Browsing Category

ନ୍ୟୁଜ୍

ମଞ୍ଚ ଉପରେ ରବି ନନ୍ଦ ଓ ତାରା ବାହିନୀପତିଙ୍କ କଳି : ତାରାଙ୍କୁ ୮ବର୍ଷର ହିସାବ ମାଗିଲେ ରବି ନନ୍ଦ

କନକ ବ୍ୟୁରୋ : ରବି ନନ୍ଦ ଓ ତାରା ବାହିନୀପତିଙ୍କ କଳିକୁ ନେଇ ସରଗରମ ହୋଇଛି କୋରାପୁଟ ରାଜନୀତି । କୋରାପୁଟ ଜିଲ୍ଲାର ଦୁଇ ବରିଷ୍ଠ ରବି ନାରାୟଣ ନନ୍ଦ ଓ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟରେ ମଂଚ ଉପରେ ଆକ୍ଷେପ ଓ ପ୍ରତିଆକ୍ଷେପ ଦେଖିବାକୁ ମିଳିଛି । ଜୟପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ…
Read More...

ଚୀନକୁ କରୋନା କରୁଛି କଲବଲ : ବେଜିଂରେ ସଂକ୍ରମଣ ସ୍ଥିତି ଅଣାୟତ; ହସ୍ପିଟାଲରେ ଶଯ୍ୟା ଅଭାବରୁ ଷ୍ଟ୍ରେଚର, ହ୍ୱିଲ…

କନକ ବ୍ୟୁରୋ :  ଚୀନରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ରାଜଧାନୀ ବେଜିଂ ସମେତ ବିଭିନ୍ନ ସହରରେ ସାଘାତିକ ଭାବେ ପଜିଟିଭ ମାମଲା ବଢି ଚାଲିଛି । ଆକ୍ରାନ୍ତମାନେ ହସ୍ପିଟାଲରେ ଷ୍ଟ୍ରେଚରରେ ରହି ଚିକିତ୍ସିତ ହେଉଛନ୍ତି । କିଛି ଲୋକ ହ୍ୱିଲ ଚେୟାରରେ ରହି ଅକ୍ସିଜେନ ନେଉଥିବା ଭଳି…
Read More...

କାଶ୍ମୀର, ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ।

କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ଜାମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦକୁଶ ପର୍ବତମାଳା ବୋଲି କୁହାଯାଉଛି । ବର୍ତମାନ…
Read More...

କୋଭିଡ କମାଉଛି ସିମେନ କ୍ୱାଲିଟି। ଗବେଷଣାରୁ ଆସିଲା ଚିନ୍ତାଜନକ ତଥ୍ୟ।

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷ ହେଲା କୋଭିଡ ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଚାଲିଥିବା ବେଳେ ଏହାର ଦୂରଗାମୀ ପ୍ରଭାବ ନେଇ ଗବେଷଣା ଜାରି ରହିଛି । ଜଣେ ରୋଗୀ କୋଭିଡରେ ଆକ୍ରାନ୍ତ ହୋଇ ଭଲ ହୋଇଗଲା ପରେ ଯେ ସମ୍ପୂର୍ଣ୍ଣ ମୁକ୍ତ ହୋଇଗଲା, ଏକଥା ଭାବିବା ଭୁଲ । କାରଣ କୋଭିଡ୍ ଆକ୍ରାନ୍ତଙ୍କ…
Read More...

ଜମାକାରୀଙ୍କୁ କେବେ ମିଳିବ କ୍ଷତିପୂରଣ? ସିବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ରାଜ୍ୟରେ ସବୁଠୁ ବଡ଼ ଠକେଇ ହେଉଛି ଚିଟଫଣ୍ଡ ଦୁର୍ନୀତି । ପ୍ରାୟ ଗୋଟିଏ ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଜମାକାରୀ । କ୍ରାଇମବ୍ରାଞ୍ଚରୁ ସିବିଆଇ, ସିବିଆଇରୁ ସୁପ୍ରିମକୋର୍ଟ । ହେଲେ ପ୍ରାୟ ୨୦ ହଜାର ଜମାକାରୀ ଟଙ୍କା ଫେରିବା ବାଟକୁ ଏବେ ବି ଚାହିଁ ରହିଛନ୍ତି । ହାତଗଣିତ କିଛି…
Read More...

