Browsing Category

ନ୍ୟୁଜ୍

୧୨୪ଜଣ ବିଦେଶ ଫେରନ୍ତାଙ୍କ ନିକଟରେ ଦେଖାଗଲା ୧୧ ପ୍ରକାର କରୋନା ଭୂତାଣୁ । ଡିସେମ୍ବର ୨୪ରୁ ଜାନୁଆରୀ ୨ ତାରିଖ ଭିତରେ…

କନକ ବ୍ୟୁରୋ : ଦେଶରେ କ୍ରମଶ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ଦେଶରୁ ୧୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ଅଧିକ ଚିନ୍ତା ବଢାଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନୂଆ ରିପୋର୍ଟ । ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବର ୨୪ରୁ ଜାନୁଆରୀ ୩ ତାରିଖ ସୁଦ୍ଧା…
Read More...

ଟଙ୍କିକିଆ ଚାଉଳରେ ଲାଗିଲା ରାଜନୀତିର ନୂଆ ରଙ୍ଗ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ମାଗଣା ଚାଉଳ ଦେଉଛନ୍ତି…

କନକ ବ୍ୟୁରୋ: ଟଙ୍କିକିଆ ଚାଉଳ ମାଗଣା ହେବା ପରେ, ଆଉ ମାଗଣା ଚାଉଳ ସମ୍ପୂର୍ଣ୍ଣ କେନ୍ଦ୍ର ସରକାର ଦେବେ ବୋଲି ଘୋଷଣା କରିବା ପରେ, ବଦଳି ଯାଇଛି ଚାଉଳ ରାଜନୀତି । ବର୍ଷ ବର୍ଷ ଧରି ରାଜ୍ୟ ସରକାର ଚାଉଳ ଦେଉଥିବା ନେଇ ଲୋକଙ୍କ ଭିତରେ ଥିବା ଧାରଣା ବଦଳାଇବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି ।…
Read More...

ମାତ୍ରାଧିକ ବିଦ୍ୟୁତ କାଟକୁ ବିରୋଧରେ ରାସ୍ତାରେ ପାକ୍ ନାଗରିକ, ନିଜ ଦେଶ ବିରୋଧରେ ଦେଲେ ସ୍ଲୋଗାନ

କନକ ବ୍ୟୁରୋ : ପାକିସ୍ତାନ ଭୟଙ୍କର ଆର୍ଥର୍କ ସଙ୍କଟର ସାମ୍ନା କରୁଥିବା ବେଳେ ନିଜ ଦେଶରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି । ବିକ୍ଷୋଭକାରୀମାନେ ବିକ୍ଷୋଭ ସମୟରେ ପାକିସ୍ତାନୀ ବିରୋଧୀ ସ୍କୋଗାନ ଦେଉଥିବା ଦେଖିବାକୁ ମିଳିଛି । ମାତ୍ରାଧିକ ବିଦ୍ୟୁତ୍ କାଟକୁ ବିରୋଧ କରି ପାକିସ୍ତାନର ଗିଲଗିଟ୍…
Read More...

ସହରକୁ ମିଳୁଛି ୫ଜି ସେବା, ଉପାନ୍ତ ଅଞ୍ଚଳରେ ଆଜି ବି ନାହିଁ ଇଣ୍ଟରନେଟ ସୁବିଧା।

କନକ ବ୍ୟୁରୋ: ଦୃଶ୍ୟ ସମାନ, ଦୁଃଖ ସମାନ । ବଦଳିଯାଉଛି ତ’ କେବଳ ଠିକଣା । ଉପାନ୍ତ ମାଲକାନଗିରିରେ ଯେଉଁ ଅବସ୍ଥା, ଫୁଲବାଣୀ ଏବଂ ଅନୁଗୁଳ ଜିଲ୍ଲାର ଅପହଞ୍ଚ ଇଲାକାରେ ସେଇ ଅବସ୍ଥା । କେଉଁଠି ମୋବାଇଲ ଇଣ୍ଟରନେଟ ନାହିଁ, ତ ଆଉ କେଉଁଠି ନେଟୱାର୍କ ଆସୁନି । ଏମାନଙ୍କ ପାଇଁ ଯେମିତି ୫ଜି ସେବା ଏକ…
Read More...

ତ୍ରିପୁରାରେ ଏକ ନିର୍ବାଚନୀ ରାଲିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା । କହିଲେ, କୋର୍ଟରେ ମନ୍ଦିର ନିର୍ମାଣ କାର୍ଯ୍ୟ…

କନକ ବ୍ୟୁରୋ : ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୁରୁବାର ତ୍ରିପୁରାରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ଶାହା କହିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ବାଧା ସୃଷ୍ଟି କରୁଥିଲା ।…
Read More...

