Browsing Category

ନ୍ୟୁଜ୍

ଭୂଷୁଡି ପଡିବ କି ଜୋଶୀମଠ ! ବିପଦ ସଂକୁଳ ଅବସ୍ଥାରେ ୫୬୦ ଘର, ମାଟି ଫଟାଇ ବାହାରୁଛି ପାଣି

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଐତିହାସିକ ସହର ଜୋଶୀମଠ ଅଞ୍ଚଳ କୁ ବିପଦ ମାଡିଆସୁଛି । ଏଠାରେ ୯ଟି ଅଞ୍ଚଳରେ ଥିବା ୫୬୧ଟି ଦୋକାନ ଘରେ ଫାଟ ଦେଖିବାକୁ ମିଳିଛି । ଏଭଳି ବିପଦକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ଏକ ବୈଠକ ଡାକିଛନ୍ତି । ସୂଚନା ଥାଉକି ପାହାଡ ଧସିବାକୁ କାରଣରୁ…
Read More...

ଜ୍ୟୋତିଷ ହୋଇ କରୁଥିଲେ ଭବିଷ୍ୟବାଣୀ : ନିଯୁକ୍ତିି ଦେବା ଆଳରେ ବେକାର ଯୁବକ-ଯୁବତୀଙ୍କ ଲୁଟିଥିଲେ; ମିଛ ୱେବସାଇଟ୍ ଖୋଲି…

କନକ ବ୍ୟୁରୋ : ଧରାପଡିଲା ଠକ ଜ୍ୟୋତିଷ ବିନୟ କୁମାର ଦାସର କାରନାମା । ତା ନାଁରେ ଆସିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । ନିଯୁକ୍ତି ଦେବା ଆଳରେ ରାଜ୍ୟର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ଠକୁଥିଲା । ଏପରିକି ନିଜେ ଜ୍ୟୋତିଷ ଶାସ୍ତ୍ରରେ ବିଶାରଦ କହି ଲୋକଙ୍କ ମିଛ ଭବିଷ୍ୟବାଣୀ ବି କରୁଥିଲା ।…
Read More...

ଚର୍ଚ୍ଚାରେ ୫୦ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ୍ : ନିକଟରେ ୬୦ତମ ସନ୍ତାନକୁ କଲେ ସ୍ୱାଗତ; ଏବେ ୪ର୍ଥ ସ୍ତ୍ରୀ…

କନକ ବ୍ୟୁରୋ : ପାକିସ୍ତାନର ୫୦ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ୍ ମହମ୍ମଦ ଖାନ୍ । ଏବେ ନିକଟରେ ତାଙ୍କର ୬୦ତମ ସନ୍ତାନକୁ ସ୍ୱାଗତ କରିଛନ୍ତି । । ତାଙ୍କର ତିନୋଟି ସ୍ତ୍ରୀ ଥିବା ପରେ ବି ଏବେ ଚତୁର୍ଥ ସ୍ତ୍ରୀ ସନ୍ଧାନରେ ରହିଛନ୍ତି । ନିଜର ବନ୍ଧୁ ପରିଜନ ମାନଙ୍କୁ ଏନେଇ ସହଯୋଗ କରିବାକୁ ସେ…
Read More...

୩ କୋଟି ୨୫ ଲକ୍ଷ ଓଡ଼ିଆଙ୍କର ୫ କେଜି ଲେଖାଏଁ ଚାଉଳ କାଟିଛି କେନ୍ଦ୍ର । ଗରିବଙ୍କ ଭାତ ଥାଳିକୁ ଲାତ ମାରିଛି କେନ୍ଦ୍ର :…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାକୁ ନେଇ ଆପତ୍ତି ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ…
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ନେଇ ଆରମ୍ଭ ହେଲା ବିତର୍କ : କେଉଁ ଆଧାରରେ ସର୍ବବୃହତ ତାକୁ ନେଇ ପ୍ରଶ୍ନ