ଗଞ୍ଜା ଲଢେଇ ପାଇଁ ବ୍ୟବହାର ହେଉଛି ୫ଜି ଇଂଟରନେଟ ସେବା। ପୁଲିସ ଭୟରେ ଆନ୍ଧ୍ରରେ ଅନଲାଇନରେ ଚାଲିଛି ଜୁଆ ଖେଳ।

କନକ ବ୍ୟୁରୋ: ଦେଶରେ ୫-ଜି ସେବା, ମୋବାଇଲ ନେଟୱର୍କ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତନ ଆଣିଛି, ତାହା କିଛି ଅସାଧୁ ବ୍ୟକ୍ତିଙ୍କୁ ଫାଇଦା ଆଣିଦେଇଛି । ପୋଲିସ ଚଢାଉରୁ ବର୍ତିବା ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଅନଲାଇନରେ ଆୟୋଜନ ହେଉଛି ଗଞ୍ଜା ଲଢେଇ । ସଂକ୍ରାନ୍ତିରେ ଆନ୍ଧ୍ରରେ ଆୟୋଜିତ…
Read More...

ହକିରେ ଯୋଡି ହେଲା ନୂଆ ଅଧ୍ୟାୟ। ଉଦଘାଟିତ ହେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ।

କନକ ବ୍ୟୁରୋ: ବିଶ୍ୱ ଦେଖିବ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ହକି ଷ୍ଟାଡିୟମ । ରାଉରକେଲାରେ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏହି ବିର୍ସାମୁଣ୍ଡା ଷ୍ଟାଡିୟମରେ ବିଶ୍ୱ ଦେଖିବ ପୁରୁଷ ବିଶ୍ୱକପ ହକି । ଏହି ଷ୍ଟାଡିୟମରେ ଆସନ୍ତା ୧୩ ତାରିଖରୁ ଖେଳାଯିବ ହକି…
Read More...

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା, ୧୭ ତାରିଖ ଯାଏଁ ଚାଲିବ ପରୀକ୍ଷା। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

କନକ ବ୍ୟୁରୋ: ମାଟ୍ରିକ୍ ସମ୍ମେଟିଭ୍-୨ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଅର୍ଥାତ ମାତ୍ର ୮ଦିନରେ ଶେଷ ହେବ ମାଟ୍ରିକ ପରୀକ୍ଷା । ଏନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ବୋର୍ଡ…
Read More...

ପେଟ୍ରୋଲ, କୋଇଲା ପରିବେର୍ତ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉପରେ ଗୁୂରୁତ୍ୱ ଦେଇଛି ଭାରତ । ପରିବେଶ ପ୍ରଦୂଷଣ ରୋକିବା ସହ…

କନକ ବ୍ୟୁରୋ : ପେଟ୍ରୋଲ, କୋଇଲା ପରିବେର୍ତ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉପରେ ଗୁୂରୁତ୍ୱ ଦେଇଛି ଭାରତ । ପରିବେଶ ପ୍ରଦୂଷଣ ରୋକିବା ସହ କିପରି ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ଗ୍ରୀନ ହାଇଡ୍ରୋଜେନ ମିଶନ ପାଇଁ ୧୯ ହଜାର ୭ ଶହ ୭୪ କୋଟି ଟଙ୍କାର ବ୍ୟୟ ଅଟକଳକୁ…
Read More...

୧୨୪ଜଣ ବିଦେଶ ଫେରନ୍ତାଙ୍କ ନିକଟରେ ଦେଖାଗଲା ୧୧ ପ୍ରକାର କରୋନା ଭୂତାଣୁ । ଡିସେମ୍ବର ୨୪ରୁ ଜାନୁଆରୀ ୨ ତାରିଖ ଭିତରେ…

କନକ ବ୍ୟୁରୋ : ଦେଶରେ କ୍ରମଶ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ଦେଶରୁ ୧୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ଅଧିକ ଚିନ୍ତା ବଢାଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନୂଆ ରିପୋର୍ଟ । ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବର ୨୪ରୁ ଜାନୁଆରୀ ୩ ତାରିଖ ସୁଦ୍ଧା…
Read More...