Browsing Category

ନ୍ୟୁଜ୍

ମାଲିପଦର ଜଙ୍ଗଲରେ ଏନକାଉଣ୍ଟର ଘଟଣା : କୋତାମେଟାରେ ରାତିସାରା ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଉଠାଇ ନେଲା ପୋଲିସ

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ମାଲିପଦର ଜଙ୍ଗଲରେ ଏନକାଉଣ୍ଟର ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଲୋକଙ୍କୁ ଉଠାଇନେଲା ପୋଲିସ । ମାଓବାଦୀ କହି ନିରିହ ଗ୍ରାମବାସୀଙ୍କୁ ପୁଲିସ ମିଥ୍ୟା ଏନକାଉଣ୍ଟର ମାରିଥିବା ଅଭିଯୋଗ କରି ଲୋକେ ରାସ୍ତା ଅବରୋଧ କରିଥିଲେ । କୋତାମେଟାରେ ଗତକାଲିଠାରୁ ଲୋକେ…
Read More...

ପଦ୍ମପୁର ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି : ବର୍ଷା ବରିହାଙ୍କୁ ମିଳିପାରେ ଟିିକେଟ୍; ସେପଟେ…

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । କିଏ ହେବ ବିଜେଡିର ପ୍ରାର୍ଥୀ ସେ ନେଇ ଅଙ୍କକଷା ଜାରି ରହିଛି । ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ବରିହା ହେଉଛନ୍ତି ଦିବଙ୍ଗତ…
Read More...

କୋଣାର୍କ ମନ୍ଦିରରେ ଟିକେଟ୍ ନ ମିଳିବାରୁ ଅସନ୍ତୋଷ : କାଉଣ୍ଟରରେ ତାଲା, ପର୍ଯ୍ୟଟକ ହଟହଟା

କନକ ବ୍ୟୁରୋ : ପର୍ଯ୍ୟଟନର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୌଣାର୍କରେ ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବାରେ ସରକାର ଏବଂ ମନ୍ଦିର ପ୍ରଶାସନ ବିଫଳ ହୋଇଛନ୍ତି । ଏପରିକି ମନ୍ଦିର ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକମାନଙ୍କୁ ଟିକେଟ୍ ମିଳୁନାହିଁ । ଟିକେଟ୍…
Read More...

ବନ୍ଧୁକ ଲାଇସେନ୍ସ କଟକଣା ହେଲା କଡାକଡି : ଜନସାଧାରଣ ସ୍ଥାନ କିମ୍ବା ସୋସିଆଲ ମିଡିଆରେ ବନ୍ଧୁକ ଦେଖାଇବା ବ୍ୟାନ୍

କନକ ବ୍ୟୁରୋ : ଗୁଳି କରି ହତ୍ୟା ଘଟଣା ଏବେ ପଞ୍ଜାବ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବନ୍ଧୁକ ଲାଇସେନ୍ସ ପ୍ରଦାନ କଟକଣାକୁ କଡାକଡି କରିଛନ୍ତି ପଞ୍ଜାବ ସରକାର । ତିନି ମାସ ମଧ୍ୟରେ ଦିଆଯାଇଥିବା ବନ୍ଧୁକ ଲାଇସେନ୍ସଗୁଡିକର ଯାଞ୍ଚ କରିବାକୁ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ତୁର୍କୀରେ ଆତଙ୍କୀ ଆକ୍ରମଣ ! ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

କନକ ବ୍ୟୁରୋ : ତୁର୍କୀର ଇସ୍ତାନବୁଲ୍ରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ । ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ତେବେ ବିସ୍ଫୋରଣ ଏତେ ଭୟଙ୍କର ହୋଇଛି ଯେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା…
Read More...

ବିମାନବନ୍ଦରରୁ ଜବତ ହେଲା ୬୧ କିଲୋ ସୁନା : ଅଣ୍ଟାରେ ବେଲ୍ଟ ବାନ୍ଧି ଲୁଚାଇ ଆଣିଥିଲେ ୨୬ ଖଣ୍ଡ ସୁନା ବିସ୍କୁଟ୍; ୭…

କନକ ବ୍ୟୁରୋ : ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୬୧ କିଲୋ ସୁନା । ମୁମ୍ବାଇର ଛତ୍ରପତି ସିମାବଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗର ଅଧିକାରୀମାନେ ୨୬ ଖଣ୍ଡ ସୁନା ବିସ୍କୁଟ୍ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୩୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି…
Read More...

ଗୁଇନ୍ଦା ଅଫିସରଙ୍କୁ ଅମିତ ଶାହଙ୍କ ଟାର୍ଗେଟ : ପ୍ରତି ରାଜ୍ୟ ଗୁଇନ୍ଦା ବିଭାଗକୁ ୧୦୦ ଲେଖାଏଁ ଅନୁପ୍ରବେଶକାରୀଙ୍କୁ…

କନକ ବ୍ୟୁରୋ : ବେଆଇନ୍ ଅନୁପ୍ରବେଶକାରୀଙ୍କୁ ଧରିବା ସହ ସେମାନଙ୍କୁ ତାଙ୍କୁ ଦେଶକୁ ପଠାଇବାକୁ ଅଫିସରମାନଙ୍କୁ ଟାର୍ଗେଟ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ ଦେଶର ଟପ୍ ଅଫିସରମାନଙ୍କୁ ଅନୁପ୍ରେବଶକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରି ତାଙ୍କୁ ଦେଶକୁ ପଠାଇବାକୁ…
Read More...

ଜେଇଇ ଢାଞ୍ଚାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା : ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପରୀକ୍ଷା ଓ ନାମଲେଖାରେ ହେବ…

କନକ ବ୍ୟୁରୋ : ଏଣିକି ଜେଇଇ ଢାଞ୍ଚାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖାରେ ପରିବର୍ତ୍ତନ କରାଯିବ । କେଉଁ ପଦ୍ଧତିରେ ନାମଲେଖା ହେବ ତାହା ସ୍ଥିର ହୋଇନଥିଲେ ବି ସର୍ବଭାରତୀୟସ୍ତରରେ…
Read More...

ବଢୁଛି ବାୟୁରେ ପ୍ରଦୂଷଣ ମାତ୍ରା : ପ୍ରଦୂଷଣ ବଳୟ ଭିତରେ ଦେଶର ୧୩୨ ସହର; ତାଲିକାରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ ସହର

କନକ ବ୍ୟୁରୋ : ଧିରେ ଧିରେ ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ଦେଶରେ ବିଭିନ୍ନ ସହରରେ ବାୟୁରମାନ ଖରାପ ହେବାରେ ଲାଗିଛି । କେବଳ ଦିଲ୍ଲୀ ନୁହେଁ ଦେଶର ୧୩୨ ସହରରରେ ବାୟୁର ମାନ ଖରାପ ରହିଛି । ଏହି ତାଲିରେ ଓଡ଼ିଶାର ୭ ଟି ସହର ରହିଛି । ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର,…
Read More...

ମିସବାଙ୍କୁ ଶେଷ ଓଭର ପକାଇବାକୁ ଡରୁଥିଲେ ଭାରତୀୟ ବୋଲର: ୨୦୦୭ ବିଶ୍ୱକପକୁ ନେଇ ସୋଏବଙ୍କ ବୟାନ

କନକ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ୱକପ ତାର ବିଶ୍ୱ ବିଜେତାକୁ ପାଇ ସାରିଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜୟୀ ହୋଇଛି । ତେବେ ଏହାରି ଭିତରେ ୨୦୦୭ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ସେ କହିଛନ୍ତି କି, ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ…
Read More...