Read More...

ଅର୍ଚ୍ଚନା ନାଗ୍ ମାମଲା: ଦ୍ୱିତୀୟ ଦିନରେ ବି ଖଗେଶ୍ୱରଙ୍କୁ ଇଡିର ମାରାଥନ୍ ଜେରା ।

କନକ ବ୍ୟୁରୋ: ଅର୍ଚ୍ଚନା ନାଗ୍ ମାମଲାରେ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଖଗେଶ୍ୱରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି ଇଡି । ଦ୍ୱିତୀୟ ଦିନରେ ବି ଖଗେଶ୍ୱରଙ୍କୁ ମାରାଥନ୍ ଜେରା କରୁଛି ଇଡି । ଏହାସହ ମୋବାଇଲ ଯାଞ୍ଚ କରୁଛି ସାଇବର ଫରେନ୍ସିକ୍ ବିଶେଷଜ୍ଞ ଟିମ୍ । ଡିଲିଟ୍ ଫଟୋ, ଚାଟିଂକୁ…
Read More...