ପ୍ରତୀକ୍ଷାର ହେଲା ଅନ୍ତ, ରାଜ୍ୟରେ ଆରମ୍ଭ ହେଲା ୫-ଜି। କଟକ ଓ ଭୁବନେଶ୍ୱରରେ ମିଳିଲା ସେବା।

କନକ ବ୍ୟୁରୋ: ପ୍ରତୀକ୍ଷାର ହେଲା ଅନ୍ତ । କଟକ ଓ ଭୁବନେଶ୍ୱରରେ ଆରମ୍ଭ ହେଲା ୫-ଜି ସେବା । ସେହି ମୁହୂର୍ତ, ଯାହାକୁ ଅପେକ୍ଷା କରି ରହିଥିଲେ ରାଜ୍ୟବାସୀ ତାହା ଆସି ପହଞ୍ଚିଥିଲା । ୫-ଜି ମୋବାଇଲ୍ ନେଟୱର୍କରେ ଯୋଡ଼ି ହୋଇଛି କଟକ ଓ ଭୁବନେଶ୍ୱର । ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ…
Read More...

ଟ୍ରାକ୍ କରି ୟୁକ୍ରେନ୍ର ମିସାଇଲ ମାଡ଼, ଶତାଧିକ ଋଷ ଯବାନଙ୍କ ମୃତ୍ୟୁ !

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ପୁଣି ଥରେ ଭୟଙ୍କର ରୂପ ଧାରଣ କରିଛି । ଯୁଦ୍ଧ ପ୍ରଥମରୁ ଋଷ ସେନା ଯେପରି ଭାବେ ୟୁକ୍ରେନ ଉପରେ ଭାରି ପଡୁଥିଲା ଏବେ ତାର ବିପରିତ ସ୍ଥିତି ଦେଖିବାକୁ ମିଳିଛି । ଋଷ ସେନାକୁ ଟାର୍ଗେଟ କରି ମିଶାଇଲ ମାଡ ଜୋରଦାର କରିଛି ୟୁକ୍ରେନ୍ । ଆକ୍ରମଣରେ ୮୯ ଋଷ…
Read More...

ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ, ମଲ ଓ ବଜାର ଶିଘ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଦେଶ ଭୟଙ୍କର ଆର୍ଥର୍କ ସଙ୍କଟର ସାମ୍ନାକୁ କରୁଥିବା ବେଳେ ଏଥିରୁ ମୁକୁଳିବା ପାଇଁ ଅଭିନବ ପନ୍ଥା ଆପଣାଇଛି ପଡୋସୀ ପାକିସ୍ତାନ । ଦେଶରେ ଥିବା ସବୁ ବଡ ବଡ ମଲ ଏବଂ ବଜାର ଶିଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର । ଏହାଦ୍ୱାରା ପ୍ରାୟ ୬୧ ବିଲିୟନ…
Read More...

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା, ୩ଘଂଟାରେ କିଭଳି ୫ଜଣ ଅପରାଧୀଙ୍କୁ ଗିରଫ କଲା ପୁଲିସ?

କନକ ବ୍ୟୁରୋ : ଦିଲ୍ଲୀ ହିଟ ଆଣ୍ଡ ରନ ମାମଲାରେ ଗୋଟେ ପଟେ ଦିଲ୍ଲୀ ପୁଲିସର ତଦନ୍ତ ପ୍ରକିୟାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ଚର୍ଚ୍ଚାରେ ରହିଛି ୩ଘଂଟାର ତଦନ୍ତ ପ୍ରକିୟା । କାରଣ ଏହି ୩ଘଂଟା ଭିତରେ ହିଁ ବିଭତ୍ସ ହତ୍ୟାକାଣ୍ଡର ୫ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ଦିଲ୍ଲୀ…
Read More...

ବାଲେଶ୍ୱର ବସ୍ତା ଅଞ୍ଚଳରେ ମେସିନ୍ କରୁଛି ମନରେଗା ରାସ୍ତାକାମ। ଲୋକଙ୍କୁ ମିଳୁନି କାମ।

କନକ ବ୍ୟୁରୋ: ମେସିନ୍ କରୁଛି ମନରେଗା ଯୋଜନାରେ ରାସ୍ତାକାମ । ରୋଜଗାର ହରାଉଛନ୍ତି ଜବକାର୍ଡଧାରୀ ଶ୍ରମିକ । ଗ୍ରାମାଞ୍ଚଳରେ ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ଲକ୍ଷ୍ୟରେ ମନରେଗା ଯୋଜନାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗ୍ରାମାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବସ୍ତା ବ୍ଲକ…
Read More...