Browsing Category

ନ୍ୟୁଜ୍

ଦେଶ ଶୁଣିଲା ଓଡିଆ କଣ୍ଠଶିଳ୍ପୀଙ୍କ ସ୍ୱର : ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ଗୀତ…

କନକ ବ୍ୟୁରୋ : ଓଡ଼ିଶାର ଜଣାଶୁଣା ଗାୟିକା ଦୀପ୍ତିରେଖାଙ୍କ ଗୀତ ଶୁଣିଲା ସାରାଦେଶ । ଭୋଟରଙ୍କ ପାଇଁ ଗୀତ ଗାଇଲେ ଦୀପ୍ତି । ଜାତୀୟ ଭୋଟର ଦିବସରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ ଭୋଟରଙ୍କ ପାଇଁ ଏକ ସଂଗୀତ ସମର୍ପିତ କରାଯାଇଛି । ଗୀତର ଶୀର୍ଷକ ରହିଛି ‘ମୁଁ ଭାରତ’, ‘ଆମେ ଭାରତର ମତଦାତା’ ।…
Read More...

୨୦୨୩-୨୪ ଆର୍ଥିକ ବଜେଟ୍ ପାଇଁ ହାଲୱା ଉତ୍ସବ : ପୂର୍ବ ଦୁଇବର୍ଷ ଭଳି ଏଥର ବି ବିନା କାଗଜରେ ଉପସ୍ଥାପିତ ହେବ ବଜେଟ

କନକ ବ୍ୟୁରୋ : ୨୦୨୩-୨୪ ଆର୍ଥିକ ବଜେଟ ପାଇଁ ନର୍ଥ ବ୍ଲକରେ ହାଲୱା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ । ଯାହା ଗତକାଲି ଆୟୋଜିତ ହୋଇଥିଲା । ପୂର୍ବ ଦୁଇବର୍ଷ ଭଳି କେନ୍ଦ୍ର ବଜେଟ…
Read More...

ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ : ମା’ଙ୍କଠୁ ଶିଖନ୍ତୁ ଟାଇମ୍…

କନକ ବୁରୋ : ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର । ଟାଇମ୍ ମ୍ୟାନେଜମେଣ୍ଟ କିଭଳି ହୋଇପାରିବ ନିଜ ମା’ଙ୍କ ଠାରୁ ଶିଖିବା ଦରକାର । ମା’ଙ୍କୁ ଭଲରେ ଦେଖିଲେ, ଟାଇମ୍ ମ୍ୟାନେଜମେଣ୍ଟର…
Read More...

ଭାରତରେ ଲଞ୍ଚ ହେଲା ଦୁନିଆର ପ୍ରଥମ ନାଜାଲ କୋଭିଡ୍ ଭ୍ୟାକ୍ସିନ୍ । କିଏ ନେଇପାରିବେ ଏହି ଟିକା? ଏହାର ଦାମ୍ କେତେ?

କନକ ବ୍ୟୁରୋ: ଦୁନିଆଁର ନାଜାଲ ଭ୍ୟାକ୍ସିନ୍ iNCOVAC ଭାରତରେ ଲଞ୍ଚ ହୋଇଛି । ଏହାକୁ ଭାରତ ବାୟୋଟିକ୍ -ୱାଶିଂଟନ୍ ୟୁନିଭର୍ସିଟିର ସହଯୋଗରେ ପ୍ରସ୍ତୁତ କରିଛି । ପ୍ରଥମେ ଏହି ଭ୍ୟାକ୍ସିନ୍ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ । ତେବେ ଏହାର ମୂଲ୍ୟ କେତେ? ଏହାକୁ କେଉଁମାନେ ନେଇପାରିବେ ସେନେଇ…
Read More...

ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ମେଡାଲ ଚୋରି ଘଟଣା : ୫ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

କନକ ବ୍ୟୁରୋ : ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ମେଡାଲ ଚୋରି ଘଟଣା । ୫ ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି । ଗିରଫ ବେଳେ ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ସହିତ ଟିଭି, ଗ୍ୟାସ ସିଲିଣ୍ଡର, ମୋବାଇଲ ଫୋନ୍ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ମୁଖ୍ୟ…
Read More...

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବେକାର ଯୁବକଙ୍କୁ ମିଳିବ ବେକାରୀ ଭତ୍ତା

କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାଜ୍ୟର ବେକାର ଯୁବକଙ୍କ ପାଇଁ ଏକ ବଡ ଉପହାର ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଗୁରୁବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ବାଘେଲ ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବେକାର ଯୁବକମାନେ ଆସନ୍ତା…
Read More...

ପୁଅ, ପତ୍ନୀଙ୍କ ସହ ଆଜି ବିଆରଏସରେ ଯୋଗ ଦେବେ ଗିରିଧର ଗମାଙ୍ଗ : ୯ ପୂର୍ବତନ ବିଧାୟକ ଓ ଜଣେ ପୂର୍ବତନ ସାଂସଦ ବି…

କନକ ବ୍ୟୁରୋ : ବିମାନରେ ଗଲେ ‘ଆମ୍ବାସଡର’ରେ ବସିବେ । ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ଯୋଗ ଦେବେ ଓଡିଶାର ୯ ପୂର୍ବତ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ । କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ଓଡ଼ିଆର ୯ ଜଣ ନେତା ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି ।…
Read More...

ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଲେ ସାନିଆ ମିର୍ଜା : ବିଦାୟୀ ମ୍ୟାଚ ପରେ ଭାବପ୍ରବଣ ହୋଇ କାନ୍ଦିଲେ

କନକ ବ୍ୟୁରୋ : ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ…
Read More...

ମାଘରେ ମାଡି ଆସିଲାଣି ଟାଣ ଖରା : ଜାନୁଆରୀ ଶେଷ ଭାଗରେ ଶୀତ ଗାଏବ

କନକ ବ୍ୟୁରୋ : ମାଘରେ ମାଡ଼ଲାଣି ଟାଣ ଖରା । ମାଘରେ ବାଘ ଭଳିଆ ଶୀତ ଅନୁଭୂତ ହେବା କଥା । ହେଲେ ଦିନର ଖରା ଜଳାଉଛି । ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମର ଭ୍ରମ ସୃଷ୍ଟି କରୁଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ଗତକାଲି ବୌଦ୍ଧରେ ସର୍ବାଧିକ…
Read More...

ପରିବାର ସହ ଜୀବନ ହାରିଲେ ବିଜେପି ନେତା । ପୁଅର ଅସୁସ୍ଥତା ଯୋଗୁଁ ଚିନ୍ତାରେ ଥିଲେ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ବିଦିଶାରେ ଘଟିଛି ଛାତିଥରା ଘଟଣା । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
Read More...