ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ଭାଙ୍ଗିଲା ବଡ ବଡ ଗଛ, ଉଡାଇ ନେଲା ଘରର ଛପର ।

118

କନକ ବ୍ୟୁରୋ: ମାଲାକନିଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । କାଳ ବୈଶାଖୀ ପ୍ରଭାବରେ ବଡ ବଡ ଗଛ ଉପୁଡି ପଡିଛି । କିଛ ଗଛ ଉପୁଡି ଘର ଉପରେ ପଡିଥିବା ବେଳେ ପବନ କିଛି ଘରର ଛାତକୁ ଉଡାଇ ନେଇଛି । କ୍ଷୟ କ୍ଷତିର ଆକଳନ କରି ପ୍ରଶାସନ ପକ୍ଷରୁ ଯଥା ଶୀଘ୍ର ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।