କନକ ବ୍ୟୁରୋ : ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ୍ ତ ? ଏନେଇ ଆରମ୍ଭ ହୋଇଛି ବିତର୍କ । କେଉଁ ଆଧାରରେ ଏହାକୁ ବିଶ୍ୱର ସର୍ବବୃହତ ବୋଲି କୁହାଯାଉଛି କିଛି ସ୍ପଷ୍ଟ ହୋଇନଥିବାରୁ ତାକୁ ନେଇ ପ୍ରଶ୍ନ ଉଠିଛି । କୌଣସି ଖେଳ ଷ୍ଟାଡିୟମକୁ…
Read More...

ଭିତରକନିକାରେ ପକ୍ଷୀ ଗଣନା ଜାରି : ପ୍ରତି ଟିମରେ ଅଛନ୍ତି ୪ରୁ ୫ଜଣ ସଦସ୍ୟ

କନକ ବ୍ୟୁରୋ : ବିଦେଶାଗତ ପକ୍ଷୀମାନଙ୍କ ଆଗମନରେ ଭିତରକନିକା ଜାତୀୟ ଉଦ୍ୟାନ ଏବେ ଚଳଚଞ୍ଚଳ । ଚଳିତ ବର୍ଷ ଭିତର କନିକାଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କୁ ଆଜି ଗଣନା କରାଯାଉଛି । ସାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାଣୀ ବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ…
Read More...

କେବଳ ଆଇପିଏଲ ନୁହେଁ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି ପନ୍ତ । ଜାଣନ୍ତୁ କେମିତି ରହିଛି ତାଙ୍କର…

କନକ ବ୍ୟୁରୋ : ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିବା ବେଳେ ଏବେ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ତେବେ ଦୁର୍ଘଟଣା ପରେ ଋଷଭ କେତେ ଦିନ ପର୍ଯ୍ୟନ୍ତ…
Read More...

ପାକିସ୍ତାନରେ ଆର୍ଥିକ ସ୍ଥିତି ସାଂଘାତିକ : ଲୋକେ ଖାଇବାକୁ ପାଉନଥିବା ବେଳେ ରୋଷେଇ ଗ୍ୟାସ ନାହିଁ; ଦିନକୁ ୧୫ରୁ ୨୦…

କନକ ବ୍ୟୁରୋ : ଭୟଙ୍କର ଆର୍ଥିକ ସଙ୍କଟର ସାମ୍ନା କରୁଛି ପଡୋଶୀ ପାକିସ୍ତାନ । ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେଇ୍ଥିବାରୁ ଦିନକୁ ୧୫ରୁ ୨୦ ଘଣ୍ଟା ବିଦ୍ୟୁତ୍ କାଟ କରାଯାଉଛି । ଲୋକେ ଖାଇବାକୁ ପାଉନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ନାହିଁ । ପରିସ୍ଥିତିର ମୁକାବିଲା କରିବାକୁ ମଲ ଓ ବଜାର ଶୀଘ୍ର…
Read More...

ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚର ପ୍ରୟାସ : ଦିଲ୍ଲୀରୁ ଆସିବ ଡମି, ଡେମୋ ଦେଖିବେ…

କନକ ବ୍ୟୁରୋ : ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ । ହୋଟେଲ ଛାତରୁ ପଡ଼ି ଆଣ୍ଟୋଭଙ୍କ ମୃତ୍ୟୁ ହୋଇଥିବାରୁ ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଡମିର ସହାୟତା ନେବ କ୍ରାଇମବ୍ରାଞ୍ଚ । ଦିଲ୍ଲୀରୁ ଡମି ରାୟଗଡ଼ା…
Read More...

ରାଜ୍ୟକୁ ଫେରିଲା ଶୀତ : ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବା ସମ୍ଭାବନା

କନକ ବ୍ୟୁରୋ : ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ସମ୍ଭାବନା ଅଛି । ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ…
Read More...